Vastu Tips- ମରିଗଲେ ବି ଶନିବାର ଦିନ ଖାଆନ୍ତୁ ନାହିଁ ଏହି 7ଟି ଜିନିଷ, ଘରକୁ ଆସିଥାଏ ଦରିଦ୍ରତା

ବନ୍ଧୁଗଣ ନ୍ୟାୟର ଦେବତା ଅଟନ୍ତି ଶନିଦେବ । ଶନିଦୋଷରୁ ବଞ୍ଚିବା ପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାରର ଉପାୟ କରିଥାନ୍ତି । ଶନିବାର ଭଗବାନ ଶନିଦେବ ଙ୍କ ଦିନ ହୋଇଥାଏ । ଏହି ଦିନ ସମସ୍ତେ ଶନିଦେବ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି । ଦାନ ଦେବା ସହିତ କିଛି ବ୍ୟକ୍ତି ଖାଦ୍ୟ ମଧ୍ୟ ଖାଇନଥାନ୍ତି । ତେବେ ଯଦି ଆପଣ ମଧ୍ୟ ଶନିଦୋଷରୁ ବଞ୍ଚିତ ରହିବାକୁ ଚାହୁଁଛନ୍ତି ତେବେ ଭୁଲରେ ବି ଶନିବାର ଦିନ ଏହି ଜିନିଷ ଗୁଡ଼ିକ ଖାଆନ୍ତୁ ନାହିଁ ।

ମସୁର ଡାଲି:- ଯଦି ଆପଣ ମସୁର ଡାଲି ଖାଇବାକୁ ଭଲ ପାଆନ୍ତି ଏବଂ ପ୍ରତିଦିନ ଖାଉଛନ୍ତି ତେବେ ମନେ ରଖନ୍ତୁ ଭୁଲରେ ବି ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ । ଏହା ଦ୍ବାରା ଶନିଦେବ ଙ୍କୁ ଅପମାନ ହୋଇଥାଏ ଏବଂ ଶନିଦେବ ନିଜର କୋପ ଦୃଷ୍ଟି ପକାଇଥାନ୍ତି । ତେଣୁ ଶନିବାର ଦିନ ମସୁର ଡାଲି ଖାଆନ୍ତୁ ନାହିଁ ।

ନାଲି ଲଙ୍କା:- ବହୁତ ଲୋକ ଏପରି ଅଛନ୍ତି ଯାହାଙ୍କୁ ଲଙ୍କା ଖାଇବାର ଅଭ୍ୟାସ ରହିଥାଏ । କିନ୍ତୁ ଯଦି ଆପଣ ଶନିଦେବ ଙ୍କ କୋପ ଦୃଷ୍ଟି ବଞ୍ଚିତ ରହିବାକୁ ଚାହୁଁଛନ୍ତି ତେବେ ଶନିବାର ଦିନ ନାଲି ଲଙ୍କା ର ସେବନ କରନ୍ତୁ ନାହିଁ ।

ଆମ୍ବ ଆଚାର:- ଶାସ୍ତ୍ରରେ ଅଛି କି ଶନିଦେବ ଙ୍କୁ ଖଟା ଅଂଶ ଥିବା ଖାଦ୍ୟ ପସନ୍ଦ ହୋଇନଥାଏ । ତେଣୁ ଶନିବାର ଦିନ କୌଣସି ପ୍ରକାରର ଖଟା ଜିନିଷ ବା ଆଚାର ର ସେବନ କରନ୍ତୁ ନାହିଁ ।

ସୋରିଷ ତେଲ :- ଶନିବାର ଦିନ ଶନି ମନ୍ଦିରରେ ସୋରିଷ ତେଲର ଦୀପ ଜଳାଯାଇଥାଏ । ସୋରିଷ ତେଲର ଦୀପ ଶନିଦେବ ଙ୍କୁ ପ୍ରସନ୍ନ କରିଥାଏ । କିନ୍ତୁ ଶନିବାର ଦିନ ସୋରିଷ ତେଲରେ ତିଆରି ହୋଇଥିବା ଜିନିଷ ଖାଇବା ଅନୁଚିତ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

ନିଶା ସେବନ:- ଯେଉଁ ବ୍ୟକ୍ତି ନିଶା ଦ୍ରବ୍ୟର ସେବନ କରନ୍ତି ତାଙ୍କ ଉପରେ ଶନିଦେବ କ୍ରୋଧିତ ହୋଇଥାନ୍ତି । ତେଣୁ ଭୁଲରେ ବି ଶନିବାର ଦିନ ଏହାର ସେବନ କରନ୍ତୁ ନାହିଁ ।

କ୍ଷୀର ଏବଂ ଦହି:- ଯେଉଁ ବ୍ୟକ୍ତିମାନେ ପ୍ରତିଦିନ କ୍ଷୀର ଖାଇବାକୁ ପସନ୍ଦ କରିଥାନ୍ତି ସେମାନେ ଶନିବାର ଦିନ ଏଥିରେ କିଛି ହଳଦୀ କିମ୍ବା ଗୁଡ ପକାଇ ଖାଆନ୍ତୁ । ସେହିପରି ଦହି ଖାଉଥିବା ବ୍ୟକ୍ତି ଏଥିରେ ଲଙ୍କା ଚକଟିକି ଖାଆନ୍ତୁ । ଏହା ଦ୍ବାରା ଶନିଦେବ ଙ୍କ କୋପ ଦୃଷ୍ଟିରୁ ମୁକ୍ତ ରହିବେ । ତେବେ ବନ୍ଧୁଗଣ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶନିଶ୍ଚରାୟ ନମଃ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *