ଯେତେବେଳେ ନିଜ ଭକ୍ତକୁ ବଞ୍ଚାଇବା ପାଇଁ ଆସିଲେ ସ୍ଵୟଂ Sesa Naga, ତାପରେ ଯାହା ହେଲା, ଦେଖିଲେ ଆପଣ ବି ହାତ ଯୋଡି ଦେବେ

ବନ୍ଧୁଗଣ ଏହି ସଂସାର ରେ ଏପରି ବହୁତ ଘଟଣା ଘଟିଛି ଯାହା ଦ୍ଵାରା ଲୋକମାନେ ଇଛାଧାରି ନାଗ କୁ ଦେଖିଛନ୍ତି । କିଛି ଲୋକ ଏହାର ମଧ୍ୟ ପ୍ରମାଣ ଦେଇଛନ୍ତି କି ସେମାନେ ପାଞ୍ଚ ଫଣା ଥିବା ନାଗର ଦେବତା ଙ୍କ ମଧ୍ୟ ଦର୍ଶନ କରିଛନ୍ତି । ପ୍ରାଚୀନ କାଳରୁ ହିଁ ହିନ୍ଦୁ ଧର୍ମରେ ନାଗ ଦେବତାଙ୍କ ପୂଜା ଅର୍ଚ୍ଚନା କରାଯାଉ ଅଛି । ଆମ ଧରିତ୍ରିରେ ବହୁତ ବିଶାଳ ବିଶାଳ ନାଗ ମାନେ ରହୁଥିଲେ ।

ସେମାନେ ଏତେ ଭୟଙ୍କର ଥିଲେ କି ବହୁତ ବଡ ବଡ ଜୀବ ଜନ୍ତୁ ଙ୍କୁ ମଧ୍ୟ ଖାଇଦଉଥିଲେ । କିନ୍ତୁ କଣ ଆପଣ ଜାଣିଛନ୍ତି ଆଜିକା ସମୟରେ ମଧ୍ୟ ଏହି ବିଶାଳକାୟ ନାଗ ମାନଙ୍କ ଅସ୍ତିତ୍ବ ରହିଛି । ଆଜି ଆମେ ଆପଣଙ୍କୁ ଏମିତି ଏକ ସତ ଘଟଣା ବିଷୟରେ କହିବୁ ଯାହା କୁ ନିଜର ଭକ୍ତକୁ ରକ୍ଷା କରିବାକୁ ସ୍ଵୟଂ ଶେଷ ନାଗ ଆସିଥିଲେ । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ ବିଷୟ ବସ୍ତୁ ।

ଏହି ଘଟଣା ଟି ହେଉଛି ମହାରାଷ୍ଟ୍ର ରେ ରହୁଥିବା ଆଶିଷ ସିନ୍ଧେଙ୍କର, ସେ ଜଣେ କନେଷ୍ଟବଳ ପଦରେ ଚାକିରି କରୁଥିଲେ । ସେ ମହାଦେବଙ୍କ ପ୍ରକୃତ ଭକ୍ତ ଥିଲେ ସେ ପ୍ରତିଦିନ ମହାଦେବ ଙ୍କୁ ପୂଜା ଅର୍ଚ୍ଚନା କରୁଥିଲେ । ମହାଦେବ ଙ୍କ କୃପାରୁ ଆଶିଷ ଙ୍କ ଘରେ ସବୁକିଛି ଠିକ ଚାଲୁଥିଲା । କିନ୍ତୁ ଆଶିଷ ଙ୍କ ସହିତ ଏମିତି ଏକ ଘଟଣା ଘଟିଲା କୁ ସେହି ଦିନ ଠାରୁ ଆଶିଷ ମହାଦେବଙ୍କୁ ଆହୁରି ଭକ୍ତି ଓ ବିଶ୍ୱାସ ସହିତ ପୂଜା କରୁଛନ୍ତି । ସେ ଏମିତି ଚମତ୍କାର ତାଙ୍କ ଜୀବନରେ ଆଗରୁ କେବେ ମଧ୍ୟ ଦେଖିନଥିଲେ ।

ଆଜି ବି ଆଶିଷ ସେହି ବିଷୟରେ କହିଲା ବେଳେ ତାଙ୍କ ଆଖି ଛଳ ଛଳ ହୋଇଯାଏ । ତେବେ ଚାଲନ୍ତୁ ଜାଣିବା କି ଆଶିଷ ଙ୍କ ସହିତ କଣ ହୋଇଥିଲା । ଗୋଟେ ଥର ଆଶିଷ ଇଲେକ୍ସନ ଦୁଟୀ ପାଇଁ ଗାଁ କୁ ଯାଉଥିଲେ । ଆଶିଷ ନିଜର ଗାଡ଼ି ଧରି ଯାଉଥିଲେ । ସେହି ରାସ୍ତା ଜଙ୍ଗଲିଆ ରାସ୍ତା ଥିଲା । ରାସ୍ତାରେ ଗାଡ଼ି ବହୁତ କମ ଯାଉଥିଲା ଆଶିଷ ଏକୁଟିଆ ଯାଉଥିଲେ । ରାସ୍ତାରେ କେତେକ ଜଙ୍ଗଲି ପଶୁ ମଧ୍ୟ ଆସୁଥିଲେ । ତେଣୁ ଆଶିଷ ଗାଡ଼ି ଧୀରେ ଧୀରେ ଚଳାଇଥିଲେ । ରାତି ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା । ରାସ୍ତାରେ କୋଉଠି ଚାହା ଦୋକାନ ଆସୁଥିଲେ ଆଶିଷ ସେଠି ରହି ଚାହା ମଧ୍ୟ ପିଉଥିଲା ।

କିଛି ବାଟ ଯିବା ପରେ ଆଶିଷ ଙ୍କୁ ବହୁତ ଜୋରେ ଶବ୍ଦ ଶୁଣାଗଲା । ସେହି ଶବ୍ଦ ଘାସ ବୁଦା ମଧ୍ୟରୁ ଆସୁଥିଲା । ଆଶିଷ ନିଜର ଗାଡ଼ି ରଖି ଦେଖିବାକୁ ଲାଗିଲା କିନ୍ତୁ ତାକୁ ସେଠାରେ କିଛି ବି ଦେଖା ଗଲାନି । ଆଶିଷ ଟିକେ ଆଗକୁ ଯାଇ ଟର୍ଚ୍ଚ ମାରି ଦେଖିଲା ତ ତାକୁ ବହୁତ ବଡ ଗୋଟେ ପାଇପ ପରି କିଛି ଦେଖା ଗଲା ଯାହା ହଲୁଥିଲା । କିନ୍ତୁ ଆଶିଷ ଜଣିଗଲା କୁ ତାହା ଏକ ସାପ ଅଟେ ।

ଆଶିଷ ବହୁତ ଡରି ଗଲା କାରଣ ଏତେ ବଡ ସାପ ସେ କେବେ ମଧ୍ୟ ଦେଖି ନଥିଲା । ଯେତେବେଳେ ସେ ଉପରକୁ ଦେଖିଲା ତା ତାର ଆଖି ଖୋଲା ରହିଗଲା କାରଣ ସେ ଗୋଟେ ବହୁତ ବଡ଼ ନାଗ ଫଣା ମଧ୍ୟ ଦେଖିଲା । ଆଶିଷ ଭାବୁଥିଲା କି ସେ ଆଊ ବଞ୍ଚିବ ନାହିଁ । ସେ ବହୁତ ଡରିଯାଇଥିଲା । ସେତେବେଳେ ସେ ମନରେ ଖାଲି ଓମ ନମଃ ଶିବାୟ ମନ୍ତ୍ରର ଜପ କରୁଥିଲା ।

କିଛି ସମୟ ପରେ ସେ ଆଖି ଖୋଲିଲା ତ ଦେଖିଲା କୁ ସେ ନାଗ ସେଠାରୁ ଯାଉଥିଲା । ତେବେ ଆଶିଷ କହିଛନ୍ତି କି ସେ ସ୍ୟୟଂ ପ୍ରଭୁ ମହାଦେବ ଥିଲେ ଯିଏ ମୋତେ ଏହି ଜନ୍ମରେ ଦର୍ଶନ ଦେଇଛନ୍ତି ତେବେ ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *