4 ଦିନ ପାଣିରେ ଫୁଟେଇ ପିଇ ଦିଅନ୍ତୁ, ଡାଇବେଟିସ, କୋଲେଷ୍ଟ୍ରୋଲ, ପେଟ ରୋଗ ଓ ହୃଦୟ ସମ୍ବନ୍ଧିତ ରୋଗ କେବେ ବି ହେବ ନାହିଁ ( Healthy Tips )

ବନ୍ଧୁଗଣ ଚାରି ଦିନ ପାଣିରେ ଫୁଟେଇ ପିଅନ୍ତୁ ପୁରା ଜୀବନ ଆପଣଙ୍କୁ ସୁଗର, କଲେଷ୍ଟ୍ରୋଲ, ପେଟ ରୋଗ ଏବଂ ହୃଦୟ ସମ୍ବନ୍ଧିତ ରୋଗ ହେବ ନାହିଁ । ବନ୍ଧୁଗଣ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଘରୋଇ ଉପଚାର ନେଇ ଆସିଛୁ ଯାହାର ପ୍ରୟୋଗ କରି ଆପଣ ଆପଣଙ୍କ ଶରୀରକୁ ଅନେକ ପ୍ରକାରର ରୋଗ ଠାରୁ ବଞ୍ଚାଇ ପାରିବେ । ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ଶକ୍ତିକୁ ବଢାଇ ପାରିବେ ।

ଯଦି ଆପଣ ଏହାର ସେବନ କରନ୍ତି ତେବେ ଆପଣଙ୍କୁ ଡାଇବେଟିସ କେବେ ମଧ୍ୟ ହେବ ନାହିଁ । ଜୀବନରେ ଆପଣଙ୍କର କେବେବି ଖରାପ କଲେଷ୍ଟ୍ରୋଲ ବଢ଼ିବନି ଏବଂ ଆପଣଙ୍କର କେବେବି ହାର୍ଟ ବ୍ଲକେଜ ପରି ସମସ୍ୟା ଦେଖା ଦେବ ନାହିଁ । ଏହାର ସେବନ ଦ୍ୱାରା ଆପଣ ସମ୍ପୂର୍ଣ୍ଣ ନିରୋଗ ହୋଇଯିବେ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ବନ୍ଧୁଗଣ ଆପଣ ମାନେ ବୋଇତାଲୁ ବିଷୟରେ ନିହାତି ଜାଣିଥିବେ । ଏହାକୁ ଅଧିକାଂଶ ଖାଇବାରେ ବ୍ୟବହାର କରାଯାଇଥାଏ । କିନ୍ତୁ ଏହାକୁ କେହି ବେଶି ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏହା ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ଅଟେ । ଏହା ଗୁଣର ଗନ୍ତାଘର ହୋଇଥାଏ । ଯଦି ଆପଣ କିଛି ଦିନ ଲଗାତାର ବୋଇତାଳୁର ସେବନ କରନ୍ତି ତେବେ ଆପଣଙ୍କୁ ପେଟ ଏବଂ ହୃଦୟ ଜନିତ ସମସ୍ୟା ଦୂର ହୋଇଥାଏ ।

ଏହା ଆପଣଙ୍କ ରକ୍ତକୁ ସଫା କରିଥାଏ ଯାହା ଫଳରେ ରୋଗ ଆପଣଙ୍କ ଠାରୁ ଦୂରେଇ ରହିଥାଏ । ତେବେ ଏହି ଚମତ୍କାରି ଉପଚାର କୁ ବନେଇବା ପାଇଁ ଯେଉଁ ମୁଖ୍ୟ ସାମଗ୍ରୀ ଦରକାର ତାହା ହେଉଛି ବୋଇତାଳୁ ମଞ୍ଜି । ଏହା ଭିଟାମିନ ଏବଂ ମିନେରାଲ ର ଖାଦନ ଅଟେ । ଏହା ଦ୍ବାରା ଆମର ଇମ୍ମୁନିଟୀ ଶକ୍ତି ବଢ଼ିଥାଏ ଏବଂ ପାଚନ ପ୍ରକ୍ରିୟା ମଜବୁତ ହୋଇଥାଏ । ତେବେ ପ୍ରଥମେ ଗୋଟେ ମୁଠା ବୋଇତାଳୁ ମଞ୍ଜି ନିଅନ୍ତୁ ।

ଏହା ସହିତ ଗୋଟେ ଗିଲାସ ପାଣି ନିଅନ୍ତୁ । ଏବେ ଏହି ପାଣିକୁ ଗୋଟେ ପାତ୍ରରେ ଫୁଟାନ୍ତୁ । ପାଣି ପୁଟିବା ପରେ ଏଥିରେ ଗୋଟେ ମୁଠା ବୋଇତାଳୁ ମଞ୍ଜି ମିଶାନ୍ତୁ । ଏହା ଫୁଟି ଫୁଟି ଅଧା ଗିଲାସ ପାଣି ହେବା ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ । ତେବେ ଫୁଟିସାରିବା ପରେ ଆଞ୍ଚ ବନ୍ଦ କରିଦିଅନ୍ତୁ । ଏବଂ ଏହାକୁ ୧୫ ମିନିଟ ଥଣ୍ତା ହେବାକୁ ଛାଡ଼ିଦିଅନ୍ତୁ । ଏହା ଥଣ୍ଡା ହେବ ପରେ ଏମିତି ହିଁ ପିଅନ୍ତୁ ଏହାକୁ ଛାଣନ୍ତୁ ନାହିଁ ।

ଏଥିରେ ଥିବା ବୋଇତାଳୁ ମଞ୍ଜିକୁ ଚୋବେଇ ଚୋବେଇ ଖାଇଦିଅନ୍ତୁ । ଏହାକୁ ମାତ୍ର ଗୋଟେ ସପ୍ତାହ ପିଅନ୍ତୁ ଦେଖିବେ ଆପଣ ଏତେ ଶକ୍ତିଶାଳୀ ହୋଇଯିବେ କି ଆପଣଙ୍କୁ କୌଣସି ରୋଗ ଛୁଇଁ ପାରିବନି । ଏବଂ ଆପଣ ସୁସ୍ଥ ହୋଇଯିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *