ବନ୍ଧୁଗଣ ଆମ ମଣିଷ ମାନଙ୍କର ଜୀବନ ଆମ ଆଖ ପାଖର ବାତାବରଣ ଦ୍ଵାରା ହିଁ ପ୍ରଭାବିତ ହୋଇଥାଏ । ଏହାସହ ପଶୁପକ୍ଷୀ ମାନେ ଆମ ଜୀବନ ର ଏକ ଭିନ୍ନ ଅଙ୍ଗ ଅଟନ୍ତି । ଋଷି, ତାନ୍ତ୍ରିକ ତଥା ଆଧ୍ୟାତ୍ମିକ ମାଧ୍ୟମ ରେ ପକ୍ଷୀ ମାନଙ୍କୁ ନ ଆକେବଳ ଜ୍ଯୋତିଷ ତଥା ଆମ ମଣିଷ ମାନଙ୍କର ଭାଗ୍ଯର ସହ ଯୋଡିଛନ୍ତି । ଏପରିକି ପକ୍ଷୀ ମାନଙ୍କର ଉପଯୋଗ ଶକୁନ ଜ୍ଯୋତିଷ, ତାନ୍ତ୍ରିକ ଉପଚାର ଓ ଶାରୀରିକ ଓ ମାନସିକ ରୋଗ ର ନିବାରଣ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ ।
ପକ୍ଷୀ ମାନଙ୍କୁ ସ୍ଵତନ୍ତ୍ରତା, ନବୀନ ବିଚାର, ଆନନ୍ଦ, ମୁକ୍ତି, ପ୍ରଶଂସା, ପ୍ରଜନ୍ନନ ଶକ୍ତି, ମାନସିକ ଏବଂ ଆତ୍ମାର ଯାତ୍ରା ଓ ପ୍ରେରଣା ର ପ୍ରତୀକ ମନା ଯାଇଥାଏ । ପରନ୍ତୁ ଏହାର ବିପରୀତ ଆମକୁ ଏମାନଙ୍କ ଦ୍ଵାରା କିଛି ଅପବାଦ ମଧ୍ୟ ମିଳିଥାଏ ।
ଯେପରିକି ଶୁଆ ଅଚାନକ ଭାବରେ ହିଁ ଘରକୁ ଆସିଯିବା, ମୟୂର ଘରେ ନୃତ୍ୟ କରିବା, କୁକୁଡା ସକାଳେ ସକାଳେ ବୋବେଇବା ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । କିଛି ପକ୍ଷୀ ଙ୍କର ଘରକୁ ଆସିବା ଅଶୁଭ ଫଳଦାୟକ ହୋଇଥାଏ । ସକାଳୁ ସକାଳୁ ଘରକୁ ପାରା ଆସିବା ଅତ୍ୟନ୍ତ ଶୁଭ ହୋଇଥାଏ ।
କିନ୍ତୁ ଯଦି ସନ୍ଧ୍ୟା ସମୟରେ ପାରା ଘରକୁ ଆସି ଘୁମୁରିବା ଶବ୍ଦ କରେ, ତେବେ ଏହା ଘରେ ଚୋରୀ ହେବାର ସଂକେତ ଦେଇଥାଏ । ଦ୍ଵିତୀୟ ପକ୍ଷୀ ଟି ହେଉଛି ପେଚା । ଧାର୍ମିକ ମତ ଅନୁସାରେ ପେଚା କୁ ଧନ ର ଦେବୀ ମାତା ଲକ୍ଷ୍ମୀ ଙ୍କର ବାହନ ବୋଲି କୁହାଯାଇ ଥାଏ ।
ଏପରି ରେ ଦୀପାବଳି ରାତିରେ ଘର ର ଅଗଣା କୁ ଧଳା ପେଚା ଆସିବା ବା ଧଳା ପେଚା ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ପେଚା ଘରେ ପଶିବା ଅଶୁଭ ସଂକେତ ହୋଇଥାଏ । ଏଠାରେ ବନ୍ଧୁଗଣ କହି ରଖୁଚୁ କି ଧଳା ପେଚା ଶୁଭତା ର ପ୍ରତୀକ ହେବା ସମୟ ରେ କଳା ପେଚା ଅଶୁଭତା ର ଓ ନକରତ୍ମକତା ସଂକେତ ଦେଇଥାଏ । ଶାଗୁଣା ଏକ ଏପରି ପକ୍ଷୀ ଅଟେ ।
ଯେ କି ଘର କୁ ଆସିବା ଆସିବା ଦ୍ଵାରା ଧନ ହାନି ହେବାର ସଂକେତ ଦେଇଥାଏ । କାଉ ଯଦି କୌଣସି ବ୍ୟକ୍ତି ର ମୁଣ୍ଡ ଉପରେ ଆସି ବସିଯାଏ, ତେବେ ସେହି ବ୍ୟକ୍ତି ର ମାନ ସମ୍ମାନ ରେ ଆଞ୍ଚ ଆସିବାର ସମ୍ଭାବନା ଥାଏ । ଏହାଛଡା ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଘରକୁ ବାଦୁଡି ଆସିବାର ଅସୁହ ହୋଇଥାଏ । ଏହା ମୃତ୍ୟୁ ର ସୂଚକ ଦେଇଥାଏ । ଛୋଟ ଛୋଟ ଚଢେଇ ମାନେ ଯଦି ଘର ର ନିକଟ ସ୍ଥାନ ରେ କେଉଁଠି ନିଜର ବସା ବାନ୍ଧିଥାନ୍ତି, ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।
ତାହାସହ ବନ୍ଧୁଗଣ ଚିଲ ଏକ ଏପରି ପକ୍ଷୀ ଅଟେ । ଯାହା ମୃତ ଜୀବ ମାନଙ୍କୁ ଖାଇଥାଏ । କିନ୍ତୁ ଯଦି ଆପଣ ଙ୍କୁ ସବୁ ଦିନ ଚିଲ ଦେଖାଯିବାରେ ଲାଗେ, ତେବେ ଏହାର ଅର୍ଥ ଆପଣ ମାନଙ୍କ ଉପରେ ପୂର୍ବଜ ଙ୍କର ଆଶୀର୍ବାଦ ରହିଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା, ତାହା ଆପଣ ଆମକୁ ତଳେ କମେଣ୍ଟ ରେ ଲେଖି ଜଣାଇବାକୁ ଭୁଲିବେନି। ଧନ୍ୟବାଦ