Vastu Tips – ମନୁଷ୍ୟ କେଉଁ କର୍ମ କଲେ, କେଉଁ ଜନ୍ମ ମିଳେ, ଥରେ ମାତ୍ର ଦେଖନ୍ତୁ

ଆପଣ ମାନେ ଜାଣି ଥିବେ କି କିଛି ଲୋକମାନେ ଖରାପ କମ କରିଥାନ୍ତି ଓ ସେମାନେ ସା ମାନିବା ପାଇଁ ମନା କରି ଥାନ୍ତି କି ତାଙ୍କ ଦ୍ଵାରା କିଛି ଭୁଲ ହୋଇନି । ଆପଣ କଣ ଜାଣି ଛନ୍ତି କି ଯେଉଁ ମାନେ ଏହି ଭଳି ଥାନ୍ତି ସେମାନେ କାହିଁ କି ଏହି ଭଳି କହିଥାନ୍ତି ଆପଣ ନ୍କୁଆ ଆଜି ଆମେ କହିବା ଏହି ଭଳି ଲୋକମାନେ କେଉଁ ଭଳି ଜନ୍ମ ପାଇ ଥାନ୍ତି ଓ ନିଜ କାମର ଫଳ ପାଇ ଥାନ୍ତି । ଆପଣ ଯଦି ନିଜ କାମକୁ ଲୁଚାଇବା ପାଇଁ ଯାହାଭି କରନ୍ତୁ ଏହା ଦିନେ ନା ଦିନେ ସଭିଙ୍କ ଆଗକୁ ଆସିବ ।

ଆପଣ ଯଦି ଏହାକୁ ଜୀବନର ଅନ୍ତିମ  ଯାଏ ମଧ୍ୟ କାହାକୁ କହି ନଥିବେ ତଥାପି ଏହା ସଭିଙ୍କ ଆଗକୁ ଆସିବା କଥା ଆସିଯିବ । ଆଜି ଆମେ ଆଖିବା କି ଗରୁଡ ପୁରାଣରେ ଲେଖା ହୋଇଥିବା କଥା ଅନୁସାରେ ଆମେ କେଉଁ ଭଳି କାମ କରିବା ଦ୍ଵାରା କେଉଁ ଭଳି କର୍ମ ର ଶିକାର ହେବା ।

ଗରୁଡ ପୁରାଣ ଅନୁସାରେ  ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଯେଉଁ ମାନେ ପଶୁ ଆଖି ମାନଙ୍କ ପାଇଁ ନିଜ ମନରେ ପାପ ଭାବନା ରଖୀ ଥାନ୍ତି ସେମାନେ କେଉଁ ଭଳି କର୍ମ ର ପାଇ ଥାନ୍ତି ଯଦି କାହାକାଉ ମାରିକି ତାହାର ଲାଶ ଉପରେ ଏମାନେ ଠିଆ ହୋଇ ଥାନ୍ତି ତେବେ ଏହାଙ୍କ ଅବସ୍ଥା କଣ ହୋଇଥାଏ ।

ଯଦି ଜଣେ ମଣିଷ ହୋଇ ଯାଇଛି ମାତ୍ର ସେ ସନ୍ୟାଶି ହେବା ପରେ ଯଦି ସ୍ତ୍ରୀ ସହ ସମ୍ପର୍କ ସହ ରଖେ । ତେବେ ସେ ଆଗ ଜନ୍ମ ରେ ବିସ୍ତାର କୃମି ହୋଇ ଜନ୍ମ ନେବେ । ଆପଣ ଯଦି ସବୁ ବେଳେ ସଭିଙ୍କ ସହ ଝଗଡା କରିଥାନ୍ତି ତେବେ ଆପଣ ଆର ଜନ୍ମ ହୋଇ ଥାନ୍ତି ଏକ ବିଲେଇ ହୋଇ ।

ଯେଉଁ ମନ ଏସବୁ ବେଳେ ଅଯଥା କଥାରେ ଚିତ୍କାର କରିଥାନ୍ତି ସେମାନେ ଆଗ ଜନ୍ମ ରେ କାଉ ହୋଇ ଜନ୍ମ ହୋଇଥାନ୍ତି । ଆପଣ ଯଦି ଲୋଭୀ ହୋଇ ଥାନ୍ତି ଯାହା ଆପଣଙ୍କ ପାଖେ କାହାକୁ ଦେଇ ନଥାନ୍ତି ତେବେ ଆପଣ ଆର ଜନ୍ମ ରେ ଛେଳି ହୋଇକି ଜନ୍ମ ହୋଇଥାନ୍ତି ।

ଯେଉଁ ମାନେ ପରନାରୀ ପର ନାରୀ କିମ୍ବା ପର ଧନ କୁ ଗ୍ରହଣ କରିଥାନ୍ତି ସେମାନେ କଙ୍କଡା ହୋଇ ଜନ୍ମ ହୋଇ ଥାନ୍ତି । ଯେଉଁ ମାନେ ଖାଦ୍ଯ ପକାଇ ଥାନ୍ତି ଓ ଅଖାଦ୍ଯ କୁ ଗ୍ରହଣ କରିଥାନ୍ତି ସେମାନେ ପର ଜନ୍ମ ରେ ଘୁଷୁରି ହୋଇ ଜନ୍ମ ହୋଇଥାନ୍ତି । ଯେଉଁ ମାନେ ସବୁ ବେଳେ ବାକ ଯୁଧ୍ୟରେ ଆଗୁଆ ଥାନ୍ତି ଆଗୁଆ ହିଂସା ଆଚରଣ କରିଥାନ୍ତି ସେମାନେ ଆରଜନ୍ମ ରେ କୁକୁର ହୋଇ ଜନ୍ମ ହୋଇଥାନ୍ତି ।

ଯେଉଁ ମାନେ ସବୁ ବେଳେ ମାଳିମୋକଦମା ଅକରିବା ପାଇଁ ଭଲ ପାଇ ଥାନ୍ତି ସେମାନେ ମେଣ୍ଢା ଜନ୍ମ ହୋଇଥାନ୍ତି । ଯଦି କେହି ସବୁ ବେଳେ ଅନ୍ୟକୁ ମିଛ କଥାରେ ଦଣ୍ଡ ଦେଇ ଥାଏ ଓ ସବୁ ବେଳେ ରାଗୁ ଥାଏ ସେମାନେ ଆଗ ଜନ୍ମ ରେ ସାପ ହୋଇକି ଜନ୍ମ ନେଇ ଥାନ୍ତି । ଯେଉଁ ମାନେ ବାପା ମା ଙ୍କୁ ସମ୍ମାନ ଦେଇ ନଥାନ୍ତି ସେମାନେ ପର ଜନ୍ମ ରେ ମୁକ ହୋଇ ଜନ୍ମ ହୋଇ ଥାନ୍ତି । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *