ସାକ୍ଷାତ ମା’ ଲକ୍ଷ୍ମୀ ଙ୍କ ରୂପ ହୋଇଥାନ୍ତି ଏହି 5 ଟି ମାସରେ ଜନ୍ମ ହୋଇଥିବା ଝିଅମାନେ- Jyotish Shastra

ଆମ ଜୀବନରେ ସବୁ କିଛି ଜିନିଷର ମହତ୍ଵ ମାନ ଅଛି । ଆପଣ ଏହା ମଧ୍ୟ ଜାଣି ପାରିଥିବେ କି ସବୁ ଦାନ ମଧ୍ୟରେ 5 ଟି ଦାନର ମହତ୍ଵ ଅଧିକା ଅଛି ତାହା ମଧ୍ୟରେ ପ୍ରଥମ ଦାନ ହେଉଛି ଅର୍ଣ୍ଣ ଦାନ, ଦ୍ଵିତୀୟ ଦାନ ହେଉଛି କନ୍ୟା ଦାନ, ତୃତୀୟ ଦାନ ଭୂମି ଦାନ, ଚତୁର୍ଥ ଦାନ ହେଉଛି ଗୋ ଦାନ, ପଞ୍ଚମ ଦାନ ହେଉଛି ବିଦ୍ୟା ଦାନ । ଏହା ମହାନ ଦାନ ଅଟେ । ଅନେକ ବାପା ମା ମାନନ୍ତି  ଯେଉଁ ମାନେ ନିଜ ଘରେ ଥିବା ମହିଳା କିମ୍ବା କନ୍ୟା କୁ ମା ଲକ୍ଷ୍ମୀ ଙ୍କ ପ୍ରତିମା ମାନି ଥାନ୍ତି ।

ଏହାକୁ ବହୁତ କମ ଲୋକମାନେ ସ୍ଵୀକାର କରି ପାରନ୍ତି । ଆପଣ ଏହା ମଧ୍ୟ ଜାଣି ନିନତୁ କି କିଛି ଦାନ ଅଛି ଯାହା ଆମକୁ ବହୁତ ପାପରୁ ବଞ୍ଚାଇ ଦେଇ ଥାଏ । ଏହା ସହ କନ୍ୟା କୁ ଆମେ ମା ଲକ୍ଷ୍ମୀ’ ଙ୍କ ରୂପ କେବଳ ନୁହେଁ ମା ଦୂର୍ଗା ଙ୍କ ରୂପ ମଧ୍ୟ ମାନି ଥାଉ ।

ତେବେ ଆଜି ଆମେ କହିବ ଆକି କନ୍ୟା ମାନଙ୍କୁ ଲକ୍ଷ୍ମୀ ଙ୍କ ଆସନରେ ବସାଇବା ପରେ ମଧ୍ୟ ଆପଣ କିଭଳି ଜଣାଇବେ ସାଧାରଣ ଭାବେ କେଉଁ ମାସରେ କନ୍ୟା ମାନେ ଏହି ଭଳି ଜନ୍ମ ହୋଇ ଥାନ୍ତି । ଆଜି ଆମେ କହିବା କି କେଉଁ ମାସରେ ଜନ୍ମ ହୋଇଥିବା କନ୍ୟା ମାନେ ମା ଲକ୍ଷ୍ମୀ ଙ୍କ ପ୍ରତିମା ଭଳି ଥାନ୍ତି ।

ଆପଣ କିଛି କଥାକୁ ବିଚାର କରିକି ଏହାଉ ଜାଣିବା ଦରକାର । ମହିଳା ଙ୍କୁ ଦୁହିତା ମଧ୍ୟ କହିଥାଉ । କାରଣ ଯେଉଁ ମାନେ ଦୁଇ କୁଳର ସମସ୍ଯା କୁ ଦୂର କରି ଦେଇଥାଏ । ସେମାନେ ଦୁହିତା ସେମାନେ ଦୁଇକୁଳର ହିତ ପାଇଁ କାମ କରିଥାନ୍ତି ।

ମକର ମାସର 15 ଦିନ ପର ଠାରୁ କୁମ୍ଭ ମାସ ଯାଏ କିମ୍ବା ମାଘ ମାସର ଶୁଳ୍କ ପକ୍ଷରୁ  ଫାଲ୍ଗୁନ ମାସର କୃଷ୍ଣ ପକ୍ଷ ମଧ୍ୟରେ ଯେଉଁ ସମୟ ଥାଏ । ସେହି ସମୟରେ ଜନ୍ମ ହୋଇଥିବା କନ୍ୟା ମାନେ ବହୁତ ଭଲ ହୋଇଥାନ୍ତି ସେମାନେ ଯାହା ଘରେ ଜନ୍ମ ହୋଇଥାନ୍ତି ସେମାନେ ଧନ ଧାନ୍ୟରେ ପୋତି ହୋଇ ଯାଇ ଥାନ୍ତି ।

ଇଂରାଜୀ ମାସରେ ଯଦି କହିବ ଫେବୃୟାରି ରେ ଯେଉଁ ମାନେ ଜନ୍ମ ହୋଇଥାନ୍ତି ସେମାନେ ଭାଗ୍ଯବାନ ହୋଇଥାନ୍ତି । ଏହା ପରେ ମିନାର 15 ଦିନ ଠାରୁ ମେଶ ର 15 ଦିନ ଯାଏ । ଯଦି ଓଡିଆ ମାସ କଥା କହିବା ଚୈତ୍ର ମାସର  ଶୁଳ୍କ ପକ୍ଷରୁ ବୈଶାଖ ମାସର କୃଷ୍ଣ ପକ୍ଷ ଯାଏ ଏହି ସମୟ ଥାଏ ।

ଏହି ସମୟ ରେ ଜନ୍ମ ନେଇଥିବା ଅକନ୍ୟା ମା ଲକ୍ଷ୍ମୀ ର ସ୍ୱରୂପ ଅଟନ୍ତି । ଇଂରାଜୀ ନାମ ଅନୁସାରେ ଏପ୍ରିଲ ମାସରେ ଯେଉଁ ମାନେ ଜନ୍ମ ନେଇ ଥାନ୍ତି ସେମାନେ ଭାଗ୍ଯବାନ ଥାନ୍ତି । ଏମାନେ ଜନ୍ମ ନେବା ଘରେ ବ୍ରାହ୍ମଣ, ଆଦି ସବୁ ଙ୍କୁ ସମ୍ମାନ ମିଳିଥାଏ । ଏମାନେ ଯାହା ଘରକୁ ଯିବେ ସେହି ଜାଗାରେ ଏମାନେ ଉର୍ଣ୍ଣତୀ କରିବେ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *