ଶନିଙ୍କ ମାର୍ଗୀ ଚଳନ, ଏହି ରାଶି ଉପରେ ଧନ ଢାଳିବେ ଶନିଦେବ, ଦେଖନ୍ତୁ ଆପଣଙ୍କ ରାଶି ନୁହେଁ ତ ?

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶନି ଭଗବାନଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଯଦି ଶନିଦେବଙ୍କର କୌଣସି ରାଶିର ଜାତକ ଉପରେ ଖରାପ ନଜର ପଡିଯାଏ ତେବେ ସେ ରାଶିର ମଣିଷ ନିଜର ସବୁ ସମସ୍ୟାକୁ ସଜାଡିବାରେ ସଂପୂର୍ଣ୍ଣ ଜୀବନ କଟିଯାଏ । ଯଦି ଶନିଦେବଙ୍କ କୃପା ଦ୍ରୁଷ୍ଟି ପଡିଯାଏ ତେବେ ସେହି ମଣିଷ ବହୁତ କମ ପରିଶ୍ରମରେ ନିଜ ଜୀବନରେ ସବୁ ପ୍ରକାରର ସୁଖର ପ୍ରାପ୍ତି କରିଥାଏ ।

ତେବେ ସେହିଠାରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାୟୀ ଆଉ କିଛି ସମୟ ପରେ କିଛି ରାଶିଙ୍କର ଶୁଭ ଦିନ ଆସିବାକୁ ଯାଉଛି । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ମେଷ ରାଶି :  ଆପଣଙ୍କର ଖରାପ ସମୟ ଶେଷ ହୋଇସାରିଛି । ଭଗବାନ ଶନି ଆପଣଙ୍କ ଉପରେ କୃପା ଦ୍ରୁଷ୍ଟି ରଖିବେ । ଏହି ରାଶିର ବ୍ୟକ୍ତିଙ୍କୁ ମାନ ସମ୍ମାନର ପ୍ରାପ୍ତି ହେବ । ଆଗାମୀ ସମୟରେ ସଫଳତା ହାସଲ ହେବାର ଯୋଗ ଅଛି । ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇବେ । ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶନି ମହାରାଜଙ୍କ କୃପା ଲଗାତାର ରହିବ । ଯାହା ବି ସମସ୍ଯା ରହିଥିଲା ତାହାର ଅନ୍ତ ଘଟିବାକୁ ଯାଉଛି । ଆପଣଙ୍କୁ ଆଗାମୀ ଭବିଷ୍ୟତରେ ଭଲ ଲାଭ ପ୍ରାପ୍ତ ହେବ । ବନ୍ଧୁଙ୍କ ଠାରୁ ଲାଭ ମିଳିପାରେ । ଚାକିରିରେ ପ୍ରମୋଶନ ହେବାର ସମ୍ଭାବନା ଅଛି ।

ବିଛା ରାଶି : ଏହି ରାଶିର ଲୋକଙ୍କୁ ଆଗାମୀ ସମୟରେ ମନ ଚାହୁଁଥିବା ଚାକିରି ମିଳିବ । ଅଟକିଥିବା କାମ ପୂରଣ ହେବ । ଆପଣଙ୍କ ଜୀବନରେ ଆସୁଥିବା କଷ୍ଟ ଦୂର ହେବ । ଜୀବନରେ ବହୁତ ଜୋରରେ ସଫଳତା ପାଇବାରୁ କେହି ଅଟକାଇ ପାରିବେ ନାହି । ନୂଆ ଚାକିରିରେ ସଫଳତା ମିଳିବ ।

ଧନୁ ରାଶି ; ଆପଣଙ୍କ ଉପରେ ଶନିଦେବ ଖୁସି ପୂର୍ଣ୍ଣ ରହିବେ । ବ୍ୟାପାରୀଙ୍କୁ ବ୍ୟାପାର କ୍ଷେତ୍ରରେ ଭଲ ଲାଭ ମିଳିବାର ଯୋଗ ଅଛି । ଆଗାମୀ ଦିନରେ ସଫଳତାର ଅନେକ ମାର୍ଗ ମିଳିବ । କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ କରାଯାଇପାରେ । କାରୋବାରରେ ଦିନକୁ ଦିନ ଲାଭ ଅବଧିବ୍ବ ।

କୁମ୍ଭ ରାଶି : ଶନି ମହାରାଜ ଅତ୍ୟନ୍ତ ପ୍ରସନ୍ନ ରହିବେ । ଜୀବନର ସବୁ ବାଧା ଦୂର ହେବ । ପ୍ରେମ ସମ୍ପର୍କରେ ଯେଉଁ ବ୍ୟକ୍ତି ଅଛନ୍ତି ସେମାନଙ୍କର ପ୍ରେମ ବିବାହର ସମ୍ଭାବନା ଅଛି । ଆପଣଙ୍କ ଦ୍ଵାରା କରାଯାଇଥିବା ଚେଷ୍ଟା ସଫଳ ହେବ । ଆର୍ଥିକ ସ୍ଥିତି ମଜବୁତ ହେବ । ନୂଆ ଘର କିଣିପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ।

ତୁଳା ରାଶି : ଆପଣଙ୍କୁ କୌଣସି ନିବେଶରୁ ଲାଭ ମିଳିବାର ସମ୍ଭାବନା ଅଛି । ପରିବାରରେ ସୁଖ ଶାନ୍ତି ଆଗି ରହିବ । ଅଟକିଥିବା ଟଙ୍କା ଫେରି ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ସମୟ ସାବ୍ଯସ୍ତ ହେବ । ଚାକିରି ମିଳିବା ମାତ୍ରେ ଆପଣଙ୍କର ସମସ୍ତଙ୍କର ବ୍ୟବହାର ବଦଳିଯିବ । ଏହି ସମୟ ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ ।

Leave a Reply

Your email address will not be published. Required fields are marked *