Vastu Tips – ଶଙ୍ଖ ଘରେ ରଖିଛନ୍ତି କି ? ଏହି ଭୁଲ କରନ୍ତୁ ନାହିଁ ସାବଧାନ ! ନଚେତ…

ବନ୍ଧୁଗଣ ଆଜି ଆମେ ଜାଣିବା ଘରେ ଯଦି ଶଙ୍ଖ ରଖୁଛନ୍ତି ତେବେ କରନ୍ତୁ ନାହିଁ ଏହି ଭୁଲ । ଆମ ହିନ୍ଦୁ ଧର୍ମରେ ଶଙ୍ଖର ଅଧିକ ମହତ୍ଵ ରହିଅଛି । ପ୍ରତେକ ଘରର ଠାକୁର ଘରେ ନିଶ୍ଚିନ୍ତ ଭାବେ ଶଙ୍ଖ ଟିଏ ଥିବ । କିନ୍ତୁ ଶଙ୍ଖ ରଖିବା ଦ୍ଵାରା ବି ତାହାର କେତେ ଗୁଡେ ନିୟମ ରହିଛି । ଯଦି ଆପଣ ସେହି ନିୟମ ପାଳନ କରୁନଥିବେ ତେବେ ଏହା ଆପଣଙ୍କ ଘର ପାଇଁ ବିପଦ । ଏବଂ ଘର ଅମଙ୍ଗଳ ହୋଇଥାଏ ।

ଜିମିତିକି ଆପଣ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁ ଙ୍କର ପ୍ରିୟା ବସ୍ତୁ ହେଲା ଶଙ୍ଖ, ଆପଣ ଦେଖିଥିବେ ଭଗବାନ ବିଷ୍ଣୁଙ୍କ ହାତରେ ସର୍ବଦା ଶଙ୍ଖ ସୋଭା ପାଇଥାଏ । ଯେକୌଣସି ପୂଜାରେ ଶଙ୍ଖର ଦ୍ଵାନୀ ନ ବାଜିଲେ ତାହା ସଫଳ ହୋଇନଥାଏ । ଏବଂ ଶଙ୍ଖ ବଜାଇବା ଦ୍ଵାରା ଘରର ନକରାତ୍ମକ ଊର୍ଜା ବାହାରକୁ ପଳାଇଥାଏ ।

ବନ୍ଧୁଗଣ ସନ୍ଧ୍ୟା ସମୟରେ ନକରାତ୍ମକ ଶକ୍ତିର ପ୍ରଭାବ ବହୁତ ଅଧିକ ରହିଥାଏ । ସେଥିପାଇଁ ପ୍ରତେକ ତୁଲସୀ ଗଛ ମୂଳେ ସନ୍ଧ୍ୟା ଦେବା ସମୟରେ ଶଙ୍ଖ ବାଜଯାଏ । ମନେ ରଖନ୍ତୁ ଯେତେବେଳେ ଆପଣ ଶଙ୍ଖ ବଜାଇବେ ସବୁବେଳେ ତିନି ଥର ଏବଂ ଅଧ ବଜାଇବେ । ଏହା ଶୁଭ ବୋଲି ଶାସ୍ତ୍ରରେ ବର୍ଣନା କରାଯାଇଛି । ଶଙ୍ଖ ବଜାଇବା ବେଳେ କେବେବି ଭୁଲରେ ଅଧା ଖଣ୍ଡିଆ ଶଙ୍ଖ ବଜାଇବେ ନାହିଁ ।

ଯଦି ଆପଣଙ୍କର ଅଭ୍ୟାସ ନାହିଁ ତାହେଲେ ବଜନ୍ତୁ ନାହିଁ । ଯେଉଁ ଘରେ ଶଙ୍ଖ ନଥାଏ ସେହି ଘରକୁ କେବେବି ମା ଲକ୍ଷ୍ମୀ ଯାନ୍ତି ନାହିଁ । ସେହି ଘରେ ସବୁବେଳେ ଧନର ଅଭାବ ଦେଖିବାକୁ ମିଳିଥାଏ । ଶଙ୍ଖକୁ ସବୁବେଳେ ଉଚ ସ୍ଥାନରେ ରଖନ୍ତୁ । କେବେବି ତଳେ ରଖିବେ ନାହିଁ । ଯଦି ଆପଣଙ୍କୁ ହାର୍ଟ ଜନିତ ବା ପେଟ ଜନିତ କୌଣସି ସମଶ୍ୟା ରାଇଛି ତେବେ ଆପଣ ପ୍ରତେକ ଦିନ ଶଙ୍ଖ ବଜାନ୍ତୁ ଏହା ଆପଣଙ୍କ ଶରୀର ପାଇଁ ବହୁତ ଭଲ ହୌଇଥାଏ ।

ଶଙ୍ଖକୁ ଛୁଇଁବା ମାତ୍ରେ ଆପଣ ପବିତ୍ର ହୋଇଥାନ୍ତି । ଶଙ୍ଖ ହେଉଛି ପବିତ୍ରତାର ପ୍ରତୀକ । କିନ୍ତୁ ଶଙ୍ଖକୁ କେବେବି ବୀନା ସ୍ନାନ କରି ଧରନ୍ତୁ ନାହିଁ । ସବୁବେଳେ ସ୍ଵଚ୍ଚ ହୋଇ ଶଙ୍ଖକୁ ହାତରେ ଧରନ୍ତୁ । ଯଦି ଆପଣ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଚହୁଁଛନ୍ତି ତେବେ ଘରେ ଦୁଇଟି ଶଙ୍ଖ ଆଣିରଖନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଘର ଧନ, ସୁଖ, ସମୃଦ୍ଧିରେ ଭାରି ଦେଇଥାନ୍ତି । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *