ସବୁଠୁ ଶକ୍ତିଶାଳୀ ଏହି 3 ଟି ଜିନିଷ , ଅଳସ ପଣ ରୁ ସୁସ୍ଥ ଏବଂ ହିମୋଗ୍ଲୋବିନ କମିବା ସମସ୍ୟା ଦୂର ହୋଇ ବଢିବ ଶକ୍ତି ଏବଂ ରହିବେ ଫୁର୍ତି

ନମସ୍କାର ବନ୍ଧୁଗଣ ଆମର ଦୈନଦିନ ଜୀବନରେ ଆମେ ଅନେକ ପ୍ରକାରର ଖାଦ୍ୟ ଖାଉ । ଏବଂ ଅନେକ କାର୍ଯ୍ୟ କରୁ ମଧ୍ୟ । ପ୍ରାୟତଃ ସମସ୍ତେ ବାହାର ଏବଂ ହୋଟେଲରେ ମସଲା ଜାତୀୟ ଖାଦ୍ୟ ଖାଇବା କୁ ବେଶୀ ପସନ୍ଦ କରିଥାନ୍ତି । ଏବଂ ଘର ଖାଇବାକୁ ଅଳ୍ପ ଖାଆନ୍ତି ଏବଂ ପସନ୍ଦ ମଧ୍ୟ କରନ୍ତି ନାହିଁ । କିନ୍ତୁ ବାହାର କିମ୍ବା ହୋଟେଲ ରେ ଯେଉଁ ଖାଦ୍ୟ ଆମକୁ ଦିଆଯାଏ ସେଥିରେ ଅନେକ ପ୍ରକାରର କେମିକଲ ଥାଏ ଏବଂ ବାସୀ ମଧ୍ୟ ଥାଏ । ଏବଂ ତା ଛଡା ସେ ଯେଉଁ ତେଲ ରେ ପ୍ରସ୍ତୁତ ହୋଇଥାଏ ତାହା ମଧ୍ୟ ଖରାପ ତେଲ ଥାଏ ।

ଏବଂ ସେହି ତେଲ ରେ ପ୍ରସ୍ତୁତ ଖାଦ୍ୟ କୁ ଖାଇ ଆମେ ଅନେକ ରୋଗରେ ପୀ-ଡ଼ି-ତ ହୋଇଥାଉ । ଏବଂ ଆମ ର-କ୍ତ ମଧ୍ୟ ଅଶୁଦ୍ଧ ହୋଇ ଥାଏ । ଯାହା ଦ୍ୱାରା ଆମ ପାଚନ ନଳୀ ମଧ୍ୟ ଖରାପ ହୋଇଯାଏ ଏବଂ ଖାଦ୍ୟ ସଠିକ ଭାବରେ ହଜମ ହୁଏ ନାହିଁ । ଏବଂ ତା ଯୋଗୁଁ ଯେତେ ଖାଦ୍ୟ ଖାଇଲେ ମଧ୍ୟ ଆପଣଙ୍କ ଦେହ ରେ ଲାଗେ ନାହିଁ । ଏବଂ ଆପଣ ଦୁ-ର୍ବ-ଳ ହୋଇ ଯାଆନ୍ତି । ଏବଂ ସ୍ୱାସ୍ଥ୍ୟ ଖରାପ ହେଲେ ମାନସିକ ସ୍ଥିତି ମଧ୍ୟ ଖରାପ ହୋଇ ଯାଏ । ଏବଂ କୌଣସି କାର୍ଯ୍ୟ କରିବାରେ ମନ ଲାଗେ ନାହିଁ । ତେବେ ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଅନେକ ଔଷଧ ଖାଇଥାଉ । ଏବଂ ଅଧିକ ଔଷଧ ଖାଇବା ଦ୍ୱାରା ତାର ଓଲଟା ପ୍ରଭାବ ବି ସ୍ୱାସ୍ଥ୍ୟ ରେ ପକାଇ ଥାଏ ।

ତେଣୁ ଚାଲନ୍ତୁ ଜାଣିନେବା କିପରି ଏହି ରୋଗରୁ ମୁ-କ୍ତି ପାଇଁ ଆମେ ଘରୋଇ ଉପଚାର ବ୍ୟବହାର କରି ପାରିବା । ତେବେ ଏପରି କିଛି ଜିନିଷ ଅଛି ଯାହାକୁ ଆମେ ରାତିରେ ଭିଜେଇ ସକାଳେ ସେବନ କରିବା ଦ୍ୱାରା ଆମର ସମସ୍ତ ସମସ୍ୟା ଦୂର ହୋଇଥାଏ  । ତେବେ ଆଜି ଆମେ ବାଦାମ କୁ ଭିଜେଇ ଖାଇବା ଦ୍ୱାରା କି ପ୍ରକାର ର ଲାଭ ମିଳି ଥାଏ ସେ ବିଷୟରେ ଆଲୋଚନା କରିବା ।
ତେବେ ଯେଉଁ ମାନଙ୍କ ର କେଶ ଝଡ଼ିବା ଉପୁଡିବା କିମ୍ବା ଚନ୍ଦା ହୋଇ ଯିବା କେଶ ଦୁ-ର୍ବ-ଳ ହୋଇଯିବା ଆଦି ସମସ୍ୟା ଦେଖା ଦିଏ । ତେବେ ଆପଣ ବାଦାମ କୁ ଶୋଇବା ପୂର୍ବରୁ ଭିଜେଇ କରି କୌଣସି ମାଟି ପାତ୍ର ରେ ରଖିଦେବେ ଏଵଂ ସକାଳେ ସେହି ବାଦାମ ର ଚୋପା କୁ କାଢି କରି ଖାଇବେ। କାରଣ ବାଦାମ ରେ ଥିବା କିଛି ପୋଷକ ତତ୍ତ୍ୱ କୁ ଆମ ଶରୀର ଭିତରେ ଆସିବା ପାଇଁ ଅଟକାଇ ଥାଆନ୍ତି । ତେଣୁ ଚୋପା କୁ କାଢି ଖାଇବା ଉଚିତ ।

ଆପଣ ଯଦି ସୁସ୍ଥ ଦେଖିବାକୁ ଚାହୁଁଛନ୍ତି କିମ୍ବା ଆପଣ ଙ୍କ ଚେହେରା ରେ କିଛି ଦାଗ କିମ୍ବା ବ୍ରଣ ନ ହେଉ ଚାହାନ୍ତି କିମ୍ବା ଚେହେରା ଉଜ୍ଜ୍ୱଳ ଦେଖା ଯାଉ। ଶରୀର ଆକ୍ଟିଭ ରହୁ। ସ୍ମରଣ ଶକ୍ତି ଅଧିକ ପ୍ରଖର ହେଉ ତେବେ ଆପଣ ସକାଳେ ବାଦାମ କୁ ଚୋପା କୁ କାଢି ଖାଇବା ଉଚିତ। ଆପଣ ଚାହିଁଲେ ଏକ ଚାମଚ ମହୁ ମଧ୍ୟ ନେଇ ପାରିବେ। ନିଜ ହାଡ଼ କୁ ମଧ୍ୟ ମଜବୁତ କରିବା ପାଇଁ ଚାହୁଁଥିଲେ ଆପଣ ବାଦାମ ସହ ଗୁଡ଼ କୁ ମଧ୍ୟ ସେବନ କରି ପାରିବେ। ଏହା ଛଡା ଆଣ୍ଠୁ ଗଣ୍ଠି ବିନ୍ଧା କିମ୍ବା ଅଣ୍ଟା ବିନ୍ଧା ହେବା ଆଦି ସମସ୍ୟା ଥିଲେ ଆପଣ ଗୋଟାଏ ଅଖରତ ଏବଂ ଦୁଇଟି ବାଦାମ କୁ କ୍ଷୀର ସହିତ ନେଲେ ଏହି ସମସ୍ୟା ମଧ୍ୟ ଦୁର ହୋଇଯିବ।

ଏହା ଛଡା ବାଦାମ ଆମ ପାଚନ କ୍ରିୟା କୁ ମଧ୍ୟ ସଠିକ ରଖିଥାଏ।
ତେବେ ଏହା ସହିତ ଆପଣ ସବୁଦିନ ଯୋଗ, ବ୍ୟାୟାମ, ହଟଯୋଗ ଆଦି କରିବା ଉଚିତ ଏହା ଦ୍ୱାରା ଶରୀର ଏବଂ ମନ ସୁସ୍ଥ ରହିଥାଏ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *