ଶାଶୁ ପ୍ରେମରେ ଜ୍ଵାଇଁ ହେଲା ଅନ୍ଧ: ଶାଶୁ ମଥାରେ ସିନ୍ଦୁର ଦେଲା ଜ୍ଵାଇଁ, ଝିଅ ହେଲା ସଉତୁଣୀ, ତାପରେ ଯାହା ହେଲା…

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଶୁଣିଥିବେ କି ପ୍ରେମ କେବେ ମଧ୍ୟ ଜାତି, ଧର୍ମ, ଖ୍ୟାତି, ଧନ, ସମ୍ପର୍କ ଏବଂ ବୟସ ଦେଖେ ନାହିଁ । ବେଳେ ବେଳେ ଲୋକ ପ୍ରେମରେ ଏତେ ମଗ୍ନ ହୋଇଯାଆନ୍ତି କୁ ସେମାନେ କିଛି ମଧ୍ୟ କରିବାକୁ ପଛଘୁଂଚା ଦିଅନ୍ତି ନାହିଁ । ମନୁଷ୍ୟ ନିଜର ପ୍ରେମ ପାଇଁ ନିଜ ସମ୍ପର୍କର ମଧ୍ୟ ବଳିଦାନ ଦେଇଥାଏ । ବହୁତ ସମୟରେ ଆମକୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ଶୁଣିବାକୁ ମିଳେ ।

ଯାହା ଉପରେ ବିଶ୍ୱାସ କରିବା ସମସ୍ତଙ୍କ ପାଇଁ ଅସମ୍ଭବ ହୋଇଥାଏ । କଥାରେ ଅଛି ପ୍ରେମ ଆଗରେ ସବୁ ସମ୍ପର୍କ ଫିକା ପଡ଼ିଯାଏ । ତେବେ ଏହି ପ୍ରେମରେ ସବୁକିଛି ଭୁଲିବା ସ୍ଵାଭାବିକ । ବର୍ତମାନ ଏପରି ଏକ ଖବର ମିଳିଛି । ଯାହା ବିହାର ର ମୀର୍ଜପୂର ଥରେ ଘଟିଛି । ସେଠାରେ ଶାଶୁ ଏବଂ ଜ୍ବାଇଁ ଙ୍କ ଯୋଡ଼ି ବର୍ତ୍ତମାନ ଖୁବ ଚର୍ଚ୍ଚାରେ ରହିଛି ।

ପ୍ରେମରେ ମଣିଷ ଅନ୍ଧ ହୋଇଯାଏ ବୋଲି ଏହି ଶାଶୁ ବୋହୂ ଯୋଡ଼ି ଏହାକୁ ପ୍ରମାଣ କରିଛି । କୁହାଯାଉଛି କି ଦୁହେଁ ଦୁହିଁଙ୍କ ପ୍ରେମରେ ଏପରି ପାଗଳ ହୋଇଥିଲେ କି ଦୁହେଁ ପରସ୍ପର ର ଘର ସଂସାର ଛାଡ଼ି ଚାଲିଯାଇଥିଲେ ଏବଂ ଏହାପରେ ଏହି ଶାଶୁ ଜ୍ବାଇଁ ଙ୍କ ଯୋଡ଼ି ସ୍ବାମୀ ସ୍ତ୍ରୀ ର ଯୋଡ଼ିରେ ପରିବର୍ତ୍ତନ ହୋଇଥାଏ । ଦୁହେଁ ପରସ୍ପରକୁ ପ୍ରେମ କରିବସିଥିଲେ ।

ଏହି ଘଟଣାରେ ମହିଳାଙ୍କ ସ୍ବାମୀ ଏବଂ ଝିଅ ଆପତି କରିଥିଲେ । କିନ୍ତୁ ଶାଶୁ ଜ୍ବାଇଁ ପରସ୍ପର ର ଅନୁମତି ନେଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଖବର ଜଣା ପଡ଼ିବା ପରେ ସେଠିକାର ସ୍ଥାନୀୟ ଲୋକେ ପୋଲିସ ରେ ସୂଚନା ଦେଇଥିଲେ । ଦୁହିଁଙ୍କୁ ଥାନାକୁ ମଧ୍ୟ ନିଆଯାଇଥିଲା । ସେଠାରେ ଦୁହେଁ ପରସ୍ପର ସହିତ ରହିବାକୁ କହିଥିଲେ । ଏବଂ ସେମାନେ କୋର୍ଟ ରେ ବିବାହ ମଧ୍ୟ କରିଛନ୍ତି ବୋଲି କହିଥିଲେ ।

 

ଏହା ପରେ ପୋଲିସ ତାଙ୍କୁ ନିଜର ବୈବାହିକ ଜୀବନ ସୁଖରେ ଅତିବାହିତ କରିବାକୁ ଛାଡ଼ିଦେଇଥିଲେ । ପରିବାର ଲୋକେ ଉଭୟ ଙ୍କ ଠାରୁ ଅଲଗା ହୋଇ ରହୁଛନ୍ତି । ଏହି ବିଷୟ ବର୍ତ୍ତମାନ ପୁରା ଭାରତରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ, ଏହି ପରି ସମ୍ପର୍କ ଆଗକୁ ସୃଷ୍ଟି ନହେଉ ଚାହିଁଥିଲେ ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *