ମୃତ୍ୟୁ ପରେ ଶବକୁ କଣ ପାଇଁ ଏକା ଛଡା ଯାଏ ନାହିଁ… ଜାଣନ୍ତୁ ଏହାର ରହସ୍ୟ- Garuda Purana

ଏ ପୃଥିବୀ ଲୋକରେ ଯିଏ ଜନ୍ମ ନେଇଛି ସେ ଦିନେ ନା ଦିନେ ମୃତ୍ୟୁ ବରଣ କରିବ । ହିନ୍ଦୁ ଧର୍ମ ରେ ମୃତ୍ୟୁ ପରେ ଶବକୁ ଜଳା ଯାଇଥାଏ । ତାପରେ ଆପଣ ଏହା ବି ଦେଖିଥିବେ ଯେ ଯାହାର ମୃତ୍ୟୁ ସୂର୍ଯ୍ୟାସ୍ତ ପରେ ହୋଇଥାଏ ତାହାର ଦାହ ସଂସ୍କାର ତା ପରଦିନ ବା ସକାଳେ ହୋଇଥାଏ ପରନ୍ତୁ ରାତିରେ ନୁହେଁ । ଯଦି ରାତି ରେ ମୃତ୍ୟୁ ଘଟେ ତାହେଲେ ଶବକୁ ଏକୁଟିଆ ଛଡାଯାଇନଥାଏ । କାହିଁକି ନା ଯାହାର ମୃତ୍ୟୁ ପଞ୍ଚକ ସମୟ ରେ ହୋଇଥାଏ ତାର ଶବକୁ ମଧ୍ୟ କିଛି ସମୟ ପାଇଁ ଘରେ ରଖା ଯାଇଥାଏ ।

ଏବଂ ପଞ୍ଚକ ସମୟ ଶେଷ ପରେ ଦାହ ସଂସ୍କାର କରାଯାଏ । ଯଦି ପଞ୍ଚକ ସମୟ ରେ ଶବକୁ ଦାହ ସଂସ୍କାର କରାଯାଏ ତାହେଲେ ତାହାର ମୋକ୍ଷ ପ୍ରାପ୍ତି ହୋଇନଥାଏ । ଯଦି କେହି ରାତିରେ ମରି ଯାଇଥାଏ । ତାହାକୁ ରାତିରେ ନ ନାଏ ସକାଳେ ନିଆ ଦିଆଯାଇଥାଏ । ମୃତ ଶବ କୁ ଏକୁଟିଆ ଛଡ଼ା ଯାଉନଥାଏ ।

କେହି ନ କେହି ବସିଥାନ୍ତି । ଯଦି ଶବ କୁ ଏକୁଟିଆ ଚଦ ଯାଏ ତାହେଲେ କୁକୁର ଓ ବିଭିନ୍ନ ପଶୁପକ୍ଷୀ ଙ୍କ ଦ୍ଵାରା ଶବ ଟି ଏହାର ହୋଇଥାଏ । ଏମିତି ହେଲେ ମୃତ ଲୋକ କୁ ଜମା ଲୋକ ରେ ବୋହୁତ କଷ୍ଟ ମିଳିବ । ଏକ ଚଡ଼ିବ ଦ୍ଵାରା ଶବ ରୁ ଦୁର୍ଗନ୍ଧ ଆସିଥାଏ । ତେଣୁ ପାଖରେ ଯିଏ ବସେ ଧୂପ ର ସୁଗନ୍ଧ କୁ ଲଗାଇଥାଏ ।

ନିଜର ସନ୍ତାନ ମୁଖଗ୍ନି ନ ଦେଲେ ଜମା ଲୋକ ରେ ଶାନ୍ତି ରେ ବସ ବାସ କରିପାରିନଥାଏ । ସୂର୍ଯ୍ୟାସ୍ତ ପରେ ଯଦି ଶବ କୁ ମୁଖାଗ୍ନି ଦିଆ ଯାଇ ତଃଲି ସେ ପ୍ରେତ ଆକାର ରେ ଘୁରି ବୁଲୁଥାଏ । ରାତିରେ ଅନ୍ତିମ ସଂସ୍କାର କରିବାକୁ ମନା କରାଯାଏ । ଯଦି ଏକୁଟିଆ ଶବ କୁ ଛଡା ଯାଏ ତାହେଲେ ବୁଲୁଥିବା ଆତ୍ମା ମଧ୍ୟ ଶବ ରେ ପ୍ରବେଶ କରିଥାନ୍ତି ଯାହା ଦ୍ଵାରା ଶବ ଟିକୁ ବୋହୁତ କଷ୍ଟ ମିଳିଥାଏ । ସେଥିପାଇଁ ଶବକୁ କେବେ ଏକା ଛଡା ଯାଏ ନାହିଁ ।

ତେବେ ଗରୁଡ ପୁରାଣରେ ଏହି ସବୁ ସମ୍ପର୍କରେ ଅନେକ କଥା ଲେଖା ଅଛି । ଯଦି ଅପାନ ଏହା ବିଷୟରେ ଆହୁରି ଅଧିକ ଜାଣିବାକୁ ଚାହୁଁଥିବେ ତେବେ ଆପଣ ଗରୁଡ ପୂରଣ ନିଶ୍ଚୟ ପଢନ୍ତୁ । କେବଳ ଏହା ବିଷୟରେ ହିଁ ନୁହେଁ ବରଂ ଅନ୍ୟ ବହୁତ କିଛି କଥା ଆପଣ ଗରୁଡ ପୁରାଣରୁ ଜାଣି ପାରିବେ ।

Leave a Reply

Your email address will not be published. Required fields are marked *