Vastu Tips – ପାରା ଯଦି ଘରକୁ ଆସୁଛନ୍ତି ତେବେ ଜାଣି ନିଅନ୍ତୁ ଏହି ଭୟଙ୍କର କଥା, ନହେଲେ ପଛରେ ପସ୍ତେଇବେ

ବନ୍ଧୁଗଣ ଯଦି ଘରକୁ ପାରା ଆସୁଛନ୍ତି ତେବେ ତାହାର ଅର୍ଥ କଣ ହୋଇଥାଏ । ପ୍ରାୟତଃ ସମସ୍ତ ପକ୍ଷୀ ବହୁତ ସରଳ ଓ ଚଞ୍ଚଳ ହୋଇଥାନ୍ତି । କିନ୍ତୁ ପାରା ଚଞ୍ଚଳ କମ୍ ଏବଂ ସରଳ ଅଧିକ ହୋଇଥାଏ । ବିଶ୍ରାମ ନେବାପାଇଁ ଏମାନେ ଐତିହାସିକ ସ୍ମାରକ, ଉଚ୍ଚ କୋଠା, ଆଦି ଏମାନଙ୍କୁ ଅଧିକ ପସନ୍ଦ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ପାରା ଘରକୁ ଆସିବା ଦ୍ବାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ।

ପାରାକୁ ଲକ୍ଷ୍ମୀଙ୍କ ପ୍ରତୀକ ମଧ୍ୟ କୁହାଯାଇଥାଏ । ବନ୍ଧୁଗଣ ପକ୍ଷୀମାନଙ୍କୁ ଦାନା ଦେବା ପ୍ରାୟ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ ପାରା କୁହାଯିବ କ ଏପରି ପକ୍ଷୀ ଅଟେ ଯାହାକୁ ଶାନ୍ତିର ପ୍ରତୀକ ବୋଲି ମାନିଥାନ୍ତି । ପାରା ମାନଙ୍କୁ ଦାନା ଦେବା ଏକ ପୂର୍ଣ୍ଣ ର କାର୍ଯ୍ୟ ହୋଇଥାଏ । ଆଜି ଆମେ ପାରା ସହ ଜଡ଼ିତ କିଛି ବାସ୍ତୁ ନିୟମ ବିଷୟରେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ପାରାକୁ କେବେ ମଧ୍ୟ ଛାତ ଉପରେ ଖାଇବାକୁ ଦାନା ଦିଅନ୍ତୁ ନାହିଁ । ଯଦି ଘରର ଆଖ ପାଖରେ କୌଣସି ସ୍ଥାନ ନାହିଁ ତେବେ ଆପଣ ଗୋଟେ ଜାଗାରେ ଖାଇବା ରଖି ଦିଅନ୍ତୁ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଛାତକୁ ରାହୁ ଏବଂ ପାରାକୁ ବୁଦ୍ଧ ବୋଲି ବିଚାର କରାଯାଏ । ଏହା ଦ୍ବାରା ଆପଣଙ୍କ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ । ଘରେ କେହି ମଧ୍ୟ ଖୁସିରେ ରହିପାରନ୍ତି ନାହିଁ । ଘରେ ଆର୍ଥିକ ଅଭାବ ମଧ୍ୟ ସୃଷ୍ଟି ହୋଇଥାଏ । ଏହାର ପ୍ରଭାବ ଘରର ସଦସ୍ୟ ମାନଙ୍କ ଉପରେ ମଧ୍ୟ ପଡ଼ିଥାଏ ।

ଘରର ସଦସ୍ୟ ମାନେ ପାଗଳ ପରି ହୁଅନ୍ତି । କାରଣ ତାଙ୍କର ସମସ୍ତ କାର୍ଯ୍ୟରେ ଅସଫଳତା ମିଳିଥାଏ । ସେଥିପାଇଁ ଘରର ଛାତ ଉପରେ କେବେ ମଧ୍ୟ ପାରା କୁ ଦାନା ନଦେଇ ଘରର ଅଗଣାରେ କିମ୍ବା ବାହାରେ ଖାଇବାକୁ ଦିଅନ୍ତୁ । ଗୋଟେ କଥା ମନେ ରଖିବେ କି କେବେ ମଧ୍ୟ ଭୁଲରେ ବି ପାରା କୁ ଘରେ ବସା ବାନ୍ଧିବାକୁ ଦିଅନ୍ତୁ ନାହିଁ । ଏହା ଅଶୁଭ ବୋଲି ବିଚାର କରାଯାଏ ।

ଯଦି ଆପଣଙ୍କ ଘର ପାଖରେ ପାରା ନାହାନ୍ତି ବା ଆପଣ ପାରା ମାନଙ୍କୁ ଦେଖିବାକୁ ପାଉନାହାନ୍ତି ତେବେ ଗୋଟେ କାମ କରନ୍ତୁ ସବୁଦିନ ଘରର ଅଗଣାରେ ଗୋଟେ ଗିନାରେ ଅଳ୍ପ ପାଣି ରଖନ୍ତୁ । ଯାହା ଦ୍ଵାରା କି ବାହାରର ପକ୍ଷୀ ମାନେ ଏହାକୁ ଦେଖିପାରିବେ । ଏହିପରି କିଛି ଦିନ କରିବା ପରେ ପାରା ମାନେ ଘରକୁ ଆସିବାକୁ ଲାଗିଥାଆନ୍ତି ।

ଏହିପରି ପାରା ମାନଙ୍କୁ ଦାନା ଦେବା ଦ୍ୱାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି । ଏବଂ ଆପଣଙ୍କର ସମସ୍ତ ଧନ ଜନିତ ସମସ୍ୟା ଦୁରେଇବାକୁ ଲାଗେ । ତେବେ ବନ୍ଧୁଗଣ ଆପଣ ମାନେ ଯଦି ମାତା ଲକ୍ଷ୍ମୀଙ୍କୁ ହୃଦୟରୁ ଭକ୍ତି କରନ୍ତି ତେବେ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *