ବନ୍ଧୁଗଣ ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଆମେ ବ୍ୟବହାର କରୁଥିବା ସାଧାରଣ ଜିନିଷ ମାନଙ୍କରେ ଏତେ ମାତ୍ରା ରେ କିଛି ଶକ୍ତି ଲୁଚି କରି ରହିଥାଏ । ଯାହାକୁ ଯଦି ରାତିରେ ଶୋଇବା ସମୟରେ ତକିଆ ତଳେ ରଖି ଶୁଆଯାଏ, ତେବେ ଏହାର ଖୁବ ଭଲ ପରିଣାମ ଜୀବନରେ ଦେଖିବାକୁ ମିଳେ । ଏହି ଜିନିଷ ଗୁଡିକ ଆପଣଙ୍କ ଜୀବନ ର ଅନେକ ସମସ୍ଯା କୁ ମଧ୍ୟ ନାସ କରି ଦେଇଥାଏ ।
ଜୀବନରେ ନ ଚାହିଁ ମଧ୍ୟ ଅନେକ ଥର ଏପରି ଅସୁବିଧା ମାନଙ୍କର ସମ୍ମୁଖୀନ କରିବାକୁ ପଡିଥାଏ, ଯାହା ବିଷୟରେ ଆମେ ମାନେ ସ୍ଵପ୍ନ ରେ ମଧ୍ୟ କଳ୍ପନା କରି ନଥାଉ । ବେଳେ ବେଳେ ଅନେକ ଚେଷ୍ଟା କରି ମଧ୍ୟ ହାତ ରେ ନିରାଶା ଲାଗିଥାଏ ।
ଅନେକ ପୂଜା ପାଠ ଆଦି କରି ମଧ୍ୟ ହାତରେ ଅସଫଳତା ହିଁ ଲାଗିଥାଏ । କିନ୍ତୁ ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ କିଛି ଏପରି ଉପାୟ ମାନଙ୍କ ବିଷୟ କୁହାଯାଇଛି, ଯାହାକୁ କରି ଜୀବନରେ ସୁଖ ସମୃଦ୍ଧି କୁ ଆକର୍ଷିତ କରାଯାଇ ପାରିବ ।
ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଶୋଇବା ସମୟରେ ନିଜ ତକିଆ ତଳେ ମାତ୍ର ଏହି ଜିନିଷ ମାନଙ୍କ ମଧ୍ୟରୁ କୌଣସି ଏକ ଜିନିଷ କୁ ରଖି ଦିଅନ୍ତି, ତେବେ ଆପଣ ଙ୍କର ଭାଗ୍ୟ ର ଉଦୟ ହୋଇଯିବ । ତାହାସହ ଆପଣ ଙ୍କ ଜୀବନରେ ଆଉ କିଛି ଖରାପ ଘଟଣା ମଧ୍ୟ ଘଟିବ ନାହିଁ । ଜୀବନରେ ପ୍ରତ୍ଯେକ ଦିନ ଆପଣଙ୍କ ପାଇଁ ସକାରାତ୍ମକ ଊର୍ଜା ଆଣି ଆସିବ ।
ବନ୍ଧୁଗଣ ବାସ୍ତୁ ଶାସ୍ତ୍ର ଅନୁସାରେ ଦକ୍ଷିଣ ଦିଗରେ ମୁଣ୍ଡ କରି ଶୋଇବା ଜୀବନ ପାଇଁ ଖୁବ ଭଲ ହୋଇଥାଏ । ଗରୁଡ ପୁରାଣ ରେ ମଧ୍ୟ ଏହା ସମ୍ବନ୍ଧରେ ଉଲ୍ଲେଖ ହୋଇ ଅଛି । ଦକ୍ଷିଣ ବ୍ଯତୀତ ଆପଣ ପୂର୍ବ ଦିଗରେ ମୁଣ୍ଡ କରି ଶୋଇବା ଦ୍ଵାରା ଜୀବନ ସକାରାତ୍ମକ ଊର୍ଜା ରେ ଭରି ଯାଇଥାଏ । ରାତିରେ ଶୋଇବା ସମୟରେ ତକିଆ ତଳେ କୌଣୟସ ଲୁହା ଜନିତ କିଛି ବସ୍ତୁ ରଖି ଶୋଇବା ଦ୍ଵାରା ଶୋଇବା ସମୟରେ ଶରୀର ରେ କୌଣସି ନକରାତ୍ମକ ଶକ୍ତି ପ୍ରବେଶ କରି ପାରି ନ ଥାଏ ।
ଯଦି ଆପଣଙ୍କ ଜୀବନରେ ଆପଣ ପ୍ରଗତି କୁ ଦେଖି ପାରୁ ନାହାନ୍ତି । ତାହାଛଡା ଯଦି ଆପଣ ଅନେକ ଚେଷ୍ଟା କରି ମଧ୍ୟ ଯଦି ନିଜ ଜୀବନ ରେ ସଫଳତା କୁ ସ୍ପର୍ଶ କରି ପାରୁ ନାହାନ୍ତି, ତେବେ ଆପଣ ରାତିରେ ଶୋଇବା ସମୟରେ ତକିଆ ତଳେ ସୁନା କିମ୍ବା ରୂପା ର ଏକ ମୁଦ୍ରା କୁ ନିଜ ତକିଆ ତଳେ ରଖି ଶୋଇ ପଡନ୍ତୁ । ଜୀବନରେ ଧାନ ଜନିତ କିଛି ସମସ୍ଯା ଥିଲେ ମୁଣ୍ଡ ପାଖରେ ମୂଳା ରଖି ଶୋଇ ପଡନ୍ତୁ ।
ଉଠିଲା ପରେ ସେହି ମୂଳା କୁ କୌଣସି ଶିବାଳୟ ରେ ଯାଇ ଦାନ କରି ଦିଅନ୍ତୁ । ଏହା ଦ୍ଵାରା ଜୀବନ ରେ ଥିବା ସମସ୍ତ ଧନ ଜନ୍ତ ସମସ୍ଯା ଦୂର ହୋଇଯିବ । ପାରିବାରିକ ସ୍ଥିତି ଠିକ ନଥିଲେ କିଛି ସବୁଜ ରଙ୍ଗର ଗୋଟା ମୁଗ ଡାଲି କୁ ଏକ ସବୁଜ ରଙ୍ଗର କପଡା ରେ ବାନ୍ଧି ଶୋଇ ଯିବା ଉଚିତ ।
ସକାଳେ ଉଠି ସ୍ନାନ କରି ଏହାକୁ ନେଇ ମାତା ଦୂର୍ଗା ଙ୍କର ମନ୍ଦିର ରେ ଦାନ କରି ଦେବା ଉଚିତ । ଏହି ଉପାୟ କୁ କରିବା ଦ୍ଵାରା ଜୀବନ ରେ ଆୟ ରେ ବୃଦ୍ଧି ହେବା ସହ ପାରିବାରିକ ଶାନ୍ତି ମଧ୍ୟ ସ୍ଥିର ହୋଇ ରହିଥାଏ । ତେବେ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ