ପୁରୁଣା ନୋଟ ଓ ମୁଦ୍ରା ଥିଲେ ମିଳିବ 5 ଲକ୍ଷ ଟଙ୍କା, ଜାଣନ୍ତୁ କେମିତି

ବନ୍ଧୁଗଣ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ଟଙ୍କା, ମୁଦ୍ରା ସାଇତି ରଖିଥାନ୍ତି । ତେବେ ବର୍ତ୍ତମାନ ସମୟରେ ସେହି ପୁରୁଣା ମୁଦ୍ରା ଏବଂ ନୋଟ ଗୁଡିକକୁ ସରକାର ଉଚିତ ଦାମ ଦେଇ ନେଉଛନ୍ତି । ତେବେ ଆପଣଙ୍କ ପାଖରେ ଏମିତି ପୁରୁଣା ନୋଟ ବା ପୁରୁଣା ମୁଦ୍ରା ଅଛି କି । ତେବେ ଅପଣପା ମଧ୍ୟ ଘରେ ବସି ହୋଇପାରିବେ ଲକ୍ଷାପତି । ଯଦି ତାକୁ ଆପଣ ବିକିବାକୁ ଚାହାନ୍ତି ତେବେ ତାହା ବଦଳରେ କେତେ ଟଙ୍କା ଆପଣଙ୍କୁ ମିଳିବ ଆଜି ଆମେ ଆପଣଙ୍କୁ କହିବୁ ।

ଚାଲନ୍ତୁ ଜାଣିବା ଆପଣ ଏହି ପୁରୁଣା ନୋଟ ବା ମୁଦ୍ରା କେମିତି ଓ କେଉଁଠି ବିକିବେ । ଯଦି ଆପଣଙ୍କ ପାଖରେ ପୁରୁଣା ୫୦ ଟଙ୍କିଆ ନୋଟ ଅଛି ଯାହା ପଛରେ ଭାରତ ସମ୍ବିଧାନ ଅଛି ତେବେ ଆପଣଙ୍କୁ ଏହି ନୋଟ ବଦଳରେ ୩୦ ହଜାର ଟଙ୍କା ମିଳିବ । ଯଦି ଆପଣଙ୍କ ପାଖରେ ପୁରୁଣା,୧୦,୨୫ ପଇସା ମୁଦ୍ରା ଅଛି ତେବେ ଆପଣଙ୍କୁ ମିଳିବ ୭୦ ହଜାର ଟଙ୍କା ।

ଏହି ମୁଦ୍ରା ୧୯୯୧ ମସିହାର ହୋଇଥିବା ଦରକାର । ଯଦି ଆପଣଙ୍କ ପାଖରେ ନାଲି ରଙ୍ଗର ୧ ଟଙ୍କିଆ ପୁରୁଣା ମୁଦ୍ରା ଅଛି ତେବେ ଆପଣଙ୍କୁ ଏହା ବଦଳରେ ୯୦ ହଜାର ଟଙ୍କା ମିଳିପାରିବ । ଇଂରେଜ ମାନେ ଶାସନ କରୁଥିବା ବେଳେ ଯେଉଁ ମୁଦ୍ରା ଚାଲୁଥିଲା ଯଦି ଆପଣଙ୍କ ପାଖରେ ସେହି ମୁଦ୍ରା ଅଛି ତେବେ ଆପଣଙ୍କୁ ୮ ରୁ ୯ ଲକ୍ଷ ଟଙ୍କା ମିଳିପାରିବ ।

ଏହି ମୁଦ୍ରା ପଛରେ ଦୁଇଟି ବାଘ ଚିତ୍ର ହେବ ସହ ୧୮୩୫ ମସିହାର ହୋଇଥିବା ଆବଶ୍ୟକ ।  ଯଦି ଆପଣଙ୍କ ପାଖରେ ୨୦ ପଇସା ର ପୁରୁଣା ମୁଦ୍ରା ଅଛି ତେବେ ଏହା ବଦଳରେ ଆପଣଙ୍କୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଏହି ପଇସା ୧୯୬୨ ମସିହାର ହୋଇଥିବା ଦରକାର । ଯଦି ଆପଣଙ୍କ ପାଖରେ ପୁରୁଣା ଏକ ଟଙ୍କିଆ ନୋଟ ରହିଛି ତେବେ ଏହା ବଦଳରେ ଆପଣଙ୍କୁ ୪୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।

ଏହି ନୋଟ ପ୍ରାୟତଃ ୨୦ ବର୍ଷ ତଳେ ଚାଲୁଥିଲା । ତେବେ ଯଦି ଆପଣଙ୍କ ପାଖରେ ଏହି ସବୁ ମୁଦ୍ରା ବା ନୋଟ ରହିଛି ତେବେ ଆପଣ ଏହି ସବୁ ମୁଦ୍ରା ଏବଂ ନୋଟ ଅଛି ତେବେ ଆପଣ ଏହାକୁ ବିକ୍ରି କରି ଘରେ ବସି ମଧ୍ୟ ଲକ୍ଷପତି ହୋଇପାରିବେ । ତେବେ ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *