ରୁପା-ପିଣ୍ଟୁ Youtube ରୁ କେତେ ଟଙ୍କା ଦରମା ପାଆନ୍ତି ? କିଭଳି ଭାବେ ଏତେ ଟଙ୍କା ରୋଜଗାର କରନ୍ତି ଏମାନେ…

ଭାରତରେ ଟିକଟକ ଆପ ଯେତେବେଳେ ପ୍ରଚଳିତ ହୋଇଥିଲା ସେତେବେଳେ ଅନେକ ଲୋକ ନିଜର ଛୋଟ ଛୋଟ ଭିଡିଓ ମାଧ୍ୟମରେ ବହୁତ ଲୋକଙ୍କ ପ୍ରିୟ ପାତ୍ର ହୋଇଥିଲେ । ଏହି ମାନଙ୍କର ଅନେକ  ଲୋକ ମଧ୍ୟ ଫ୍ୟାନ ବନିଯାଇଥିଲେ ।  ତେବେ ଏହି ଚାଇନା ଆପ କୁ ଯେତେବେଳେ ଭାରତରେ ବ୍ୟାନ କରାଯାଇଥିଲା । ଏହା ପରେ ସେହି ଲୋକମାନେ ନିଜ ନିଜର ଯୂଟ୍ଯୂବ ଚ୍ଯାନେଲ ଖୋଲିନେଇଥିଲେ । ଯାହା ଫଳରେ ସେମାନେ ନିଜ ଫ୍ୟାନ ମାନଙ୍କ ସହ ଯୋଡି ହୋଇପାରିବେ ।

ତେବେ ଏହି ଟିକଟକ ଷ୍ଟାର ମାନଙ୍କ ମଧ୍ୟରୁ ଆପଣ ମାନେ ଜଣେ ବହୁ ଚର୍ଚିତ ଯୋଡ଼ିଙ୍କ ନାମ ଶୁଣିଥିବେ ।  ଏମାନେ ନିଜର ଯୂଟ୍ଯୂବ ଚ୍ଯାନେଲ ମାଧ୍ୟମରେ ଓଡିଶା ଓ ଭାରତରେ ମଧ୍ୟ ଅନେକ ଲୋକଙ୍କ ନିକଟରେ ପରିଚିତ ।  ଏମାନେ ଓଡିଆରେ ବହୁତ ନାମୀଦାମୀ ଆଲବମ ମଧ୍ୟ କରିସାରିଛନ୍ତି । ତେବେ ଏହି ଯୋଡ଼ିଙ୍କ ନାମ ହେଉଛି ରୂପା ଓ ପିନ୍ଟୁ ।

ତେବେ ଏହି ଦୁଇ ଜଣ ସ୍ଵାମୀ ସ୍ତ୍ରୀ । ଏମାନଙ୍କର ଏକ ସୁନ୍ଦର ଛୋଟ ଝିଅ ମଧ୍ୟ ଅଛି ଯାହାର ନାମ ହେଉଛି ଖୁସି । ତେବେ ଏମାନଙ୍କ ଯୂଟ୍ଯୂବ ଚ୍ଯାନେଲ ର ନାମ ହେଉଛି ରୂପା , ପିଣ୍ଟୁ , ଖୁସି ।  ତେବେ ଆଜି ଆମେ ଜାଣିବା ଏମାନେ ମାସକୁ ଯୂଟ୍ଯୂବ ରୁ କେତେ ଟଙ୍କା ପାଉଛନ୍ତି । ଅନେକ ଲୋକ ବହୁତ ମିଛ ସତ କହିଥାନ୍ତି ।

କିନ୍ତୁ ଆଜି ଆମେ ନିଜେ ଜାଣିବା କି ତାଙ୍କର ପ୍ରକୃତ ରୋଜଗାର କେତେ ? ପ୍ରଥମେ ଆମେ ଜାଣିବା ତାଙ୍କର ଦିନକୁ ମୋଟ କେତେ ଟଙ୍କା ଆୟ ହେଉଛି । ତେବେ ଆମେ ୪ ଅକ୍ଟୋବର ଠାରୁ ୧୬ ଅକ୍ଟୋବର ପର୍ଯ୍ଯନ୍ତ ତାଙ୍କର ଦିନକୁ କେତେ ଆଯ ହେଉଥିଲା ଦେଖିବା ଏହା ପରେ ସାପ୍ତାହିକ ହିସାବ ଓ ତାପରେ ମାସିକ ହିଶାବ କରିବା ।

ଯୂଟ୍ଯୂବରେ ଭିୟୁ କୁ ଦେଖିକି ପଇସା ମିଳିଥାଏ । ଏହି ୪ ଅକ୍ଟୋବର ରୁ ୧୬ ଅକ୍ଟୋବର ମଧ୍ୟରେ ଦିନକୁ ରୋଜଗାର ହିସାବ କରିବା । ସୋମବାର ଦିନ ୮୧୦,୨୪୬ ଭିୟୁ ରେ ପାଇଥିଲେ ୧୦,୬୪୭ ମଙ୍ଗଳବାର ୧,୧୫୦,୪୧୨ ଭିୟୁ ରେ ୧୫,୧୧୬ ବୁଧବାର ୧,୦୬୯,୯୪୯ ଭିଉରେ ୧୪,୦୫୩ ଏହି ଭଳି ତାଙ୍କର ଦୁଇଟି ସପ୍ତାହରେ ୮,୨୮,୧୧୭ ଭିଉ ରେ ଦୈନିକ ରୋଜଗାର ହେଉଛି ୧,୪୧୪୫୮ ଟଙ୍କା । ତେଣୁ ମାସକୁ ୨,୪୮,୪୩,୫୧ ଭିଉରେ ତାଙ୍କ ରୋଜଗାର ହେଉଛି ୩,୨୬.୪୪୨ – ୪,୫୮,୬୮୧ ଟଙ୍କା ।

ଆମେରିକାର ୧ ଡଲାର ଭାରତର ୭୫ ଟଙ୍କା ହୋଇଥାଏ କିନ୍ତୁ କିଛି କାଟିକାଟି ୭୩ ଭଳି ହୋଇଥାଏ  ଆପଣଙ୍କୁ ୧୦୦୦ ଭିଉରେ ୧୩ ରୁ ୨୨ ଟଙ୍କା ମିଳିବ । ୧ ମିଳିଅନ ରେ ୧୩୦୦୦- ୨୨୦୦୦ ମିଳିଥାଏ । ଯଦି ଆପଣ ଯୂଟ୍ଯୂବ ଚ୍ଯାନେଲ ଖୋଲିବାକୁ ଇଛା କରନ୍ତି ତେବେ ଆପଣ ଏହି ନିୟମ ସବୁକୁ ଅନୁସରଣ କଲେ ଆପଣ ଲାଭଦାୟକ ରହିବେ ।  ଯେଉଁତିରେ ଆଗ୍ରହୀ ତାହା ସମ୍ଭନ୍ଧରେ , ଯେଉଥିରେ ନୈତିକ ଶିକ୍ଷା ଥିବ , ଯାହାଲୋକ ଙ୍କୁ ଆକର୍ଷିତ କରୁଥିବ ଦେଖିବାକୁ , ଲୋକମାନଙ୍କ ମନୋରଞ୍ଜନ କରୁଥିବ ଓ ଅନ୍ୟ କାହାର କପି ନ କରି ନିଜର ଚ୍ଯାନେଲ ଖୋଳିପାରେ ଓ ଫଳପ୍ରଦ ମଧ୍ୟ ହେବେ ।

Leave a Reply

Your email address will not be published. Required fields are marked *