Jyotish Shastra – ଶନିଦେବଙ୍କ ସବୁଠାରୁ ପ୍ରିୟ ହୋଇଥାଏ ଏହି 2ଟି ରାଶି, ଦୁନିଆର ସବୁଠୁ କୋଟିପତି ରାଶି

ବନ୍ଧୁଗଣ ଶନିଦେବ ହେଉଛନ୍ତି ନ୍ୟାୟର ଦେବତା । ଶନିଦେବ ଙ୍କ କୃପା ଥିଲେ ବ୍ୟକ୍ତି ର ଜୀବନରେ କୌଣସି ସମସ୍ୟା ରହେ ନାହିଁ । କିନ୍ତୁ ଯଦି ଶନିଦେବ ନିଜର କୋପ ଦୃଷ୍ଟି ପକାଇଥାନ୍ତି ତେବେ ବ୍ୟକ୍ତି ର ଜୀବନରେ ବହୁତ ସମସ୍ୟା ଲାଗିରହିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ମାନଙ୍କ ଚଳନ ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି 2ଟି ରାଶି ବିଷୟରେ କହିବାକୁ ଯାଉଛୁ ଯାହା ଶନିଦେବ ଙ୍କ ପ୍ରିୟ ହୋଇଥାଏ । ଏବଂ ଶନିଦେବ ନିଜର କୃପା ଦୃଷ୍ଟି ରଖିଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ରାଶି ଗୁଡ଼ିକ ବିଷୟରେ ।

ମେଷ ରାଶି :- ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଆସନ୍ତା ସମୟରେ ବହୁତ ଭଲ ଶୁଭ ହେବାକୁ ଯାଉଅଛି । ଆପଣ ବର୍ତ୍ତମାନ ମାନସିକ ରୂପରେ ଦୃଢ ରହିବେ । କାର୍ଯ୍ୟ କ୍ଷେତ୍ରରେ ପରିଶ୍ରମର ଫଳ ଆପଣଙ୍କୁ ବହୁତ ଜଲ୍ଦି ମିଳିବାକୁ ଯାଉଛି । ଆପଣଙ୍କୁ ସଫଳତା ସହ ଲାଭ ମଧ୍ୟ ହେବ । ବିଦ୍ୟାର୍ଥୀମାନେ ଶିକ୍ଷା କ୍ଷେତ୍ରରେ ସଫଳ ହେବେ । ଶନିଦେବ ଙ୍କ କୃପା ଆପଣଙ୍କ ଉପରେ ରହିବ । ଆପଣ ନିଜ ଜୀବନରେ ବହୁତ ଆଗକୁ ଯିବେ । ପରିବାରରେ ଯେଉଁ ସବୁ ସମସ୍ୟା ଦେଖା ଦେଉଛି ତାହା ସବୁ ଦୂର ହେବ ।

ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କ ଜୀବନରେ ବର୍ତ୍ତମାନ ସବୁ କିଛି ଠିକ ହେବାକୁ ଯାଉଅଛି । ଆପଣଙ୍କ ବୈବାହିକ ଜୀବନ ସୁଖମୟ ହେବ । ଅର୍ଥ ଲାଭର ମଧ୍ୟ ଯୋଗ ରହିଛି । ଏହି ରାଶିର ବ୍ୟକ୍ତି ମାନଙ୍କୁ ଭଲ ଚାକିରି ମିଳିବାର ମଧ୍ୟ ଯୋଗ ବନୁଛି । ଆପଣ ନିଜର ସମସ୍ତ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନ ଶନିଦେବ ଙ୍କୁ ନିଶ୍ଚୟ ସ୍ମରଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସବୁ କାର୍ଯ୍ୟ ସଫଳ ହେବ ।

କୁମ୍ଭ ରାଶି:- ଏହି ରାଶିର ବ୍ୟକ୍ତି ବିଶେଷ ମାନଙ୍କ ଉପରେ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି । ଏହି ରାଶିର ବ୍ୟକ୍ତିମାନଙ୍କ କୁଣ୍ଡଳିରେ ରାଜଯୋଗ ବନୁ ଅଛି । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତାହା ସବୁ ଦୂର ହୋଇଯିବ । ଆପଣଙ୍କୁ ସବୁ ସମସ୍ୟାରୁ ମୁକ୍ତି ମିଳିବ । ଆପଣଙ୍କୁ କିଛି ନୂଆ ନୂଆ ଅବସର ପ୍ରାପ୍ତ ହୋଇପାରେ । ଆପଣଙ୍କର ସବୁ ଦିନ ଶୁଭ ରହିବ । ଧନ ବର୍ଷା ହୋଇପାରେ । ଆପଣଙ୍କୁ ବ୍ୟବସାୟରେ ବହୁତ ଲାଭ ହେବ । ଆପଣ ନିଜର ସମସ୍ତ କାର୍ଯ୍ୟରେ ସଫଳତା ହାସଲ କରିବେ ।

ଭଗବାନ ଶନିଦେବ ଙ୍କ କୃପା ଆପଣଙ୍କ ଉପରେ ରହିଛି । ଆପଣଙ୍କ ଆଗାମୀ ଜୀବନ ସୁଖମୟ ହେବାକୁ ଯାଉଅଛି । ପରିବାରରେ ଦେଖା ଦେଇଥିବା ସମସ୍ୟା ସବୁ ଦୂର ହେବ । ପରିବାରରେ ଖୁସିର ମାହୋଲ ବନି ରହିବ । ଦାମ୍ପତ୍ୟ ଜୀବନରେ ଦେଖାଦେଉଥିବା ସମସ୍ତ ବାଦ୍ଧା ବିଘ୍ନ ଦୂର ହେବ । ଆପଣ ଦାମ୍ପତ୍ୟ ଜୀବନ ହସ ଖୁସିରେ ଅତିବାହିତ କରିବେ । ଏହି ରାଶିର ବ୍ୟକ୍ତି ମାନଙ୍କ ଖୁସି ସମୟ ଆରମ୍ଭ ହେବାକୁ ଯାଉଅଛି । ତେବେ ବନ୍ଧୁଗଣ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶନିଦେବ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *