ବାଛନ୍ତୁ ନିଜ ରାଶି ଓ ଜାଣନ୍ତୁ ତାହା କଣ ଅଟେ ଯାହା ଆପଣ ନୂଆବର୍ଷ 2022 ରେ କରି ପାରିବେ ନାହିଁ ( Personality Test )

ବନ୍ଧୁଗଣ ଆଊ କିଛି ଦିନ ପରେ ନୂଆବର୍ଷ ୨୦୨୨ ଆରମ୍ଭ ହେବାକୁ ଯାଉଅଛି । ତେବେ ଏହି ନୂଆବର୍ଷ ପାଇଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା । ତେବେ ଆଜି ଆମେ ଆପଣଙ୍କୁ କହିବୁ କୁ ଏହି ନୂଆବର୍ଷରେ ଏମିତି କେଉଁ କାମ ରହିଛି ଯାହା ଆପଣ କରିପାରିବେ ନାହିଁ । ତେବେ ପ୍ରଥମେ ଆପଣ ନିଜର ରାଶି ବାଛିନିଅନ୍ତୁ । ଏବଂ ଜଣାନ୍ତୁ ତାହା କଣ ଯାହା ଆପଣ ନୂଆବର୍ଷ ୨୦୨୨ ରେ କରିପାରିବେ ନାହିଁ । ତେବେ ଚାଲନ୍ତୁ ଆରମ୍ଭ କରିବା ।

ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ୨୦୨୨ ଖୁବ ହସ ଖୁସିରେ ବିତିବ କିନ୍ତୁ ଆପଣ ଏହି ଦିନ ନିଜର ଜୀବନସାଥିଙ୍କ ସହ ସମୟ ଅତିବାହିତ କରିପାରିବେ ନାହିଁ । ଯାହା ଦ୍ଵାରା ଆପଣଙ୍କ ମଧ୍ୟରେ ଝଗଡା ହେବ ।

ବୃଷ ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ନିଜ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବେ । ଯାହା ଦ୍ଵାରା ପରିବାର ଲୋକଙ୍କୁ ଆପଣ ଖୁସି କରିପାରିବେ ନାହିଁ । ଯାହା ପାଇଁ ଆପଣ ପରେ ମନ ଦୁଃଖ କରିବେ ।

ମିଥୁନ ରାଶି:- ଏହି ରାଶିର ବ୍ୟକ୍ତି ନୂଆବର୍ଷ ୨୦୨୨ ରେ ବହୁତ ମଜା ମସ୍ତି କରିବେ କିନ୍ତୁ ଏମାନେ ନିଜର ବୈବାହିକ ଜୀବନ ସୁଖମୟ କରିପାରିବେ ନାହିଁ । ଯାହା ଫଳରେ ଏମାନେ ବହୁତ ଅନୁତାପ କରିବେ ।

କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ଦୂର ଯାତ୍ରା କରିବାକୁ ଯାଉଛନ୍ତି । ଏମାନେ ନିଜର ଚାକିରି କ୍ଷେତ୍ରରେ ସଫଳତା ପାଇବେ ନାହିଁ । ଯାହା ପାଇଁ ଆପଣ ପଛରେ ପଶ୍ଚାତାପ କରିବେ ।

ସିଂହ ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ନିଜର ପ୍ରିୟ ମାନଙ୍କ ସହ ଫିଷ୍ଟ କରିବେ ଏବଂ ବହୁତ ଖୁସି ହେବେ । କିନ୍ତୁ ଏମାନେ କାହାକୁ ଦେଇଥିବା କଥା ରଖିପାରିବେ ନାହିଁ ।

କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ନିଜର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବେ । କିନ୍ତୁ ଆପଣ ନିଜର ଗୋଟେ ଜରୁରୀ କାମ କରିପାରିବେ ନାହିଁ । ଯାହା ପାଇଁ ଆଗାମୀ ସମୟରେ ଆପଣ କ୍ଷତି ସହିବେ ।

ତୁଳା ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ କୌଣସି ନୂଆ କାମ ଆରମ୍ଭ କରିବେ ଏବଂ ସଫଳତା ମଧ୍ୟ ପାଇବେ । କିନ୍ତୁ ଆପଣ ଏହି ବ୍ୟସ୍ତତା ଭିତରେ ନିଜର ପ୍ରିୟ ଜନଙ୍କୁ ସମୟ ଦେଇପାରିବେ ନାହିଁ ।

ବିଛା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ନୂଆବର୍ଷ ୨୦୨୨ ଖୁବ ସାରା ଖୁସି ନେଇ ଆସିବ । କିନ୍ତୁ ଆପଣ ନିଜର ସନ୍ତାନ ର କୌଣସି ଇଚ୍ଛା ପୂରଣ କରିପାରିବେ ନାହିଁ । ଯାହା ଦ୍ଵାରା ଆପଣଙ୍କ ମନ ଦୁଃଖ ହେବ ।

ଧନୁ ରାଶି:- ଏହି ରାଶିର ବ୍ୟକ୍ତି ନୂଆବର୍ଷ ୨୦୨୨ ରେ କୌଣସି ଖୁସି ଖବର ପାଇବାକୁ ଯାଉଛନ୍ତି ଯାହାର ଅପେକ୍ଷା ଏମାନେ ବହୁତ ଦିନ ଧରି କରିଥିଲେ । କିନ୍ତୁ ଏମାନେ ନିଜର କୌଣସି ଶତ୍ରୁର ପରଦାଫାସ କରିପାରିବେ ନାହିଁ ।

ମକର ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ବହୁତ ବ୍ୟସ୍ତ ରହିବାକୁ ଯାଉଛନ୍ତି । ଯେଉଁ କାରଣରୁ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ନିଜର ପରିବାର ଲୋକଙ୍କୁ ସମୟ ଦେଇପାରିବେ ନାହିଁ ।

କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ନୂଆବର୍ଷ ୨୦୨୨ ରେ ନିଜର ବନ୍ଧୁ ବାନ୍ଧବ ସହ ସମୟ ଅତିବାହିତ କରିବେ । କିନ୍ତୁ ଏମାନେ ନିଜର କୌଣସି ଭୁଲ କାମ କୁ ଠିକ କରିପାରିବେ ନାହିଁ ।

ମୀନ ରାଶି:- ଏହି ରାଶିର ବ୍ୟକ୍ତି ମାନେ ନୂଆବର୍ଷ ୨୦୨୨ ରେ ବହୁତ ଆନନ୍ଦ ରହିବେ । ନିଜର ପରିବାର ଲୋକଙ୍କ ସହ କେଉଁ ଦୂରସ୍ଥାନକୁ ବୁଲିବାକୁ ଯିବେ । କିନ୍ତୁ ଏମାନେ ନିଜର କୌଣସି ଇଛା ପୂରଣ କରିବାରେ ନାହିଁ । ତେବେ ବନ୍ଧୁଗଣ ଆପଣଙ୍କ ରାଶି କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *