ସକାଳୁ ମାତ୍ର 1 ଚାମଚ ଖାଇ ନିଅନ୍ତୁ, ଯେତେ ପୁରୁଣା ଡାଇବେଟିସ ହେଇଥାଉ ନା କାହିଁକି ମାସକ ଭିତରେ ଗାୟବ ହୋଇଯିବ ( Healthy Tips )

ଡାଇବେଟିସ ଆଜିର ସମୟରେ ଏକ ସାଧାରଣ ରୋଗ ହୋଇସାରିଛି । ବହୁତ କମ ବଯସର ଲୋକଙ୍କୁ ମଧ୍ୟ ଆଜିକାଲି ମଧୁମେହ ରୋଗ ହେଉଛି । ତେହେ ଏହି ଡାଇବେଟିସ ବା ମଧୁମେହ ରୋଗ ରେ ପୀଡିତ ଲୋକମାନେ ଔଷଧ ଖାଇ ଖାଇ ନିଜ ଜୀବନ ବ୍ୟତିତ କରିଥାନ୍ତି । ଏହି ମଧୁ ମେହ ରୋଗ ହେବା ମାତ୍ରେ ଆପଣଙ୍କୁ ବହୁତ ନିୟମ ମାନିବାକୁ ପଡେ । ଆପଣଙ୍କ ଖାଇବା ପିଇବା ରେ ମଧ୍ୟ ଅନେକ କଟକଣା ଲାଗିଥାଏ । ତେଣୁ ଏହି ରୋଗରୁ ଆପଣ ମୁକ୍ତି ପାଇବେ କିପପରି ।

ତେବେ ଡାଇବେଟିସ କୁ ନିୟନ୍ତ୍ରଣ କରିବାକୁ ହେଲେ ଆମେ ଆପଣଙ୍କୁ ଏକ ପାଉଡର ବିଷୟରେ କହିବୁ ।  ଏହା ଆୟୁର୍ବେଦିକ ଅଟେ । ଏହି ପାଉଡର ପାଇଁ ଆପଣଙ୍କୁ ଯେଉଁ ସାମଗ୍ରୀ ସବୁ ଦରକାର ତାହା ଆପଣଙ୍କ ରୋଷେଇ ଘରେ ହିଁ ଆପଣଙ୍କୁ ମିଳିଯିବ । ଏହା ବହୁତ କମ ପଇସା ଓ ଅଳ୍ପ ପରିଶ୍ରମରେ ପ୍ରସ୍ତୁତ ହୋଇଯିବ ।

ଏହା କିନ୍ତୁ ବହୁତ କମ ସମୟରେ ଆପଣଙ୍କ ଡାଇବେଟିସ କୁ ନିୟନ୍ତ୍ରଣ କରିଦେବ । ତେବେ ଏହି ପାଉଡର ର ପ୍ରସ୍ତୁତ ପ୍ରଣାଳୀ ଜାଣି ନିଅନ୍ତୁ ।  ଏଥିପାଇଁ ୩ ଟି ଜିନିଷ ଆବଶ୍ୟକ । ପ୍ରଥମେ ମେଥି , ଦ୍ଵିତୀୟ ଜୁଆଣୀ , ଓ ତୁତୀୟ ହେଉଛି କ୍ଲାଞ୍ଜି । ମେଥି ଦାନା ର ଔଷଧୀୟ ଗୁଣ ଆମେ ସମସ୍ତେ ଜାଣିଛୁ ।  ଏହା ଆମ ଶରୀର ବିଷାକ୍ତ ଅଂଶ ବା ଟାକସିନ କୁ ବାହାର କରିଥାଏ ।

ଏହା ଡାଇବେଟିସ ପାଇଁ ଭଲ ଅଟେ , ଯଦି ଆପଣଙ୍କର ଆଁଠୁ ଗଣ୍ଠି ଜନିତ ସମସ୍ଯା ରହିଥାଏ ତେବେ ଏହି ମେଥି ଦାନା ବହୁତ ଭଲ କାର୍ଯ୍ୟ କରିଥାଏ । ଦ୍ଵିତୀୟ ଜୁଆଣୀ ଏହା ଆମର ପାଚକ ତନ୍ତ୍ର ପାଇଁ ବହୁତ ଭଲ କାର୍ଯ୍ୟ କରିଥାଏ ।  ଖାଦ୍ୟ ହଜମ କରାଇବା । ଏସିଡିଟି କୁ ମଧ୍ୟ ଦୂର କରିଥାଏ । ଏହା ଡାଇବେଟିସ ପାଇଁ ମଧ୍ୟ ବହୁତ ଭଲ ଅଟେ । ତୃତୀୟ  ହେଉଛି କଲୋଞ୍ଜି ।

ଏହା ଜୀରା ପରି ଦେଖାଯାଏ କିନ୍ତୁ ଏହା ଜୀରା ନୁହେଁ । ଆପଣ ଏକ କଢେଇ କୁ ନେବେ ଏଥିରେ ଆଗ ଜୁଆଣୀ ଓ କଲୋଞ୍ଜି ଭାଜିନେବେ ।  ଏହା ଭଜୀ ହୋଇଗଲା ପରେ  ଏହାକୁ କାଢି ନେବେ ଏକ ପାତ୍ର କୁ ଏଥିରେ ମେଥି ପକାଇ ଭଜୀ ନେବେ ।  ଏହି ସବୁ କୁ ବେଶୀ ଅଧିକା ଭାଯିବେ ନାହି ନହେଲେ ଏହା ପୋଡିଯିବ ।

ସବୁକୁ ଏକା ସହ ଭଜୀବେନି କାରଣ ମେଥି ଭାଜି ହେବାକୁ ଅଧିକ ସମୟ ଲାଗିଥାଏ । ଏହି ତିନୋଟି ଜିନିଷକୁ ଥଣ୍ଡା କରିନେବେ ଏହା ପରେ ଏହାକୁ ମିକ୍ସର ରେ ଗୁଣ୍ଡ କରିଦେବେ । ଏହି ଗୁଣ୍ଡ କୁ ଆପଣ ରଖିପାରିବେ । ଏହି ଗୁଣ୍ଡ କୁ ଆପଣ ରାତିରେ ଖାଇବା ପରେ ରାତିରେ ଶୋଇବା ଆଗରୁ ଥରେ ସେବନ କରିବେ । ଏହି ପରି କରିବା ଦ୍ଵାରା ଆପଣଙ୍କ ଡାଇବେଟିସ ବହୁତ ଜଲ୍ଦି ନିୟନ୍ତ୍ରଣ ହୋଇଥାଏ । ୧ ମାସରେ ଆପଣଙ୍କ ଡାଇବେଟିସ ସମ୍ପୂର୍ଣ ଭଲ ହୋଇଯିବ । ଏହି ପୋଷ୍ଟ ଟି ଗୋଟେ ଲାଇକ, ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *