କେବଳ ଗୋଟିଏ 2 ଟଙ୍କା ଆପଣଙ୍କୁ କରିପାରେ ଲକ୍ଷପଟି ! ଜାଣନ୍ତୁ କେମିତି

ବନ୍ଧୁଗଣ ଯଦି ଆପଣଙ୍କ ପାଖରେ ଏହି ପୁରୁଣା ଦୁଇ ଟଙ୍କିଆ କଏନ ଅଛି ତେବେ ଆପଣ ମଧ୍ୟ ପାଇ ପାରିବେ 5 ଲକ୍ଷ ଟଙ୍କା । ଜାଣନ୍ତୁ କେଉଁଠି ବିକିବେ ଓ କେମିତି । ତେବେ ଆମେ ପ୍ରତିଦିନ ପଇସା ରୋଜଗାର କରିବା ପାଇଁ ପରିଶ୍ରମ କରିଥାଉ । ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ବା ମୁଦ୍ରା ଗୁଡ଼ିକ ସାଇତି ରଖିଥାନ୍ତି । ବହୁତ ଲୋକ ଅନ୍ୟ ଦେଶର ମଧ୍ୟ ଟଙ୍କା ସ୍ମୃତି ସ୍ଵରୁପ ରଖିଥାନ୍ତି ।

ତେବେ ଯଦି ଆପଣ ମଧ୍ୟ ଏହି ବ୍ୟକ୍ତି ମାନଙ୍କ ପରି ପୁରୁଣା ନୋଟ ଏବଂ କଏନ ସମ୍ଭାଳି ରଖିଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଉଛି ସବୁଠୁ ବଡ ଖୁସିର ଖବର । ଯଦି ଆପଣଙ୍କ ପାଖରେ ଏହି ପରି ଦୁଇ ଟଙ୍କିଆ ପୁରୁଣା ମୁଦ୍ରା ବା କଏନ ଅଛି ତେବେ ଆପଣ ମଧ୍ୟ ଘରେ ବସି ଲକ୍ଷପତି ହୋଇପାରିବେ । କୌଣସି ବସ୍ତୁ ଅଧିକ ପୁରୁଣା ହୋଇଗଲେ ତାହାର ମହତ୍ତ୍ଵ ବଢ଼ିଯାଇଥାଏ । ଅର୍ଥାତ ତାହାର ଦାମ ଏବଂ ଚାହିଦା ବଢ଼ିଯାଇଥାଏ ।

ସେହି ଗୁଡ଼ିକ କୁ ନିଲାମ କରାଯାଏ ଯେଉଁଥିରେ ବିକ୍ରି କରୁଥିବା ଲୋକ ରାତା ରାତି ଲକ୍ଷପତି ହୋଇଥାନ୍ତି । ଯଦି ବ୍ୟକ୍ତିଙ୍କ ପାଖରେ ଏହି ପୁରୁଣା ମୁଦ୍ରା ସହିତ ଟଙ୍କା ମଧ୍ୟ ଥାଏ ତେବେ ସେମାନେ ଘରେ ବସି ବସି କୋଟିପତି ମଧ୍ୟ ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ତଥ୍ୟ । ତେବେ ଆନ୍ତର୍ଜାତୀୟ ସ୍ତରରେ ଏହାର ଚାହିଦା ବହୁତ ଅଧିକ ରହିଥାଏ । ଯେଉଁ କାରଣରୁ ଏହାକୁ ବିକ୍ରୀ କରୁଥିବା ବ୍ୟକ୍ତି ଅଧିକରୁ ଅଧିକ ଟଙ୍କା ରୋଜଗାର କରିପାରିବେ ।

ଯଦି ଆପଣଙ୍କ ପାଖରେ ମଧ୍ୟ ଏହିପରି କିଛି ପୁରୁଣା ଟଙ୍କା ରହିଛି ତେବେ ତାହାର ମୂଲ୍ୟ ବହୁତ ଅଧିକ ହୋଇଥାଏ । ଆପଣ ଏହାକୁ ବିକ୍ରି କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ତେବେ ଆମେ ଯେଉଁ ମୁଦ୍ରା ବିଷୟରେ କହୁଛୁ ତାହା ୧୯୯୪ ମସିହାର ଦୁଇ ଟଙ୍କିଆ କଏନ ଅଟେ । ଯାହାର ପଛରେ ଭାରତୀୟ ମାନଚିତ୍ର ରହିଛି । ତେବେ କ୍ୱୀକର ସାଇଟ ରେ ଏହି ମୂଦ୍ରା ର ମୂଲ୍ୟ ୫ ଲକ୍ଷ ଟଙ୍କା ରହିଛି । ଏହା ଛଡା ସ୍ଵାଧୀନତା ପୂର୍ବରୁ ରାଣୀ ଭିକ୍ଟୋରିଆ ସମୟର ଏକ ଟଙ୍କିଆ କଏନ ର ମୂଲ୍ୟ ୨ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଏହା ସହିତ ବ୍ରିଟିଶ ଅମଳର ଏକ ଟଙ୍କିଆ କଏନ ର ମୂଲ୍ୟ ୯ ଲକ୍ଷ ଟଙ୍କା ରହିଛି । ଏହିପରି ଆହୁରି ମଧ୍ୟ ଅଲଗା ଅଲଗା ପୁରୁଣା କଏନ ଏହି ସାଇଟ ରେ ବିକ୍ରି ହେଉଛି । ଏହି ମୁଦ୍ରା ଗୁଡ଼ିକ ଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଯଦି ଆପଣଙ୍କ ପାଖରେ ଏହିପରି କୌଣସି କଏନ ରହିଛି ଏବଂ ଆପଣ ଏହାକୁ ବିକ୍ରି କରିବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ଇକମର୍ସ ସାଇଟ କୁ ଯାଇ ନିଜର ରେଜିଷ୍ଟେସନ କରନ୍ତୁ ।

ଏହାପରେ ନିଜ ପାଖରେ ଥିବା ପୁରୁଣା ଟଙ୍କା ର ଫଟୋ ଉଠାଇ ଏହି ସାଇଟ ରେ ପୋଷ୍ଟ କରନ୍ତୁ । ଏହା ପରେ ଆପଣ ଏହାକୁ ବିକ୍ରି କରିପାରିବେ । ଏବଂ ଘରେ ବସି ବସି କୋଟିପତି ହୋଇପାରିବେ । ତେବେ ଯଦି ଆପଣଙ୍କ ପାଖରେ ଏହି ପୁରୁଣା ନୋଟ ବା ମୁଦ୍ରା ଅଛି ତେବେ ଜଲ୍ଦୀ ଏହାକୁ ବିକ୍ରି କରନ୍ତୁ ଏବଂ ନିଜର ଭାଗ୍ୟକୁ ବଦଳାନ୍ତୁ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *