A, K, M, T, P, S, R, N, G ନାମର ଲୋକମାନେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ…. ନଚେତ ପଛରେ ପସ୍ତେଇବେ

ଦୁନିଆ ରେ ବିଭିନ୍ନ ସ୍ୱଭାଵର ବିଭିନ୍ନ ଗୁଣର ଲୋକମାନେ ରହିଥାନ୍ତି । ତେବେ ସମସ୍ତଙ୍କ ସ୍ଵଭାଵ ସମ୍ପର୍କ ରେ ଜାଣିବା ସହଜ ହୋଇ ନ ଥାଏ । ଆମ ଶାସ୍ତ୍ର ରେ ଅଛି କି ଆପଣ ଵ୍ୟକ୍ତିର ନାମ, କୁଣ୍ଡଳୀ, ଭାଗ୍ୟ ରେଖା , ହସ୍ତ ରେଖା, ଶରୀର ର କିଛି ବିଶେଷ ଚିହ୍ନ ଆଦି ଦ୍ୱାରା ତାଙ୍କର ସ୍ଵଭାଵ ବିଷୟ ରେ ଜାଣି ପାରିବେ । କିନ୍ତୁ ସାମୁଦ୍ରିକ ଶାସ୍ତ୍ର ରେ ଏହା ଅଛି କି ଆପଣ କୌଣସି ଵ୍ୟକ୍ତିରନାମର ପ୍ରଥମ ଅଖରରୁ ମଧ୍ୟ ତାଙ୍କ ସ୍ଵଭାଵ ସମ୍ପର୍କର ରେ ଜାଣି ପାରିବେ । ତେବେ ଆଜି ଆମେ ସେହି ଭଳି କିଛି ଅକ୍ଷରର ପୁରୁଷ ଓ ମହିଳା ମାନଙ୍କ ବିଷୟ ରେ କହିବୁ ।

ତେବେ ଆଜି ଆମେ ଯେଉଁ ଅକ୍ଷରର ବ୍ୟକ୍ତି ମାନଙ୍କ ବିଷୟ ରେ ଜାଣିବା ସେହି ଗୁଡିକ ହେଲା ଇଂରାଜୀ ଅକ୍ଷରର A ,K , M, T, P, S, R, N, G । ଆଜି ଆମେ ଏହି ନଅ ଟି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ବ୍ୟକ୍ତି ବିଶେଷ ମାନଙ୍କ ବିଷୟ ରେ ଜାଣିବା । ପ୍ରଥମେ ଆମେ ଏହି ଅକ୍ଷରର ପୁଅ ମାନଙ୍କ ସମ୍ପର୍କରେ ଜାଣିବା ।

ଏହି ନାମର ପୁଅ ମାନେ ଦେଖିବାକୁ ଆକର୍ଷିତ ଓ ସୁନ୍ଦର ହୋଇଥାନ୍ତି । ଏମାନଙ୍କ କଥା କହିବା ଶୈଳୀ ଓ ବ୍ୟବହାରରେ ଅନେକ ଲୋକ ଏମାନଙ୍କ ଆଡ଼ କୁ ଆକର୍ଷିତ ହୋଇଥାନ୍ତି । ଏହି ନାମର ପୁଅ ମାନେ ନିଜର ଘର ଲୋକଙ୍କ ସହ ସର୍ବଦା ଚିଡି ଚିଡି ହୋଇ କଥା ହୋଇଥାନ୍ତି ତେଣୁ ଏମାନଙ୍କ ର ପରିବାର ଲୋକଙ୍କ ସହ ଏତେ ଭଲ ପଡି ନ ଥାଏ ।

କିନ୍ତୁ ଏମାନେ ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି । ଏମାନେ ଟିକେ ଲାଜକୁଲା ସ୍ଵଭାଵ ର ହୋଇଥାନ୍ତି । କିନ୍ତୁ ଏମାନେ ଯାହା ସତ ତାହାକୁ ସ୍ୱୀକାର ଓ କହିବା ରେ ସଂକୋଚ କରନ୍ତି ନାହିଁ । ଏହି ପୁଅ ମାନେ କୌଣସି ଝିଅକୁ ନିଜର ମନ କଥା ସହଜରେ କହିପାରନ୍ତି ନାହିଁ । ନିଜର ପ୍ରେମ ବା ଜୀବନସାଥୀଙ୍କୁ ସଠିକ ଭାବେ ସମୟ ଦେଇ ନ ଥାନ୍ତି ।

ଏମାନେ ବହୁତ ବୁଦ୍ଧିମାନ ଥାଆନ୍ତି । ଏମାନେ ଯେଉଁ କାର୍ଯ୍ୟ କରିବାକୁ ସ୍ଥିର କରିଥାନ୍ତି ତାହାକୁ ପୁରା କରନ୍ତି । । ତେବେ ଏବେ ଆମେ ଜାଣିବା ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ମାନଙ୍କ ବିଷୟରେ । ଏହି ଅକ୍ଷରର ଝିଅ ମାନେ ବହୁତ ଚତୁର ଓ ବୁଦ୍ଧିମାନ ସ୍ଵଭାଵ ର ହୋଇଥାନ୍ତି । ଏମାନେ ନିଜର ପରିବାରକୁ ବହୁତ ଭଲ ପାଇଥାନ୍ତି ।

ଏମାନଙ୍କ ପରିବାରର ସମ୍ପର୍କରେ କେହି କିଛି କହିଲେ ଏମାନେ ବହୁତ ଖରାପ ହୋଇଥାନ୍ତି । ଏହି ନାମର ଝିଅ ମାନେ ନିଜର ପ୍ରେମ କୁ ଅନ୍ୟ ଆଗରେ ପ୍ରକାଶ କରନ୍ତି ନାହିଁ । ନିଜର ବାନ୍ଧବୀ ମାଧ୍ୟମ ରୁ ଏମାନେ ନିଜର ପ୍ରେମ ପ୍ରକାଶ କରନ୍ତି । ଏହି ନାମ ର ଝିଅ ମାନେ ବହୁତ ଲାଜକୁଳୀ ହୋଇଥାନ୍ତି । ଏମାନେ ବହୁତ ଶୋଭାଗ୍ୟ ବତୀ ମଧ୍ୟ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *