Vastu Tips- ଶ୍ରୀକୃଷ୍ଣ କହିଛନ୍ତି ପ୍ରତିଦିନ ସକାଳୁ ଉଠି ଏହି ଜିନିଷ ଦେଖିବା ଦ୍ଵାରା, ଘରକୁ ମାଡିଆସେ ଦରିଦ୍ରତା

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମନୁଷ୍ୟ ମାନଙ୍କୁ ସକାଳୁ ଉଠି ଏହି ଜିନିଷ ଗୁଡ଼ିକର ଦର୍ଶନ କରିବା ଉଚିତ । ଏହି ଜିନିଷ ଗୁଡ଼ିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ । ଯେଉଁ ମଣିଷ ସବୁଦିନ ଏହି ଜିନିଷ ଗୁଡ଼ିକର ଦର୍ଶନ କରିଥାଏ ତାର ଜୀବନରେ ସକାରାତ୍ମକ ଶକ୍ତି ଭରି ଯାଇଥାଏ । ଏବଂ ବ୍ୟକ୍ତିକୁ ଜୀବନରେ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ ।

ଏହି ଜିନିଷ ଗୁଡ଼ିକର ଦର୍ଶନ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏବଂ ଆପଣଙ୍କୁ ସମସ୍ତ ପ୍ରକାରର ଖୁସି ମିଳିଥାଏ । ଆଜି ଆମେ କହିବୁ ସକାଳୁ ଉଠିବା ପରେ କେଉଁ ଜିନିଷ ଗୁଡ଼ିକ ଦେଖିବା ଅନୁଚିତ ବୋଲି ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେବେ ଚାଲନ୍ତୁ ଜାଣିବା ।

ଆଇନା:- ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠୁ ଉଠୁ ଆଇନା ଦେଖିବା ଉଚିତ ହୋଇନଥାଏ । ଏହିପରି କରିବା ଦ୍ଵାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡ଼ିଥାଏ । ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅଗ୍ରଗତି ହୋଇଥାଏ । ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରା ଦେଖନ୍ତୁ ନାହିଁ ।

ଛାଇ:- ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ । ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମଣିଷର ଜୀବନରେ ଦୁର୍ଭାଗ୍ୟ ଆସିଥାଏ କାରଣ ଛାଇ ମନୁଷ୍ୟ ଜୀବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ । ସକାଳୁ ଉଠି ଯଦି ଆପଣ ନିଜର ଛାଇ ଦେଖନ୍ତି ତେବେ ଏହା ଆପଣଙ୍କ ଆର୍ଥିକ କ୍ଷତି ପରି ପରିସ୍ଥିତି ନିର୍ମାଣ କରିଥାଏ । ଆପଣଙ୍କ ସମସ୍ତ କାର୍ଯ୍ୟ ଅଧୁରା ରହିଥାଏ ।

ହାତ ପାପୁଲି:- ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ବ୍ୟକ୍ତିକୁ ନିଜର ହାତ ପାପୁଲି ଦେଖିବ ଉଚିତ ହୋଇଥାଏ । କାରଣ ହାତର ଅଗ୍ର ଭାଗରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ମଧ୍ୟ ଭାଗରେ ସରସ୍ଵତୀ ଏବଂ ସମ୍ପୂର୍ଣ୍ଣ ହାତରେ ଶ୍ରୀକୃଷ୍ଣ ଗୋବିନ୍ଦଙ୍କର ନିବାସ ହୋଇଥାଏ । ଯାହା ଦ୍ଵାରା ଆପଣଙ୍କୁ ଧନ ସଂପତ୍ତି, ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *