ସ୍ତ୍ରୀ ମାନେ ସକାଳୁ ଏହି କାମ କଲେ ସ୍ୱାମୀ ମାନେ ହୋଇଥାନ୍ତି କୋଟିପତି

ନମସ୍କାର ବନ୍ଧୁଗଣ ମନୁଷ୍ୟ ଜୀବନ ରେ ସବୁବେଳେ ଖୁସି ରହିବା ଟା ସମ୍ଭବ ନୁହେଁ । କେତେବେଳେ ଖୁସି ତ କେତେବେଳେ ଦୁଃ-ଖ ରହିବା ସ୍ୱାଭାବିକ ଅଟେ । ତେବେ ପ୍ରତିଦିନ ସକାଳୁ ଉଠିବା ପରେ ଆମର ଗୋଟିଏ ଗୋଟିଏ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖ-ରା-ପ ଯାଇଥାଏ । ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ । ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା ।

ଏମିତି କହିବାକୁ ଗଲେ ସୁଖ ଦୁଃ-ଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃ-ଖ କୁ ଛାଡି ପାରିବୁ ନାହିଁ । ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କ-ଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା । ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ମୁଖ୍ୟତଃ ଘରର ମହିଳା ମାନେ ଏହି ଜପ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା , ଦୁଃ-ଖ, ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅ-ନ୍ତ ଘ-ଟି-ବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ ।

ଏହି ଉପାୟ କୁ କରିବା ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରନ୍ତି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ଏବଂ କୌଣସି ବି କାର୍ଯ୍ୟ ରେ ବା-ଧା-ବି-ଘ୍ନ ସୃଷ୍ଟି ହୋଇନଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଯାହାର ଆପଣ କଳ୍ପନା ମଧ୍ୟ କରି ନଥିବେ। ପ୍ରାୟତଃ ବ୍ୟକ୍ତି ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାନ୍ତି । ତେବେ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଉପାୟ ର ପ୍ରୟୋଗ କରନ୍ତୁ ଏବଂ ଏହି ମନ୍ତ୍ର ର ଜପ କରନ୍ତୁ । ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପାୟ ନିମନ୍ତେ ସର୍ବ ପ୍ରଥମେ ସକାଳୁ ଉଠି ଦେବତା ମାନଙ୍କ ଧ୍ୟାନ କରିବା ଉଚିତ ଏବଂ ଏହା ବ୍ୟତୀତ ନିଜ ଦିନର ଆରମ୍ଭ ଦେବତା ମାନଙ୍କ ପୂଜାପାଠ ରୁ ହିଁ କରିବା ଉଚିତ ।ଏହା ଆପଣଙ୍କୁ ଏହାଦ୍ଵାରା ଶୁଭ ପରିଣାମ ପ୍ରାପ୍ତ ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ ହେବ ।
ତେବେ ଆପଣ ଶୁଭ ପାଇଁ ଘରର ଦ୍ୱାର ରେ ରଙ୍ଗୋଲି କରନ୍ତୁ ଏବଂ ମହାଲକ୍ଷ୍ମୀ ଙ୍କ ପାଖରେ ଘିଅ ଦୀପ ଜଲାନ୍ତୁ ।
ଆପଣ ପ୍ରତିଦିନ ସକାଳେ ଏହି ମନ୍ତ୍ର କୁ ମଧ୍ୟ ନିଜର ଦୁଇ ହାତକୁ ଯୋଡ଼ି ଜପ କରନ୍ତୁ ।

କରାଗ୍ରେ ବଶତଃ ଲକ୍ଷ୍ମୀ
କର ମଧ୍ୟେ ସରସ୍ୱତୀ
କର ମୂଳେ ତୁ ଗୋବିନ୍ଦ
ପ୍ରଭାତେ କର ଦର୍ଶନମଃ ।

ତେବେ ଏହି ଦୁଇ ଉପାୟ ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ଉପାୟ କୁ କରନ୍ତୁ । ଆପଣ ଚାହିଁଲେ ଉଭୟ ଉପାୟ କୁ ମଧ୍ୟ ପ୍ରୟୋଗ କରି ପାରିବେ । ଏପରି କରିବା ଦ୍ୱାରା ଆପଣଙ୍କୁ ଏହାର ଶୁଭ ପରିଣତି ପ୍ରାପ୍ତ ହେବ ଏବଂ ଦିନର ଆରମ୍ଭ ଶୁଭମୟ ହେବ । ଏହାସହିତ ଆପଣ ନିଜର ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ ।
ଏହା ଛଡା ସବୁଦିନ ଘରେ ସୁଖ ଶାନ୍ତି ବଜାୟ ରଖିବା ପାଇଁ ତୁଳସୀ ଗଛ ବା ବୃନ୍ଦାବତୀ ଙ୍କୁ ଜଳ ଅର୍ପଣ କରି ଧୂପ ଦୀପ ଦିଅନ୍ତୁ । ଦେଖିବେ ଘରେ ସର୍ଵଦା ସୁଖ ଶାନ୍ତି ବଜାୟ ରହିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *