Cuttack ଓ Bhubaneswarରେ ମିଳିବ ଏତେ ଶସ୍ତାରେ ଘର, ରାଜ୍ୟ ଗୃହ ନିର୍ମାଣ ସଂସ୍ଥା କରିବେ ବଡ ଘୋଷଣା, ଏମିତି କିଣି ପାରିବେ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ଜୀବନରେ ବହୁତ କିଛି ହାସଲ କରିବାକୁ ଚାହିଁଥାଏ । ତେବେ କମ ପଇସା ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆସିଛି ଖୁସି ଖବର । ସୁଲଭ ମୂଲ୍ୟରେ ମିଳିବ ଭୁବନେଶ୍ୱର ଏବଂ କଟକ ରେ ମିଳିବ ବାସ ଗୃହ । ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ମିଳିଛି ଏହି ଜବରଦସ୍ତ ଖବର । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରେ ତିଆରି ହୋଇଛି ୧୫୦ ଟି ଫ୍ଲାଟ । ଏହି ଫ୍ଲାଟ ବିକ୍ରି ର ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଭୁବନେଶ୍ୱର ର ଡୁମଡୁମା ରେ ୧ ଏକର ସରକାରୀ ଜମିରେ ସୁଭଦ୍ରା ଏନକ୍ଲବ ରେ ଆରମ୍ଭ ହୋଇଛି ଏହି ଫ୍ଲାଟ ନିର୍ମାଣ । ଏଠାରେ ମୋଟ ୧୮୦ ଟି ଫ୍ଲାଟ ତିଆରି କରାଯିବ ।

ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଏହି ଫ୍ଲାଟ୍ ଗୁଡ଼ିକ ଖୁବ ସ୍ଵଚ୍ଛ ପ୍ରକ୍ରିୟାରେ ବିକ୍ରି କରାଯିବ ଅର୍ଥାତ୍ ଅଳ୍ପ ଟଙ୍କାରେ ବିକ୍ରି ହେବ । କଟକରେ ମଧ୍ୟ ମୋଟ ୯ କୋଟି ୧୫ ଲକ୍ଷ ବ୍ୟୟ ଅଟକଳରେ ଆର୍ଥିକ ଦୁର୍ଲଭ ଶ୍ରେଣୀ ଙ୍କ ପାଇଁ ହୋଉସିଂ ପ୍ରକଳ୍ପରେ ଏହାର ହସ୍ତାନ୍ତର କରାଯିବ । ମାଧ୍ୟମ ଧାରଣ ଲୋକଙ୍କ ପାଇଁ ଏହି ଫ୍ଲାଟ ର ମୂଲ୍ୟ ମାତ୍ର ୪ ଲକ୍ଷ ୧୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି । ଏଠିକି ପଇସାରେ ଫ୍ଲାଟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ସରକାର ।

ଯେଉଁ ବ୍ୟକ୍ତି ଗରିବ ବା ଅଳ୍ପ ପଇସା ରୋଜଗାର କରୁଛନ୍ତି । ଏବଂ ତାଙ୍କର ନିଜର ଘର ନାହିଁ । ତେବେ ସେମାନଙ୍କୁ ସ୍ୱଚ୍ଛତା ଭାବରେ ଏହି ସ୍କିମ ରେ ସାମିଲ କରାଯିବ । ଯେଉଁ ଆଧାର ରହିଛି ତାହା ଦ୍ୱାରା ଆପଣଙ୍କୁ ଫ୍ଲାଟ ମିଳିବ । ଏହି ଫ୍ଲାଟ ଗୁଡ଼ିକ ୪୨ ମାସ ମଧ୍ୟରେ ସମ୍ପୂର୍ଣ୍ଣ ନିର୍ମାଣ ହୋଇଯିବ । ଏବଂ ଖୁବ ଶୀଘ୍ର ଆପଣ ସମସ୍ତଙ୍କୁ ଦିଆଯିବ ।

ଭୁବନେଶ୍ବରରେ ଏହାର ନିର୍ମାଣ ଆଜିଠାରୁ ଆରମ୍ଭ ହୋଇସାରିଛି । ୧ ଏକର ଜାଗା ଉପରେ ଏହି ପ୍ରୋଜେକ୍ଟ କୁ ସମ୍ପୂର୍ଣ୍ଣ କରାଯିବ । ଯେଉଁଥିପାଇଁ ପ୍ରାୟ ୪୯ କୋଟି ଟଙ୍କା ଖର୍ଚ କରାଯିବ । ଏହି ଫ୍ଲାଟ ଗରିବ ଲୋକ ଏବଂ ମାଧ୍ୟମ ଧାରଣ ଲୋକ କିଣିପରିବେ । ଏହା ସହିତ ଗୋଟେ ପ୍ରୋଜେକ୍ଟ କୁ ଶେଷ କରୀକି ମଧ୍ୟ କଟକ ନୂଆ ବଜାର ରେ ଲୋକ ଘର ପାଇ ପାରିବେ ।

ଏବଂ ଆଗାମୀ ସମୟରେ ସମସ୍ତ ଜିଲ୍ଲାରେ ଏହି ଭଳି ଘର ନିର୍ମାଣ କରାଯିବ ବୋଲି ପ୍ଲାନ ରହିଛି । ତେବେ ଏବେ ଆଊ ଦୁଃଖର ଦିନ ରହିବ ନାହିଁ ବୋଲି ଆମର ଆଶା ଏବଂ ଯେଉଁ ବ୍ୟକ୍ତି ମାନଙ୍କର ଘର ନାହିଁ ତାଙ୍କୁ ଖୁବ ଶୀଘ୍ର ଘର ମଧ୍ୟ ମିଳିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *