100 ବର୍ଷ ପରେ କ୍ରୋଧିତ ଅଛନ୍ତି ଶନିଦେବ, କାଲି ଠାରୁ ସାବଧାନ ରୁହନ୍ତୁ ଏହି 4 ରାଶିର ଲୋକେ

ବନ୍ଧୁଗଣ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଇଥାଏ । କାରଣ ଶନିଦେବ ବ୍ୟକ୍ତିର କର୍ମକୁ ନେଇ ତାକୁ ଫଳ ଦେଇଥାନ୍ତି । ଏହା ଆମେ ସମସ୍ତେ ଜାଣିଥାଉ କି ଜ୍ୟୋତିଷ ଶାସ୍ତ୍ରର ଆମ ଜୀବନରେ କେତେ ମହତ୍ତ୍ଵ ରହିଛି । ଗ୍ରହ ମାନଙ୍କ ଚଳନ ପରିବର୍ତନ ହେବା ଦ୍ଵାରା ଆମ ଜୀବନରେ ଦୁଃଖ ଓ ସୁଖ ଆସିଥାଏ । ତେବେ ଦୀର୍ଘ ୧୦୦ ବର୍ଷ ପରେ ଏମିତିକା ସମୟ ଆସିଛି ଯେ ନ୍ୟାୟଧିଷ ଶନିଦେବ ଏହି ରାଶି ମାନଙ୍କ ଉପରେ କ୍ରୋଧିତ ଅଛନ୍ତି । ଏହି ରାଶି ମାନଙ୍କୁ ସାବଧାନ ରହିବାକୁ ପଡିବ । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ଧନୁ ରାଶି:- ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ କୋପ ଦୃଷ୍ଟି ପଡ଼ିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ସମସ୍ତ କାର୍ଯ୍ୟ ବିଫଳ ହେବ । ଆପଣଙ୍କୁ ସବୁ କ୍ଷେତ୍ରରୁ କ୍ଷତି ହୋଇପାରେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଶନିଦେବ ଙ୍କୁ ସ୍ମରଣ କରନ୍ତୁ । ଆପଣଙ୍କ ପରିବାରରେ କୌଣସି ଦୁଃଖ ସମ୍ବାଦ ମିଳିପାରେ । ପ୍ରତିଦିନ ସକାଳୁ ଉଠି ଭଗବାନଙ୍କୁ ପୂଜା କରନ୍ତୁ । ଏବଂ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ।

ମେଷ ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଖରାପ ରହିବାକୁ ଯାଉଛି । ଆପଣଙ୍କୁ ଚାକିରି କ୍ଷେତ୍ରରେ କୌଣସି କାରଣ ପାଇଁ କୈଫତ ଦେବାକୁ ପଡ଼ିବ । ସମାଜରେ ମାନ ସମ୍ମାନ ହାନି ହେବାର ଆଶଙ୍କା ରହିଛି । ଆପଣ ଗୋଟେ ମନ୍ତ୍ର ଜପ କରନ୍ତୁ ” ଓମ ଶନିଶ୍ଚରାୟ ନମଃ” ଏହି ମନ୍ତ୍ର ଦିନକୁ ୨୧ ଥର ଜପ କରନ୍ତୁ । ଏହା ଦ୍ବାରା ଆପଣଙ୍କ ଖରାପ ସମୟ ଖୁବ ଶୀଘ୍ର ଶେଷ ହେବ ।

କନ୍ୟା ରାଶି:- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଖରାପ ସମୟ ଆରମ୍ଭ ହେବାକୁ ଯାଉଛି । ଭଗବାନ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ରହିବାକୁ ଯାଉଛନ୍ତି । ଆପଣଙ୍କ କୌଣସି କର୍ମର ଫଳ ଦେବାକୁ ଯାଉଛନ୍ତି । ଆପଣଙ୍କୁ ସାବଧାନ ରହିବାକୁ ପଡ଼ିବ । ଶନିଦେବ ଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ । ଆପଣଙ୍କ ଦୁଃଖର ସମୟ ଶୀଘ୍ର ଶେଷ ହେବ ।

କର୍କଟ ରାଶି:- ଏହି ରାଶିର ବ୍ୟକ୍ତି ମାନେ ସତର୍କ ରୁହନ୍ତୁ । ଆପଣଙ୍କୁ ସବୁ କ୍ଷେତ୍ରରୁ ଅସଫଳତା ମିଳିବ । ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣଙ୍କୁ ଧନ ହାନି ହୋଇପାରେ । ଆପଣ ନ୍ୟାୟଧିଶ ଶନିଦେବ ଙ୍କୁ ଆରାଧନା କରନ୍ତୁ । ଆପଣଙ୍କ ପାଇଁ ଏହି ଖରାପ ସମୟ ଶେଷ ହୋଇଯିବ । କୌଣସି ନିଷ୍ପତି ନେବା ପୂର୍ବରୁ ବହୁତ ଭାବି ଚିନ୍ତି ନିଷ୍ପତି ନିଅନ୍ତୁ । ତେବେ ବନ୍ଧୁଗଣ ଶନିଦେବ ଙ୍କ କୋପ ଦୃଷ୍ଟି ରୁ ବଞ୍ଚିବା ପାଇଁ ଓ କୃପା ଦୃଷ୍ଟି ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶନିଦେବ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *