ନିଜ ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ନିଜର ରାଶି ଓ ନକ୍ଷତ୍ର…

ଆଜି ଆମେ କହିବ ଆକି କିଛି ଲୋକମାନେ ନିଜର ରାଶି ଓ ସେମାନଙ୍କ ନକ୍ଷତ୍ର ଜାଣି ନଥାନ୍ତି । ତେବେ ଆପଣଙ୍କ ପାଖରେ ଜାତକ ଅଛି ତେବେ ଅସୁବିଧା ନଥାଏ । କିନ୍ତୁ ଯେଉଁ ମାନଙ୍କ ନାମ ରୁ ସେମାନେ ତାଙ୍କର ରାଶି ଓ ନକ୍ଷତ୍ର ଜାଣିବା ପାଇଁ ଚାହୁଁ ଛନ୍ତି ତେବେ ଏହା ମଧ୍ୟ ସମ୍ଭବ ହେଉଛି । ଆଜି ଆସନ୍ତୁ ଜାଣିବା ଆମ ଜାତକ ଚକ୍ରରେ ଏକ ଚକ୍ର ଥାଏ ଏହା ମଧ୍ୟରେ 1 ରୁ 12 ଯାଏଆ ଆଣକ ଥାଏ ।

ଯଦି ଆପଣ ମାନେ ଜାଣିବା ପାଇଁ ଇଚ୍ଛା କରୁଛନ୍ତି ତେବେ ଆପଣ ଏହା ମଧ୍ୟ ଦେଖି ପରିବେକୀ ଏହା ରାଶି ପାଇଁ ଥାଏ ଓ ଏହା ପରେ ନକ୍ଷତ୍ର ଆସେ ଆଜି ଆମେ ଆପଣଙ୍କୁ ସେହି ସାରଣୀ ଦେଇଦେବା ଯାହା  ଦ୍ଵାରା ଆପଣମାନେ ନିଜର ନାମର ପ୍ରଥମ ଅକ୍ଷର ଦ୍ଵାରା ନିଜର ରାଶି ଓ ନକ୍ଷତ୍ର ଜାଣି ପାରିବେ । ତେବେ ପ୍ରଥମ ଅଙ୍କ ହେଉଛି ରାଶି ଓ ଦ୍ଵିତୀୟ ଅଙ୍କ ଥାଏ ନକ୍ଷତ୍ର ।

1/1 = ଅଶ୍ବିନୀ ନକ୍ଷତ୍ର / ମେଶ ରାଶି = ଚୁ, ଚେ, ଚୋ, ଲି

2/1 = ଦ୍ଵିଜା ନକ୍ଷତ୍ର / ମେଷ ରାଶି = ଲି, ଲୁ, ଲେ, ଲୋ

3/1 = କୃତ୍ତିକା ନକ୍ଷତ୍ର / ମେଷ ରାଶି = ଅ

3/2 = କୃତ୍ତିକା ନକ୍ଷତ୍ର / ବୃଷ ରାଶି = ଇ, ଉ, ଏ

4/2 = ରୋହିଣୀ ନକ୍ଷତ୍ର / ବୃଷ ରାଶି = ଓ, ବା, ବି, ବୁ

5/2 = ମୃଗଶିରା ନକ୍ଷତ୍ର / ବୃଷ ରାଶି = ବେ, ବୋ

5/3 = ମୃଗଶିରା ନକ୍ଷତ୍ର / ମିଥୁନ ରାଶି = କ, କି

6/3 = ଆଦ୍ରା ନକ୍ଷତ୍ର / ମିଥୁନ ରାଶି = କୁ , ଘ, ଛ

7/3 = ପୁନର୍ବସୁ ନକ୍ଷତ୍ର / ମିଥୁନ ରାଶି = କେ, କୋ, ହ

7/4 = ପୁନର୍ବସୁ ନକ୍ଷତ୍ର / କର୍କଟ ରାଶି = ହି

8/4 = ପୁଷ୍ୟା ନକ୍ଷତ୍ର / କର୍କଟ ରାଶି = ହୁ, ହେ, ହୋ, ଡୁ

9/4 = ଅଶ୍ଳେଷା ନକ୍ଷତ୍ର / କର୍କଟ ରାଶି = ଡି, ଡୁ, ଡେ, ଡୋ

10/5 = ମଘା ନକ୍ଷତ୍ର / ସିଂହ ରାଶି = ମ , ମି ,ମୁ, ମେ

11/5 = ପୂର୍ବ ଫାଲ୍ଗୁନ ନକ୍ଷତ୍ର /  ସିଂହ ରାଶି = ମୋ, ଟ, ଟି, ଟୁ

12/5 = ଉତ୍ତର ଫାଲ୍ଗୁନ ନକ୍ଷତ୍ର /  ସିଂହ ରାଶି = ଟେ

12/6 = ଉତ୍ତର ଫାଲ୍ଗୁନ ନକ୍ଷତ୍ର / କନ୍ୟା ରାଶି = ଟୋ, ପ, ପା

13/6 = ହସ୍ତା ନକ୍ଷତ୍ର / କନ୍ୟା ରାଶି = ପି, ପୂ, ଣ, ଠ

14/6 = ଚିତ୍ରା ନକ୍ଷତ୍ର / କନ୍ୟା ରାଶି = ପେ, ପିଓ

14/7 = ଚିତ୍ରା ନକ୍ଷତ୍ର / ତୁଳା ରାଶି = ରୁ, ରେ, ରୋ, ତୁ

15/7 = ସ୍ଵାତି ନକ୍ଷତ୍ର / ତୁଳା ରାଶି = ର, ରି

16/7 = ବିଶାଖା ନକ୍ଷତ୍ର / ତୁଳା ରାଶି = ତି, ତୁ, ତେ

16/8 = ବିଶାଖା ନକ୍ଷତ୍ର / ବିଛା ରାଶି = ତୋ

17/8 = ଅନୁରାଧା ନକ୍ଷତ୍ର / ବିଛା ରାଶି = ନ, ନି, ନୂ, ନେ

18/8 = ଜ୍ୟଷ୍ଠା ନକ୍ଷତ୍ର / ବିଛା ରାଶି = ନୋ, ଯ, ଯି, ଯୁ

19/9 = ମୁଲା ନକ୍ଷତ୍ର / ଧନୁ ରାଶି = ଯେ, ଯୋ, ଭ, ଭି

20/9 = ପୂର୍ବା ଷାଢା ନକ୍ଷତ୍ର / ଧନୁ ରାଶି = ଭୂ, ଧ, ଫ, ଢ

21/9 = ଉତ୍ତାରା ଷାଢା ନକ୍ଷତ୍ର / ଧନୁ ରାଶି = ଭେ

21/10 = ଉତ୍ତାରା ଷାଢା ନକ୍ଷତ୍ର / ମକର ରାଶି = ଭୋ, ଯ, ଯି

22/10 = ଶ୍ରବଣା ନକ୍ଷତ୍ର / ମକର ରାଶି = ଯୁ, ଯେ, ଖ, ଖୋ, ଖୁ, ଖେ

23/10 = ଧନିଷ୍ଠା ନକ୍ଷତ୍ର / ମକର ରାଶି = ଗ, ଗି

23/11 = ଧନିଷ୍ଠା ନକ୍ଷତ୍ର / କୁମ୍ଭ ରାଶି = ଗୁ, ଗେ

24/11 = ଶତଭିଷା ନକ୍ଷତ୍ର / କୁମ୍ଭ ରାଶି = ଗୋ, ସ, ସି, ସୁ

25/11 = ପୂର୍ବ ଭାଦ୍ର ନକ୍ଷତ୍ର / କୁମ୍ଭ ରାଶି = ସେ। ସୋ, ଦ

25/12 = ପୂର୍ବ ଭାଦ୍ର ନକ୍ଷତ୍ର / ମୀନ ରାଶି = ଦି

26/ 12 = ଉତ୍ତର ଭାଦ୍ର ନକ୍ଷତ୍ର / ମୀନ ରାଶି = ଦୁ, ଝେ, ଅ

27/12 = ରେବତୀ ନକ୍ଷତ୍ର / ମୀନ ରାଶି = ଡେ, ଦୋ, ଚ, ଚ

ଆପଣଙ୍କ ନାମର ପ୍ରଥମ ଅକ୍ଷର ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *