Breaking- ଲକଡାଉନ କୁ ଆଖି ଆଗରେ ରଖି ଦେଶରେ ପୁଣି ବହୁମାତ୍ରାରେ ଶସ୍ତା ହେଲା ଗ୍ୟାସ ଦର ! ପ୍ରଧାନ ମନ୍ତ୍ରୀ କଲେ ବଡ ଘୋଷଣା, ଜାଣନ୍ତୁ କେତେ ଟଙ୍କା କମିଲା ଦର

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଆଜି କାଲି ସମସ୍ତେ ଗ୍ୟାସ୍ ବ୍ୟବହାର କରୁଛନ୍ତି । ଆଗ କାଳ ରେ ଲୋକ ମାନେ ଚୁଲି ଜାଳି ରୋସେଇ ଆଦି କରୁଥିଲେ । ଅବଶ୍ୟ ଗାଁ ରେ ଲୋକ ମାନେ ଏବେ ବି ଚୁଲି ବ୍ୟବହାର କରୁଛନ୍ତି । କିନ୍ତୁ ଏବେକା ସମୟ ରେ ସେ ସବୁ ଆଉ ନାହିଁ । ସମସ୍ତେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର୍ ବ୍ୟବହାର କରି ରୋଷେଇ କାର୍ଯ୍ୟ କରୁଛନ୍ତି । ତେବେ କିଛି ଜିନିଷ ର ଯଦି ଦାରା କମି ଥାଏ ଅଟ ପୁଣି କେତେବେଳେ ବଢ଼ିଥାଏ ।

ତେବେ ଯେତେବେଳେ ଗ୍ୟାସ୍ ଦର ବଢ଼ି ଥାଏ ସେତେବେଳେ ତାହା ଲୋକ ମାନ ଙ୍କ ର ମୁଣ୍ଡ ବିନ୍ଧା ର କାରଣ ହୋଇଥାଏ । କିନ୍ତୁ ବର୍ତ୍ତମାନ ଲୋକ ମାନ ଙ୍କ ପାଇ ଅଶ୍ୱଷ୍ଟିକର ଖବର ଆସିଚି ଗ୍ୟାସ୍ ସିଲିଣ୍ଡର୍ ର ଦର କିଛି ମାତ୍ର ରେ କମ୍ ହେବାର ଦେଖା ଯାଇଛି । ତେବେ ସୂଚନା ଅନୁଯାୟୀ ଚଳିତ ଜାନୁଆରୀ ମାସ ରେ ଗ୍ୟାସ୍ ଦର ରେ କିଛି ପରିବର୍ତ୍ତନ ଦେଖା ଯାଇନଥିଲା ।

କିନ୍ତୁ ଆଜି ଫ୍ରେବୁଆରି ମାସ ରେ ତୈଳ କମ୍ପାନୀ ଗୁଡ଼ିକ ନୂଆ ଦର ଧାର୍ଯ୍ୟ କରିଛନ୍ତି । ଏହି ନୂଆ ଦରରେ ବିନା ସବସିଡ ଗ୍ୟାସ୍ ଦର ରେ କୌଣସି ବୃଦ୍ଧି ଘଟି ନାହିଁ । ତେବେ ମିଳିଥିବା ସୂଚନା ମୁତାବକ 19 କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ୍ ଦର ରେ 91,57 ତାଙ୍କ ହ୍ରାସ ପାଇଛି । ତେବେ ଏହି ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀ ରେ 19 କେଜି ବ୍ୟବସାୟିକ ଗ୍ୟାସ୍ ର ଦର ବର୍ତ୍ତମାନ 1907 ଟଙ୍କା ଅଛି ।

ତୈଳ କମ୍ପାନୀ ଏବେ କମର୍ସିଆଲ ଗ୍ୟାସ୍ ଦର ହ୍ରାସ କରିଛନ୍ତି ଯାହା ଲୋକ ମାନଙ୍କର ଆଶ୍ୱସ୍ତି ର କାରଣ ପାଇଛି । ତେବେ ବର୍ତ୍ତମାନ ଦିଲ୍ଲୀ ରେ 14,2 କେଜି ଗସ ସିଲିଣ୍ଡର୍ ଦାମ୍ 899,50 ଟଙ୍କା ରହିଛି । ଅନ୍ୟପଟେ ଚେନ୍ନାଇ ରେ ବିନା ସବସିଡି ସିଲିଣ୍ଡର ଦାମ୍ 915 ଟଙ୍କା 50 ପଇସା । ମୁମ୍ବାଇ ରେ ଏହାର ଦାମ୍ 899,50 ଟଙ୍କା ରହିଛି ଅନ୍ୟପଟେ କଲିକତା ର ରୋଷେଇ ଗ୍ୟାସ୍ ଦର 926 ଟଙ୍କା ରହିଛି ।

ତେବେ ଆଜି ସାଂସଦ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ 2022-23 ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଆଉ ଏହାର ଠିକ୍ ପୂର୍ବ ରୁ ଦେଶ ରେ ବ୍ୟବସାୟିକ ଗ୍ୟାସ୍ ଦର ହ୍ରାସ ଘଟିବା ଲୋକ ମାନ ଙ୍କୁ ଆଶ୍ୱସ୍ତି ଦେଇଛି । ଏହି ଖବର କୁ ନେଇକି ଲୋକ ମାନେ ବେଶ୍ ଖୁସି ଅଛନ୍ତି । ତେବେ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *