କେନ୍ଦ୍ରପଡାରେ ଯେତେବେଳେ ଜଣେ ମହିଳାଙ୍କ ଗର୍ଭରୁ ସାକ୍ଷାତ Sesa Naga ନେଲେ ଜନ୍ମ, ତାପରେ ସେଠି ଯାହା ହେଲା… ଜାଣିଲେ ଛାତି ଥରି ଉଠିବ

ବନ୍ଧୁଗଣ ଭାଦ୍ରବ ମାସର କୃଷ୍ଣପକ୍ଷ ଷଷ୍ଠୀ ଦିନ ବଳରାମ ଜନ୍ମ ଉତ୍ସବ ରୂପେ ପାଳନ କରାଯାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଏହା ମାନ୍ୟତା ରହିଛି କି ଏହି ଦିନ ଭଗବାନ ସେସନାଗ ଦ୍ଵାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଙ୍କ ବଡ ଭାଇଙ୍କ ରୂପରେ ଜନ୍ମ ନେଇଥିଲେ । କୁହାଯାଏ କି ଏହି ଦିନ ପ୍ରଭୁ ସେସନାଗ ଙ୍କ ପୂଜା କରିବା ଦ୍ୱାରା ଆପଣଙ୍କ କୋଳ ଖୁବ ଶୀଘ୍ର ପୂରଣ ହୋଇଥାଏ । ଏହି ପୂଜା ବିବାହିତ ଯୋଡ଼ି ମାନଙ୍କୁ କରିବା ଉଚିତ ହୋଇଥାଏ । ଏମିତି ଏକ ସତ୍ୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ର ଏକ ଗାଆଁ ର ଜମିଦାର ଙ୍କ ଘରେ ।

କେନ୍ଦ୍ରାପଡ଼ା ର ଆଳୀ ଗ୍ରାମରେ ରହୁଥିବା ଜମିଦାର ହରିଆ ଦାସ ଙ୍କ ଘରେ ଏପରି ଏକ ଅଦ୍ଭୁତ ଘଟଣା ଘଟିଛି ଯାହା ଆପଣଙ୍କ ହୋସ ଉଡାଇ ଦେବ । ସେହି ଗ୍ରାମରେ ରହୁଥିବା ହରିଆ ଦାସ ଙ୍କ ଉପରେ ଭଗବାନ ଙ୍କ ବହୁତ କୃପା ରହିଥିଲା । ଟଙ୍କା ଘରେ କୌଣସି ଜିନିଷର ଅଭାବ ରହିନଥିଲା । କିନ୍ତୁ କେବଳ ଗୋଟେ ଜିନିଷ ପାଇଁ ହରିଆ ଦାସ ଏବଂ ତାଙ୍କ ପତ୍ନୀ ସବୁବେଳେ ଦୁଃଖିତ ରହୁଥିଲେ । ତାହା ଥିଲା ତାଙ୍କର ବିବାହର ୮ ବର୍ଷ ପରେ ମଧ୍ୟ ତାଙ୍କୁ କୌଣସି ସନ୍ତାନ ପ୍ରାପ୍ତି ହୋଇନଥିଲା । ଜମିଦାର ହରିଆ ଦାସ ଭାବୁଥିଲେ କି ସେ କେବେ ମଧ୍ୟ କାହାର ଅନିଷ୍ଠ କରିନାହାନ୍ତି କିନ୍ତୁ ହେଲେ ବି ଭଗବାନ କାହିଁକି ତାଙ୍କୁ ବାପା ହେବାର ସୁଖ ଦେଉନାହାନ୍ତି ।

ଗ୍ରାମର ସମସ୍ତ ଲୋକ ହରିଆ ଦାସ ଙ୍କ ବହୁତ ସମ୍ମାନ କରୁଥିଲେ । ହରିଆ ଙ୍କ ଘରଲୋକ ସବୁବେଳେ ତାଙ୍କୁ ଦିତୀୟ ବିବାହ କରିବାକୁ କହୁଥିଲେ । କିନ୍ତୁ ହରିଆ ନିଜର ପତ୍ନୀ ସାବିତ୍ରୀ ଙ୍କୁ ବହୁତ ଭଲ ପାଉଥିଲେ । ଯେଉଁ କାରଣରୁ ସେ ଅନ୍ୟ ସ୍ତ୍ରୀର ଚିନ୍ତା ମଧ୍ୟ ନିଜ ମନରେ କରୁନଥିଲେ । ଗୋଟେ ଥରେ ହରିଆ ନିଜର ଘର ବାହାରେ ଏହି ବିଷୟରେ ଚିନ୍ତା କରି ବସିଥିଲେ । ସେତେବେଳେ ଜଣେ ସାଧୁବାବା ଭିକ୍ଷା ନେବାପାଇଁ ସେଠାକୁ ଆସିଥିଲେ । ସାଧୁଙ୍କୁ ଦେଖି ହରିଆ ତାଙ୍କର ଖୁବ ଭଲ ଭାବରେ ଚର୍ଚ୍ଚା କରିଲେ । ସାଧୁବାବା ହରିଆ ଦାସ ଙ୍କ ଚର୍ଚ୍ଚାରେ ବହୁତ ଖୁସି ଥିଲେ । ଏବଂ ସେ ହରିଆ କୁ କୌଣସି ଗୋଟେ ବର ମାଗିବାକୁ କହିଲେ ।

ଏହା ପରେ ହରିଆ ଓ ତାଙ୍କ ପତ୍ନୀ ସାବିତ୍ରୀ ଙ୍କୁ କହିଥିଲେ କି ତାଙ୍କର ବିବାହ କୁ ଦୀର୍ଘ ୮ ବର୍ଷ ହୋଇସାରିଲାଣି କିନ୍ତୁ ତାଙ୍କର କୌଣସି ସନ୍ତାନ ହୋଇନାହିଁ । ଏହାପରେ ସାଧୁବାବା ଜମିଦାର ଏବଂ ତାଙ୍କ ପତ୍ନୀ ଙ୍କ ହାତର ରେଖା ଦେଖିଥିଲେ ଏବଂ କହିଥିଲେ କି ତାଙ୍କ ଭାଗ୍ୟରେ ସନ୍ତାନ ଯୋଗ ରହିନାହିଁ । ଏହାପରେ ହରିଆ ଏବଂ ତାଙ୍କ ପତ୍ନୀ କୌଣସି ଉପାୟ ବିଧି ବା ଉପାୟ ବିଷୟରେ କହିବାକୁ କହିଲେ । ଏହାପରେ ସାଧୁବାବା ଟିକେ ଚିନ୍ତା କରି କହିଲେ କୁ ଆସନ୍ତା ଭାଦ୍ରବ ମାସ କୃଷ୍ଣପକ୍ଷ ଷଷ୍ଠୀ ରେ ବଳରାମ ଜନ୍ମ ଉତ୍ସବ ଦିନ ଯଦି କୌଣସି ଦମ୍ପତି ପ୍ରଭୁ ସେସନାଗ ଙ୍କ ପୂଜା ଅର୍ଚ୍ଚନା କରିଥାନ୍ତି ତେବେ ତାହାଙ୍କୁ ନିଶ୍ଚିନ୍ତ ଭାବେ ସନ୍ତାନ ପ୍ରାପ୍ତି ହୋଇଥାଏ ।

ସେହିଦିନ ଶିବଙ୍କୁ ପୂଜା କରିବା ଦ୍ୱାରା ପ୍ରଭୁ ଭୋଳାନାଥ ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଏହାପରେ ସାଧୁ ତାଙ୍କୁ ଆଶୀର୍ବାଦ ଦେଇ ସେଠାରୁ ଚାଲିଗଲେ । ଏହାପରେ ଦୁହେଁ ସ୍ବାମୀ ସ୍ତ୍ରୀ ସବୁ ବିଧି ଅନୁସାରେ ପୂଜା ଅର୍ଚ୍ଚନା କଲେ । ଏବଂ ଗୋଟେ ଦିନ ସ୍ଵୟଂ ସେସନାଗ ସାବିତ୍ରୀ ଙ୍କ ସ୍ୱପ୍ନରେ ଆସି ତାଙ୍କୁ କହିଲେ ମୁ ତୁମ ପୂଜାରେ ଅତ୍ୟନ୍ତ ପ୍ରସନ୍ନ ଅଛି । ଏବଂ ଖୁବ ଶୀଘ୍ର ତୁମ କୋଳ ପୂର୍ଣ୍ଣ ହେବ । ଏହାପରେ କିଛି ଦିନ ପରେ ସାବିତ୍ରୀ ଗର୍ଭବତୀ ହୋଇଗଲେ । ପୁରା ଗ୍ରାମ ସାରା ଜମିଦାର ହରିଆ ଦାସ ମିଠା ବାଣ୍ଟିଲେ ।

ଏହାପରେ ପୁରା ନ ମାସ ପରେ ତାଙ୍କର ଗୋଟେ ପୁତ୍ର ସନ୍ତାନ ପ୍ରାପ୍ତି ହେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ସେହି ଶିଶୁ ଅଧା ମନୁଷ୍ୟ ଏବଂ ଅଧା ସାପ ଥିଲା । ଏହା ଶୁଣିବା ପରେ ସେହି ଶିଶୁ କୁ ଦେଖିବା ପାଇଁ ଲୋକମାନଙ୍କ ଭିଡ଼ ଜମୁଥିଲା । ଏହାପରେ ସାବିତ୍ରୀ ଏବଂ ହରିଆ ନିଜର ଶିଶୁ ର ଖୁବ ଯତ୍ନ ନେବାରେ ଲାଗିଲେ । ସେହି ଶିଶୁ ର ନାମ ବଳରାମ ଦେଇଥିଲେ । କିଛି ଦିନ ପରେ ସେହି ଶିଶୁ ପୂର୍ଣ୍ଣ ମନୁଷ୍ୟ ପାଲଟିଗଲେ । ବଳରାମ ବହୁତ ଚମତ୍କାରି ଶିଶୁ ଥିଲା । ସେ ଗାଁର ଲୋକମାନଙ୍କ ଦୁଃଖ ଦୂର କରିଦେଉଥିଲା । ଏହାପରେ ବଳରାମ ସେହି ଗ୍ରାମରେ ବହୁତ ପ୍ରସିଦ୍ଧ ହୋଇଗଲା । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *