ସାବିତ୍ରୀ ବ୍ରତ (30 May) କରନ୍ତୁ ନାହିଁ ଏହି 5ଟି ଭୁଲ, ସ୍ଵାମୀଙ୍କର ହେବ ଅକାଳ ମୃତ୍ୟୁ, କେହିବି ବଞ୍ଚେଇ ପାରିବେ ନାହିଁ …

ବନ୍ଧୁଗଣ ଓଡ଼ିଆ ନାରୀ ମାନ ଙ୍କ ବିଶିଷ୍ଟ ପର୍ବ ହେଉଛି ସାବିତ୍ରୀ ପର୍ବ । ସାବିତ୍ରୀ ପର୍ବ ଆସନ୍ତା 30 ମେ ରେ ପାଳନ ହେବାକୁ ଯାଉଛି । ଏହି ବ୍ରତ ରେ ଓଡ଼ିଆ ଘର ନାରୀ ମାନେ ସେମାନେ ଙ୍କ ବ୍ରତ ର ଶୁଭ ମନାସି, ଦୀର୍ଘ ଆୟୁଷ ର ବ୍ରତ ରଖି ମା ଙ୍କୁ ମନାସୀ ଥାଆନ୍ତି । ସବୁ ନାରୀ ଙ୍କ ଇଛା ଥାଏ କି ମା ସାବିତ୍ରୀ ଙ୍କ ପରି ସଧବା ହୋଇ ରହିବା ପାଇଁ । ସେଥି ପାଇଁ ଏହି ବ୍ରତ କୁ ଖୁବ୍ ନିଷ୍ଠା ରେ ସହ ପାଳନ କରାଯାଏ ।

ଏହି ବ୍ରତ ରେ ନାରୀ ମାନେ ଅନେକ କଥା ରେ ଗୁରୁତ୍ବ ଦେବା ଆବଶ୍ୟକ ରହିଛି ଯେମିତି ବନ୍ଧୁଗଣ ଜେଷ୍ଠ ମାସ ଅମାବାସ୍ୟା ତିଥି ରେ ସାବିତ୍ରୀ ଓଷା ପାଳନ କର ଯାଇଥାଏ । ଏହା ସଧବା ନାରୀ ମାନ ଙ୍କ ପାଇ ଏକ ସୁଲୋଲିତ ପର୍ବ ହୋଇଥାଏ । ଏହି ଦିନ ସତ୍ୟ ବାନ ସାବିତ୍ରୀ ଏବଂ କାମ ରାଜା ଙ୍କ ପୂଜା କାର ଯାଇଥାଏ । ସବିତ୍ରୀ ଏହି ବ୍ରତ କରି ସତ୍ୟବାନ୍ ଙ୍କୁ ଜମ ରାଜ ଙ୍କ ନିକଟ ରୁ ଫେରାଇ ଆଣିଥିଲେ ।

ସେହି ଦିନ ରୁ ଏହି ବ୍ରତ କୁ ଗୁରୁତ୍ଵ ଦିଆ ଯାଉଚି । କୌଣସି ଓଷା ବାର ଦିନ କଳା ରଙ୍ଗର ବସ୍ତ୍ର ପରିଧାନ କରିବା ଉଚିତ୍ ନୁହେଁ । ଏହି ଅମାବାସ୍ୟା ଦିନ ରାତିରେ ବାହାରେ ଲୁଗା ପଟା ସୁଖାନ୍ତୁ ନାହିଁ । ଏହି ଦିନ ଅମାବାସ୍ୟା ହେତୁ ଏହା କାଳ ରାତ୍ରି ବୋଲି କୁହାଯାଏ । କେବେବି ଏହି ବ୍ରତ ପାଳନ ଶାରୀରିକ ସଂପର୍କ ରଖନ୍ତୁ ନାହିଁ । ଯାହା ଦ୍ଵାରା ସ୍ବାମୀ ଙ୍କ ବୟସ କ୍ଷୀଣ ହୋଇ ହୋଇ ଯିବ ।

ଏହି ବ୍ରତ ପାଳନ କୌଣସି ଜିନିଷ କୁ କାଟିବା ବା ହାଣନ୍ତୁ ନାହିଁ । ଆପଣ ଙ୍କ ଚୁତିକିଆ ବା ମୃତିକିଆ ହୋଇଚି ତାହେଲେ ଏହି ବ୍ରତ କରନ୍ତୁ ନାହିଁ ଯଦି ମାସିକ ଧର୍ମ ଚାଲୁଥାଏ ଋତୁମଧ୍ୟା ହୋଇଥାନ୍ତି ତାହଲେ ଏହାକୁ ପାଳନ କରିବା ଉଚିତ୍ ନୁହେଁ । କଳସ କୁ କେଉଁଠାରେ ରଖିବା ନାହିଁ ବା ଫୋପଡ଼ିବେ ନାହିଁ ଏହାକୁ ପାଣି ରେ ବିସର୍ଜନ କରିଦେବ ଆପଣ ଙ୍କ ପାଇ ଶୁଭ ହେବ । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *