ନୂଆବୋହୂ ଧାରାବାହିକ ବହୁତ ଜଲ୍ଦି ବନ୍ଦ ହେବାକୁ ଯାଉଛି, ଜାଣନ୍ତୁ କଣ ରହିଛି ଏହା ପଚାର କାରଣ !

ଆମେ ସମସ୍ତେ ନିଜର ମନୋରଞ୍ଜନ ପାଇଁ ବିଭିନ୍ନ ଜିନିଷ ଦେଖିଥାଉ । ଯାହା ଆମକୁ ବହୁତ ପସନ୍ଦ ଆସିଥାଏ । ଆମେ କୌଣସି ଧାରାବାହିକ , ଗୀତ , ସିନେମା ଆଦି ଦେଖିକି ନିଜର ମନୋରଞ୍ଜନ କଇଥାଉ । ତେବେ ଏହି ଭଳି ଟିଭି ରେ ଅନେକ ଚ୍ଯାନେଲ ଅଛି । ଯାହା ବିଭିନ୍ନ ଧାରାବାହିକ , ମନୋରଞ୍ଜନ କାର୍ଯ୍ୟକ୍ରମ ଆମକୁ ଭେଟି ଦେଇଥାନ୍ତି । ତେବେ ଏହି ମଧ୍ୟରୁ ଭିଭିନ୍ନ ଚ୍ଯାନେଲ ର ବିଭିନ୍ନ ଧାରାବାହିକ ବହୁତ ଲୋକପ୍ରିୟତା ହାସଲ କରିଥାଏ ।

ତେବେ ଏହି ଧାରାବାହିକ ର କିଛି ଅଭିନେତା ବା ଅଭିନେତ୍ରୀ ମଧ୍ୟ ଲୋକଙ୍କ ର ବହୁତ ପ୍ରିୟ ହୋଇଥାନ୍ତି । ତେବେ ସେହି ଭଳି ଏକ ଧାରାବାହିକ ଯାହାକି ତରଂଗ ଚ୍ଯାନେଲ ର ଅଟେ । ତାହା ସମ୍ଭନ୍ଧରେ ଆମେ ଜାଣିବା । ଏହି ଧାରାବାହିକ ଟି ଲୋକଙ୍କର ବହୁତ ପ୍ରିୟ ହୋଇଥିଲା । ଏହି ଧାରାବାହିକ ର ନାମ ହେଉଛି ନୂଆବୋହୂ ।

ତେବେ ଏହି ଧାରାବାହିକ ର ମୁଖ୍ୟ ଭୂମିକା ଦୁଇ ଜଣ ହେଉଛନ୍ତି ରାଧିକା ଓ ସାତ୍ଵିକ । ତେବେ ଆଜି ଆମେ ଏହି ଦୁଇ ଜଣଙ୍କ ବିଷୟରେ ଆପଣଙ୍କୁ କିଛି ସୂଚନା ଦେବୁ । ତେବେ ନୂଆ ବୋହୁ ଧାରାବାହିକର ରାଧିକା ଓ ସାତ୍ଵିକଙ୍କର ରିଲ ଲାଇଫ ରେ ମୃତ୍ୟୁ ବରଣ ହୋଇଯାଇଛି ।

ଏହି ଧାରାବାହିକ ରେ ଏହା ଦର୍ଶାଯାଇଛି ଯେ ମୁଖ୍ୟ ଭୂମିକା ରାଧିକା ଓ ସାତ୍ଵିକ ଙ୍କ ମୃତ୍ୟୁ ହୂଇଯାଇଛି । ଏହି ଧାରାବାହିକ ଟି ଏବେ ବନ୍ଦ ହେବାକୁ ଯାଉଛି । ଏହି ଧାରାବାହିକ ବଦଳରେ ଏହା ର ନୂତନ ଏକ ଧାରାବାହିକ ଆସୁ ଅଛି । ତେବେ ନୂଆ ବୋହୁ ଧାରାବାହିକ ରେ ଦର୍ଶା ଜାହିଛି ଯେ ରାଧିକା ଓ ସାତ୍ଵିକଙ୍କର ଏକ ଝିଅ ସନ୍ତାନ ଅଛି ।

ତେଣୁ ନୂଆ ବୋହୁ ଧାରାବାହିକ ବନ୍ଦ କରି ଏହାର ପରବର୍ତୀ ଧାରାବାହିକ ଆସୁ ଅଛି ଯାହାର ନାମ ହେଉଛି ଝିଅ ଆମର ନୂଆ ବୋହୁ । ତେବେ ଆଶା କରୁଛୁ ନୂଆ ବୋହୁ ଯେପରି ଅନେକ ଲୋକ ନିଜର ଭଲ ପାଇବା ଦେଇଛନ୍ତି । ସେହିଭଳି ଝିଅ ଆମର ନୂଆ ବୋହୁ ଧାରାବାହିକ ମଧ୍ୟ ଏକ ସଫଳ ଓ ଲୋକପ୍ରିୟ ଧାରାବାହିକ ରୂପେ ପରିଚିତ ହେବ ।

ତେବେ ରିଲ ଲାଇଫର ରାଧିକା ଓ ସାତ୍ଵିକ ରିଅଲ ଲାଇଫରେ ବିବାହ ବନ୍ଧନ ରେ ବାନ୍ଧି ହେବାକୁ ଯାଉଛନ୍ତି । ଏମାନେ ଦୁଇ ଜେଏନ ଲୋକଙ୍କର ବହୁତ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଅଟନ୍ତି । ଏମାନେ ନିଜର କଳା ମଧ୍ୟମରେ ଅନେକ ଦର୍ଶକ ଙ୍କ ମନ ଜିଣି ନେଇ ଛନ୍ତି । ତେବେ ଏହି ଦୁଇ ଜଣ ଦୁଇ ଜଣଙ୍କୁ ବହୁତ ଭଲ ମଧ୍ୟ ପାଉଛନ୍ତି । ଏମାନେ ଦୁଇଜଣ ଖୁବ ଶୀଗ୍ର ବିବାହ କରିବେ । ଏହି ଖବର ଏବେ ବିଭିନ୍ନ ସୋସିଆଲ ମିଡିଆ ରେ ବହୁତ ଭାଇରାଲ ହେଉଛି ।

Leave a Reply

Your email address will not be published. Required fields are marked *