ବଡ ଖବର:- ପୁଣି ଓଡିଶାକୁ ଫେରିବ ଭୟଙ୍କର Lockdown, ସରକାର ଦେଲେ ବଡ ସୂଚନା, ଜାଣନ୍ତୁ ପୁରା ଖବର

ବନ୍ଧୁଗଣ ବର୍ତ୍ତମାନ ର ସବୁଠୁ ବଡ଼ ଖବର ଜାନୁଆରୀ ରେ ଆସୁଛି କରୋନା ର ନୂଆ ଭରିଏଣ୍ଟ ଓମିକ୍ରନ । ନୂଆବର୍ଷ ରୁ ପୁଣି ହେବା ଲକ ଡାଉନ । ବିଶେଷଜ୍ଞ ମାନେ ଚେତାବନୀ ଦେଇସାରିବା ପରେ ବର୍ତମାନ ପ୍ରତେକ ରାଜ୍ୟ ସରକାର ଲକ ଡାଉନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ନୂଆବର୍ଷରୁ ହେବାକୁ ଯାଉଛି ଭୟଙ୍କର ଲକଡାଉନ । ପୁଣି ବନ୍ଦ ହେବ ବସ,ଟ୍ରେନ, ଦୋକାନ, ସ୍କୁଲ ଏହାକୁ ନେଇ ବର୍ତ୍ତମାନ ଆସୁଛି ସବୁଠାରୁ ବଡ ସୂଚନା । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର ।

ଓମିକ୍ରନ କରୋନାର ନୂଆ ଭାରିଏନ୍ଟ ବର୍ତ୍ତମାନ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଓମିକ୍ରନ ର ସଂକ୍ରମଣ ଅନ୍ୟ ରାଜ୍ୟରେ ବଢିବାରେ ଲାଗିଛି । ୟୁରୋପୟ ରାଷ୍ଟ୍ରରେ ଦୃତ ଗ୍ରତିରେ ବ୍ୟାପିବାକୁ ଲାଗିଛି । ଭାରତରେ ମଧ୍ୟ ଧୀରେ ଧୀରେ ଓମିକ୍ରନ ଅକ୍ରାନ୍ତକାରୀ ବଢ଼ିବାକୁ ଲାଗିଛନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଜନସାଧାରଣ ଙ୍କୁ ସତର୍କ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଲୋକମାନେ ଏବେ ଠାରୁ ସତର୍କ ନହେବେ ତାହେଲେ ଖୁବ ଶୀଘ୍ର ଲକଡାଉନ କରାଯିବ ବୋଲି କହିଛନ୍ତି ସରକାର । ତେବେ ବର୍ତ୍ତମାନ ବୈଜ୍ଞାନିକ ବିଶେଷଜ୍ଞ ମାନେ କହିଛନ୍ତି କି ଓମିକ୍ରନ ଜାନୁଆରୀ ମାସରେ ନିଜର ପିକ ବଢ଼ାଇବ ଏବଂ ଏହା ପୂର୍ବରୁ କରୋନା ପରି ହୋଇପାରେ । ଏହା ଅର୍ଥ ଓମିକ୍ରନ ଜାନୁଆରୀ ମାସରେ ବଢିବାରେ ଲାଗିବ ।

ଏବଂ ଯଦି ସଂକ୍ରମଣ ବଢିବ ତେବେ ସରକାର ଲକଡାଉନ କରିବାକୁ ବାଧ୍ୟ ହେବେ । ବର୍ତ୍ତମାନ ଓଡିଶାରେ ଚାରୋଟି ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ଓମିକ୍ରନ ଚିହ୍ନଟ ପାଇଁ ବଜାରରେ କୀଟ ମଧ୍ୟ କିଛି ଦିନରେ ମିଳିବାକୁ ଲାଗିବ । ଯାହା ଦ୍ଵାରା ମାତ୍ର ଦୁଇ ଘଣ୍ଟାରେ ଏହାର ଚିହ୍ନଟ ହୋଇପାରିବ ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ମଧ୍ୟ ସଚେତନତା କରାଯାଇଛି । ବିଦେଶ ରେ ଓମିକ୍ରନ ସ୍ଥିତି ସଂଘିନ ହେବାରେ ଲାଗିଛି । ତେବେ ସରକାର ସମସ୍ତଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନଚେତ ପୁନଃ ଥର ଲକଡାଉନ ହେବ ବୋଲି କହିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *