ପବିତ୍ର ରାମ ନବମୀ ଠାରୁ ସୁନାଠୁ ଅଧିକ ଚମକିବ ଏହି 6ଟି ରାଶିର ଭାଗ୍ୟ, ହେବ ଧନର ବର୍ଷା…. ଦେଖନ୍ତୁ ସେହି ରାଶି ଆପଣଙ୍କର ନୁହେଁ ତ

ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁଯାୟୀ ହିନ୍ଦୁ ନବ ବର୍ଷ ଚୈତ୍ର ନବରାତ୍ରିକୁ ହୋଇଥାଏ । ଏହି ନବ ଦିନରେ ମା ଦୂର୍ଗାଙ୍କ ପୂଜା ଖୁବ ଜାକଜକମରେ ପାଳନ କରାଯାଏ । ଚଳିତବର୍ଷ ମାର୍ଚ୍ଚ 22ରୁ ଆରମ୍ଭ ହୋଇ 30ରେ ଶେଷ ହେବ ନବରାତ୍ରି । ମାର୍ଚ୍ଚ 30 ଗୁରୁବାରରେ ପଡୁଛି ପବିତ୍ର ରାମ ନବମୀ । ଏହି ଦିନ ଗ୍ରହ ମାନଙ୍କର ବନୁଛି ଖାସ ଯୋଗ । ଯାହା ଫଳରେ କିଛି ରାଶିଙ୍କର ଭାଗ୍ୟର ତାଲା ଖୋଲିବାକୁ ଯାଉଛି ।

ଏହି ରାଶି ମାନେ ମହା ଭାଗ୍ୟଶାଳୀ ଅଟନ୍ତି । ଏମାନେ କୋଟିପତି ହେବାକୁ ଯାଉଛନ୍ତି । ତେବେ ଆସନ୍ତୁ ଜାଣିବା ସେ ଭାଗ୍ୟଶାଳୀ ରାଶିଙ୍କ ବିଷୟରେ ବିସ୍ତାର ଭାବେ । କୁମ୍ଭ ରାଶି : ଆପଣଙ୍କ ଉପରେ ଭଗବାନ ରାମଙ୍କର ଅଶେଷ କୃପା ସୃଷ୍ଟି ପଡିବାକୁ ଯାଉଛି । ଏହି ରାଶିର ଲୋକଙ୍କର ଜୀବନ ଆନନ୍ଦଦାୟକ ରହିବ । ଦାଂପତ୍ଯ ଜୀବନ ସୁଖମୟ ହେବ । ଖୁବ ଅଳ୍ପ ସମୟ ମଧ୍ୟରେ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ହାସଲ କରିବେ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ପଡିବାକୁ ଯାଉଛି । ଏହି ରାଶିର ଲୋକଙ୍କ ପାଇଁ ରାମ ନବମୀ ଶୁଭ ହେବାକୁ ଯାଉଛି । ବ୍ୟାପାର କ୍ଷେତ୍ରରେ ଅଗ୍ରଗତି କରିବେ ଓ ଲାଭବାନ ହେବେ । ଆପଣ ସମାଜର କଲ୍ୟାଣ ପାଇଁ ଭଲ କାମ କରିବାର ଜରୁରତ ଅଛି ।

କନ୍ୟା ରାଶି : ଆପଣଙ୍କ ଉପରେ ଭଗବାନ ରାମଙ୍କ କୃପା ଦ୍ରୁଷ୍ଟି ଅଧିକ ରହିଛି । ଏହି ରାଶିର ଲୋକଙ୍କ ପାଇଁ ରାମ ନବମୀ ଶୁଭ ସାବୟସ୍ତ ହେବ । ଏହି ସମୟରେ ଧନ ପ୍ରାପ୍ତ ହେବ । ଚାକିରି କ୍ଷେତ୍ରରେ ପଦୋନ୍ନତି ହାସଲ କରିବା ସହ ପ୍ରଶଂସା ଲାଭ କରିବେ । ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟର ବୃଦ୍ଧି ଘଟିବ ।

ମିଥୁନ ରାଶି : ଆପଣଙ୍କ ଉପରେ ଭଗବାନ ଶ୍ରୀରାମଙ୍କ କୃପା ରହିବା ସହ ମା ଦୂର୍ଗାଙ୍କ ଆଶୀର୍ବାଦ ରହିବ । ଯାହା ଫଳରେ ପାରିବାରିକ ଜୀବନ ସୁଖମୟ ହେବ । ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ଆର୍ଥିକ ରୂପରେ ଆପଣ ସୁଦୃଢ ହେବେ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର ପ୍ରତିଭାର ପ୍ରଶଂସା ହେବେ ।

ସିଂହ ରାଶି : ଆପଣଙ୍କ ଉପରେ ଭଗବାନ ଶ୍ରୀରାମଙ୍କ ଆଶୀର୍ବାଦ ପଡିବ । ଯାହା ଫଳରେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହେବ । କାର୍ଯ୍ୟ କ୍ଷେତ୍ରରେ ପଦୋନ୍ନତି ମିଳିବାର ଯୋଗ ଅଛି । ଆପଣ ଜୀବନରେ ଆଗକୁ ବଢିବା ପାଇ ଅନେକ ପ୍ରଚେଷ୍ଟା କରିବେ । ସେଥିରେ ସଫଳ ହେବେ । ଅଚାନକ ଧନ ଲାଭ ହେବ ।

ମକର ରାଶି : ମକର ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ ରାମଙ୍କର ଆଶୀର୍ବାଦ ରହିବା ସହ ମା ଦୂର୍ଗାଙ୍କ କୃପା ଦ୍ରୁଷ୍ଟି ପଡିବ । ଆପଣ ସବୁ କ୍ଷେତ୍ରରେ ସକ୍ରିୟ ରହିବେ । ଘରେ ପୂଜା ପାଠର ଆୟୋଜନ ହେବ । ରାମ ନବମୀ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଅନେକ ପ୍ରକାରର ସଫଳତା ମିଳିବ ।

Leave a Reply

Your email address will not be published. Required fields are marked *