ବଡ ଖବର;- ସତ ସାମ୍ନାକୁ ଆସିଲା ! ଅଲଗା ହେଲେ ଓଡିଆ ସିନେ ଜଗତର ବହୁ ଚର୍ଚିତ ଯୋଡି ବବି ମିଶ୍ର ଓ କୋଏଲ ବାନାର୍ଜୀ ! ପ୍ରକୃତ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…

ଆମେ ଅନେକ ଓଲିଉଡ କଳାକାର ଆଦି ଙ୍କ ବିଷୟରେ ଜାଣିଚୁ। ତେବେ କିଛି ଓଡିଶା ବାହାରର କଳାକାର ମାନେ ମଧ୍ୟ ଓଲିଉଡ ଜଗତରେ ପାଦ ଦେଇ ଛନ୍ତି । ନିଜର ଅଭିନୟ ଓ କଲା ମାଧ୍ୟମରେ ଏହି କଳାକାର ମାନେ ଅନେକ ଲୋକଙ୍କ ର ପ୍ରିୟ ର ପାତ୍ର ହୋଇଛନ୍ତି ।  ଓଲିଉଡ ଚଳଚିତ୍ର ର ଅଭିନେତ୍ରୀ କୋୟଲ ବାନାର୍ଜୀଙ୍କୁ ସମସ୍ତେ ଜାଣିଛନ୍ତି। ସେ ବଙ୍ଗ ଦେଶରେ ଜନ୍ମ ଗ୍ରହଣ କରିଥିଲେ। ତେବେ ସେ ବହୁତ ଚଳଚିତ୍ର ରେ ଅଭିନୟ କରିଛନ୍ତି। କୋୟଲ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ତେବେ ସେହି ଭଳି ଓଡ଼ିଶାରେ ଆଲବମ ରେ ଜଣେ ଲୋକପ୍ରିୟ କଳାକାର ଥିଲେ ବବି ମିଶ୍ର। ବବି ମିଶ୍ର ପରେ ବହୁତ ଚଳଚିତ୍ର ରେ ମଧ୍ୟ ସାଇଡ ହିରୋ ଭାବେ କାର୍ଯ୍ୟ କରିଛନ୍ତି । ତେବେ ବବି ମିଶ୍ର ଓ କୋୟଲ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ । ଏମାନେ ନିଜର ପ୍ରେମ ସମ୍ପର୍କ କୁ ପରେ ବିବାହ ବନ୍ଧନ ଟେ ବାନ୍ଧି ଦେଇଥିଲେ ।

ତେବେ ଏହି ୨୦୧୪ ବର୍ଷ ରେ ବବି ମିଶ୍ର ଓ କୋୟଲ ପରସ୍ପର କୁ ବିବାହ କରିଥିଲେ। ପରେ ଦୁହେଁ ଭଲ ରେ ନିଜର ବିବାହ କୁ ବହୁତ ଭଲରେ ବ୍ୟତୀତ କରୁଥିଲେ। ୨୦୧୮ ବର୍ଷ ରେ ବବି ମିଶ୍ର ଓ କୋୟଲ ବିଛେଦ ହେବା ଖବର ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ଥିଲା। ତେବେ ଏହି ବିବାହ ବିଚ୍ଛେଦ କୁ ନେଇ ଅନେକ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅନେକ ଲୋକ ବହୁତ ମିଛ ସତ ଆଦି ଏହି ବିବାହ ବିଚ୍ଛେଦ କୁ ନେଇ କହିଥିଲେ । ତେବେ ଏହି ବିବାହ ବିଚ୍ଛେଦ ର କାରଣ ଓ ପ୍ରକୃତ ସତ ଆଜି ଆମେ ଆପଣଙ୍କୁ କହିବୁ। ତେବେ ଏହି କୋୟଲ ଓ ବବି ମିଶ୍ର ୨୦୧୪ ରୁ ବିବାହ ବନ୍ଧନ୍ ରେ ବାନ୍ଧି ହେଇଥିଲେ । କିନ୍ତୁ ଏହି ବିବାହ ବନ୍ଧନ ର  ଦୁଇ ଜଣ ପରସ୍ପରକୁ ଠିକ ଭାବେ ରଖିପାରିଲେ ନାହିଁ।

ପରସ୍ପର ମଧ୍ୟରେ ବୁଝାମଣା ଠିକ ରହି ନ ଥିଲା । ସେମାନେ ଦୁହେଁ ନିଜ ନିଜର ସହଧର୍ମୀ , ସହ କର୍ମୀ , ହୋଇପାରିଲେ ନାହିଁ । ସେ ଦୁଇ ଜଣ ଦୁଇ ଜଣଙ୍କୁ ନିଜ ନିଜର ପାଇଁ ଠିକ ବୋଲି ଭାବି ନେଲେ। ତେବେ ଦୁଇ ଜଣ ଆପସ ବୁଝାମଣା ରେ ନିଜର ୪ବର୍ଷ ର ବିବାହ ବନ୍ଧନ କୁ ଭାଙ୍ଗି ଦେଇଥିଲେ। ଦୁଇ ଜଣ ଦୁଇ ଜଣଙ୍କୁ ଆଇନ ଗତ ଭାବେ ଛାଡ଼ ପତ୍ର ଦେଇଥିଲେ।

ତେବେ ଏହି ଛାଡପତ୍ର ପରେ କୋୟଲ ନିଜର ଜନ୍ମ ମାଟି କୋଲକତା କୁ ଫେରି ଯାଇଥିଲେ। ୨୦୨୦ ବର୍ଷ ରେ କୋୟଲ ଦ୍ଵିତୀୟ ବିବାଵ କରିଛନ୍ତି । ଏହି ଫଟୋ ସୋସିଆଲ ମିଡ଼ିଆରୁ ମିଳିଥିଲା। କୋୟଲ ନିଜର ଦ୍ଵିତୀୟ ସ୍ବାମୀଙ୍କ ସହ ନିଜର ବିବାହ ଫଟୋ ଛାଡିଛନ୍ତି । ତେବେ ଛାଡପତ୍ର ପରେ କୋୟଲ ନିଜର ଜୀବନକୁ ଏକା ରହିବାକୁ ବାଛି ନାହାନ୍ତି। ସେ ନିଜକୁ ପୁନର୍ବାର ବିବାହ ବନ୍ଧନରେ ବାନ୍ଧିଛନ୍ତି। ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *