ଶନିଦେବଙ୍କ କୃପାରୁ 2022 ରୁ 2035 ମଧ୍ୟରେ ଏହି ସବୁ ରାଶି ହେବେ ମାଲାମାଲ, ଦେଖନ୍ତୁ ଆପଣଙ୍କ ରାଶି ଅଛି କି !

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଟହାଏ । ପ୍ରଭୁ ଶନିଦେବ ହେଉଛନ୍ତି ନ୍ୟାୟାର ଦେବତା । ତାଙ୍କର କୃପା ଦ୍ରୁଷ୍ଟି ରହିଲେ ବ୍ୟକ୍ତିର ଭାଗ୍ୟ ବଦଳିଯାଏ । କିନ୍ତୁ ତାଙ୍କର କୋପ ଦ୍ରୁଷ୍ଟି ରହିଲେ ବ୍ୟକ୍ତି ତାଳି ତଳାନ୍ତ ହୋଇଯାଏ । ଆସନ୍ତା ୨୦୨୨ ରୁ ୨୦୩୫ ଯାଏଁ ଭଗବାନ ଶନିଦେବଙ୍କ କୃପାରୁ କିଛି ରାଶି ମାନଙ୍କର ଭାଗ୍ୟରେ ମହା ସଂଯୋଗ ଘଟିବା ଯୋଗୁ ଭାଗ୍ୟ ବଦଳିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ ରହିଛି ।

ମେଷ ରାଶି;- ଏହି ରାଶିର ବ୍ୟକ୍ତି ମାନଙ୍କୁ ଆର୍ଥିକ ସ୍ଥିତି କିମ୍ବା କୌଣସି ସମ୍ପତିକୁ ନେଇ ବିବାଦ ସେସ ହେବ । ଆପଣ କୌଣସି ସ୍ଥାନରେ ପୁରସ୍କୃତ ହୋଇ ପାରନ୍ତି ।   ଯେଉଁ ମାନେ ବିଦେଶରେ ନିଜର ଭାଗ୍ୟ ଆପଣେଇବାକୁ ଚାହାନ୍ତି ଯାଇ ପାରିବେ ଏହା ଭଲ ଫଳ ଦେବ । ନିଜର  କାମରେ କିଛି ନୂଆ ଜିନିଷ ଶିଖିବେ କିଛି ନୂଆ କାମ ଧରିବେ ।  ବୈବାହିକ ଜୀବନରେ ଖୁସି ମିଳିବ ।

କନ୍ୟା;- ଏହି ରାଶିର ବ୍ୟକ୍ତିମାନଙ୍କୁ ନିଜର ପ୍ରିୟ ଜଣଙ୍କ ସହ ସମୟ କାଟିବାକୁ ମିଳିବ । ଚାକିରୀରେ ଉନ୍ନତି କରିବେ । ଚାକିରି ଖୋଜୁଥିଲେ ଖୁବ ଶୀଘ୍ର ଚାକିରି ପାଇବେ । ବୈବାହିକ ଜୀବନରେ ଖୁସି ମିଳିବ । ସନ୍ତାନ ଚାହୁଁଥିଲେ ଆପଣଙ୍କୁ ସନ୍ତାନ ଲାଭ ମଧ୍ୟ ହେବ । ଆର୍ଥିକ କ୍ଷେତ୍ରରେ ଖୁବ ଉନ୍ନତି କରିବେ । ବ୍ୟବସାୟରେ ବହୁତ ଲାଭ ହେବ । ଆପଣଙ୍କ ସମସ୍ତ ଇଚ୍ଛା ପୂରଣ ହେବ । ଆପଣଙ୍କ ପାଇଁ ଖୁସିର ସମୟ ଆସିବାକୁ ଯାଉଛି ।

ବୃଷ;-  ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନିଙ୍କ କୃପା ଦୃଷ୍ଟି ପଡ଼ିବାକୁ ଯାଉଛି । ଯାହା ଫଳରେ ଆପଣଙ୍କ ସମସ୍ତ କାର୍ଯ୍ୟ ସଫଳ ହେବ । ଆପଣଙ୍କୁ ସବୁ କ୍ଷେତ୍ରରୁ ଉନ୍ନତି ମିଳିବ । କୌଣସି କାର୍ଯ୍ୟ କରିବା ପୂର୍ବରୁ ଶନିଦେବ ଙ୍କୁ ସ୍ମରଣ କରନ୍ତୁ । ଆପଣଙ୍କ ପରିବାରରେ କୌଣସି ସୁଖ ସମ୍ବାଦ ମିଳିପାରେ । ପ୍ରତିଦିନ ସକାଳୁ ଉଠି ଭଗବାନଙ୍କୁ ପୂଜା କରନ୍ତୁ । ଏବଂ ଶନିବାର ଦିନ ଶନି ମନ୍ଦିର ଯାଆନ୍ତୁ ।

କୁମ୍ଭ ରାଶି;- ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଉତ୍ତମ ରହିବ । ଆପଣଙ୍କ ଆର୍ଥିକ ସମସ୍ୟା ସବୁ ଦୂର ହେବ । ଆପଣଙ୍କ ଦୁଖର ସମୟ ସେସ ହେବାକୁ ଯାଉଛି । ଆପଣଙ୍କୁ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ବହୁତ ଲାଭ ହେବ । ଆପଣଙ୍କ କୌଣସି ଅଟକି ରହିଥିବା କାମ ପୂରଣ ହେବ । ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ତେବେ ବନ୍ଧୁଗଣ ପଭୁ ଶନିଦେବ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶନିଦେବ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *