Riya Dey ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର, ଶୁଟିଙ୍ଗ ବେଳେ ଅଘଟଣ ଘଟି ହେଲା ଏଭଳି ଅବସ୍ଥା… ଦେଖନ୍ତୁ Video

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ନିଜର ସୁନ୍ଦର ଓ ଚମତ୍କାରୀ ଅଭିନୟ ପାଇଁ ଖୁବ ଚର୍ଚ୍ଚା ରେ ରହିଥାନ୍ତି । କୌଣସି ଫିଲ୍ମ ହେଉ ବା ସିରିଏଲ ବା ରିୟାଲିଟି ସୋ ହେଉ ଶୁଟିଙ୍ଗ କରିବା ପାଇଁ କଳାକାର ମାନଙ୍କୁ ବିଭିନ୍ନ ସ୍ଥାନ କୁ ଯିବାକୁ ପଡିଥାଏ । ସେମାନେ ନୂଆ ନୂଆ ଜାଗା ବୁଲିବା ସହ ସେଠିକାର ପରିବେଶକୁ ଉପୋଭୋଗ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ସମୟରେ ଏମିତି କିଛି ଅଘଟଣ ଘଟିଥାଏ ଯାହା କଳାକାର ମାନେ କେବେ ଭାବି ନ ଥାନ୍ତି ।

ତେବେ ବର୍ତ୍ତମାନର ବଡ ଖବର ହେଉଛି ଅଭିନେତ୍ରୀ ଋଆ ଦେ ଙ୍କ ବଡ ଅଘଟଣ ଘଟିଛି । ଆପଣ ମାନେ ଅଭିନେତ୍ରୀ ରିୟା ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନଜର ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ଜିଣିଛନ୍ତି । ତାଙ୍କର ଅଭିନୟକୁ ଦର୍ଶକ ମାନେ ପସନ୍ଦ କରିବା ସହ ବହୁତ ସାରା ଭଲ ପାଇବା ମଧ୍ୟ ଦେଇଛନ୍ତି । ତେବେ ସୂଚନା ଯୋଗ୍ୟ କି ଶୁଟିଙ୍ଗ କରିବା ସମୟରେ ରିୟା ଙ୍କ ସହ ଅଘଟଣ ଘଟିଛି । ଯାହା ଫଳରେ ସେ ପଥର ରୁ ଖସି ପଡି ତାଙ୍କ ଗୋଡ ରେ ଆଘାତ ଲାଗିଛି ।

ଶିମିଳିପାଳ ଲୁଲୁଙ୍ଗ ଠାରେ ଏକ ଓଡିଆ ଗୀତ ର ଶୁଟିଙ୍ଗ ଚାଲିଥିଲା । ପଥର ଉପରେ ଏକ ସିନ ସୁଟ କରିବା ସମୟରେ ଅଚାନକ ରିୟା ଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବାରିପଦା ଅଣା ଯାଇଛି ବୋଲି ସୂତ୍ର ରୁ ଜଣା ପଡିଛି । ଅଭିନେତ୍ରୀ ରିୟାଙ୍କର ବାମ ଗୋଡ ଭାଙ୍ଗି ଯିବାର ଜଣା ପଡିଛି । ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କି କିପରି ଭାବେ ରିୟା ଆହାତ ହେବ ପରେ କଷ୍ଟ ଓ ଯନ୍ତ୍ରଣା ଅନୁଭବ କରୁଛନ୍ତି ।

ଏହା ବ୍ଯତୀତ ସେଠାରେ ଉପସ୍ଥିତ ଥିବା ତାଙ୍କ ସହଯୋଗୀ ମାନେ ତାଙ୍କର ଚିକିତ୍ସା ପାଇଁ ଅନେକ ଉଦ୍ୟମ କରୁଛନ୍ତି । ତେବେ ସାଧାରଣତ ଅଳ୍ପ ଅସାବଧନତା କାରଣରୁ ଏଭଳି ଦୁର୍ଘଟଣା ଘଟିଥାଏ ଯାହା ଆପଣ ମାନେ ଜାଣିଥିବେ । ତେବେ ରିୟା ଙ୍କ ସହ ଯାହା ବି ଘଟିଛି ତାହା ତାଙ୍କ ଅଜଣାତରେ ଘଟିଛି ।

ବନ୍ଧୁଗଣ ଆପଣ ମାନଙ୍କର ଏହା ଉପରେ ମତାମତ କଣ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *