ବନ୍ଧୁଗଣ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପୁରୁଣା ନୋଟ ବା ମୁଦ୍ରା ଗୁଡ଼ିକ ସାଇତି ରଖିଥାନ୍ତି । ଏହା ତାଙ୍କର ଗୋଟେ ସୌକ ରହିଥାଏ ଯେଉଁ କାରଣରୁ ସେମାନେ ପୁରୁଣା ମୁଦ୍ରା ବା ନୋଟ ଦେଖିବା ମାତ୍ରେ ତାକୁ ନିଜ ପାଖରେ ସାଇତି ରଖନ୍ତି । ତେବେ ଯଦି ଆପଣ ମଧ୍ୟ ସେହି ଲୋକଙ୍କ ଭିତରୁ ଜଣେ ଅଟନ୍ତି ତେବେ ସରକାର ଆପଣଙ୍କ ପାଇଁ ଏକ ବହୁତ ବଡ ଖୁସିର ଖବର ଆଣିଛନ୍ତି । ଯଦି ଆପଣଙ୍କ ପାଖରେ ପୁରୁଣା ନୋଟ୍ କିମ୍ବା ପୁରୁଣା ମୁଦ୍ରା ଅଛି ତେବେ ଆପଣଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାର ଦେଉଛନ୍ତି । ତେବେ ଏହି ପଇସା କେମିତି ପାଇବେ ଏବଂ କଣ କରିବାକୁ ପଡ଼ିବ ଆସନ୍ତୁ ଜାଣିବା ।
ଆପଣଙ୍କ ପାଖରେ ପୁରୁଣା ନୋଟ ବା ମୁଦ୍ରା ଅଛି କି ଆଊ ଯଦି ଅଛି ତେବେ ଆପଣଙ୍କ ପାଇଁ ଖୁସିର ଖବର ନେଇ ଆସିଛନ୍ତି ସରକାର । ଘରେ ବସି ରାତା ରାତି ଆପଣ ହୋଇପାରିବେ ଲକ୍ଷପତୀ । ଗୋଟେ ମୁଦ୍ରା ବଦଳରେ ଆପଣଙ୍କୁ ୧୦ ରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିପାରିବ । ଯଦି ଆପଣଙ୍କ ପାଖରେ ପୁରୁଣା ୧୦ ଟଙ୍କିଆ ନୋଟ ଅଛି ତେବେ ଏହାକୁ ବିକ୍ରୀ କରି ଆପଣଙ୍କୁ ମିଳିପାରିବ ୨୦ ହଜାର ଟଙ୍କା ।
ଏହି ନୋଟ ପଛରେ ଭାରତର ସମ୍ବିଧାନ ର ଚିହ୍ନ ରହିବା ନିହାତି ଆବଶ୍ୟକ । ନୋଟ ଟିର ରଙ୍ଗ ମଧ୍ୟ ଠିକ ଥିବା ଦରକାର । ତେବେ ଏହି ଦୁଇଟି ଜିନିଷ ଥିଲେ ଆପଣଙ୍କୁ ଗୋଟେ ନୋଟ ବଦଳରେ ମିଳିପାରିବ କୋଡ଼ିଏ ହଜାର ଟଙ୍କା । ଯଦି ଆପଣଙ୍କ ପାଖରେ ୧୦ ପଇସା ଏବଂ ୨୫ ପଇସା କଏନ ଅଛି ତେବେ ଏହା ବଦଳରେ ଆପଣଙ୍କୁ ୭୦ ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିପାରିବ ।
ଏହି ମୁଦ୍ରା ଗୁଡ଼ିକ ୧୯୮୯ ମସିହାର ହୋଇଥିବା ଦରକାର । ତେବେ ଯଦି ଆପଣଙ୍କ ପାଖରେ ପୁରୁଣା ଏକ ଟଙ୍କିଆ ମୁଦ୍ରା ରହିଛି ତେବେ ଆପଣଙ୍କୁ ଏହା ବଦଳରେ ୧ ଲକ୍ଷ ଟଙ୍କା ମିଳିପାରିବ । ଏହି ମୁଦ୍ରା ୧୮୯୩ ମସିହାର ହୋଇଥିବା ଜରୁରୀ । ତେବେ ଯଦି ଆପଣଙ୍କ ପାଖରେ ଏହି ସବୁ ମୁଦ୍ରା ଅଛି ଆପଣ ପ୍ରଥମେ ମୁଦ୍ରା ବିକ୍ରି କରାଯାଉଥିବା ୱେବସାଇଟ ରେ ନିଜର ଏକ ସ୍ବତନ୍ତ୍ର ଆକାଉଣ୍ଟ ତିଆରି କରନ୍ତୁ ।
ସେଥିରେ ଆପଣ ନିଜ ପାଖରେ ଥିବା ମୁଦ୍ରା ଗୁଡ଼ିକର ଫଟୋ ଅପଲୋଡ଼ କରିବେ ଏବଂ ଏହାର ମୂଲ୍ୟ ଦେବେ ତେବେ ସେହି ସାଇଟରୁ ଆପଣଙ୍କ ଠାରୁ ସରକାର ଏହି ମୁଦ୍ରା ଗୁଡ଼ିକର ଉଚିତ ମୂଲ୍ୟ ଦେଇ ଏହାକୁ କିଣିବେ । ତେବେ ଯଦି ଆପଣଙ୍କ ପାଖରେ ଏହି ପୁରୁଣା ମୁଦ୍ରା ଅଛି ଶୀଘ୍ର ଏହାକୁ ବିକ୍ରି କରି ଘରେ ବସି ବସି ଲକ୍ଷପତି ହୋଇଯାଆନ୍ତୁ । ତେବେ ବନ୍ଧୁଗଣ ଆପଣଙ୍କ ପାଖରେ ପୁରୁଣା ମୁଦ୍ରା ଅଛି କି ନାହିଁ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।