ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ଭୁଲରେ ବି କରନ୍ତୁ ନାହିଁ ଏହି ସବୁ ଭୁଲ, ନଚେତ ଭୋଗିବେ ଭୟଙ୍କର ପରିଣାମ

ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁଯାୟୀ ପଞ୍ଚ ଦେବଙ୍କ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆଯାଇଛି । କାରଣ ସୂର୍ଯ୍ୟଦେବ ପୃଥିବୀରେ ସାକ୍ଷାତ ଦର୍ଶନ ଦେଇଥାନ୍ତି । ମଣିଷର ଜୀବନଜାପାନ କରିବା ପାଇଁ ସୂର୍ଯ୍ୟଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି । ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟ ଗ୍ରହ ଠିକ ସ୍ଥାନରେ ରହିଥାଏ ତାହେଲେ ରାଜ ପଦ ପ୍ରାପ୍ତ ହୋଇଥାଏ । ଏମିତି ବ୍ୟକ୍ତିମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି ।

ସୂର୍ଯ୍ୟଦେବଙ୍କୁ ଗ୍ରହ ମାନଙ୍କର ରାଜା କୁହାଯାଏ । ତାଙ୍କୁ ଆରାଧନା କରିଲେ ଅଶୁଭ ଗ୍ରହ ଶୁଭରେ ପରିଣତ ହୋଇଥାଏ । ଆଜି ଆମେ ଆପଣଙ୍କୁ କହିବୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଦେବା ମହିମା ଲେଖାଅଛି । ଶସ୍ତ୍ର ଅନୁଯାୟୀ ଭଗବାନ ବିଶୁଣୁ ରାମ ଅବତାର ନେଇଥିଲେ ଆଉ ସେହି ସମୟରେ ସେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଉଥିଲେ ।

ସକାଳୁ ଉଠି ସ୍ନାନ କରିବା ପରେ ସୂର୍ଯ୍ୟ ଉଦୟ ସମୟରେ ଦୀପ ଜାଳି ଦିଅନ୍ତୁ । ଦୀପ ଜାଳିବା ପରେ ଆପଣ ସୋରିଷ ତେଲର ବ୍ୟବହାର କରନ୍ତୁ । ଏହା ପରେ ନିଜର ମନସ୍କାମନା କୁହନ୍ତୁ । ତାପରେ ପୁର ଦିଗକୁ ମୁଖ କରି ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାନ୍ତୁ । ଜଳ ଅର୍ପଣ କରିବା ସମୟରେ ଓମ ସୂର୍ଯ୍ୟାୟ ନମହ ମନ୍ତ୍ରର 3 ଥର ଜପ କରନ୍ତୁ । ଏହା ପରେ ଭୂମିଷ୍ଠ ପ୍ରଣାମ କରି ଆଶୀର୍ବାଦ ନିଅନ୍ତୁ ।

ଆପଣ ସୂର୍ଯ୍ୟଦେବଙ୍କୁ ଯେଉଁ ଜଳ ଅର୍ପଣ କରିବେ ସେଥିରେ ଯମୁନା ନଦୀର ଗୋଟେ ବୁନ୍ଦା ପାଣି ମିଶାନ୍ତୁ । କାରଣ ଦେବୀ ହନୁମାନ ସୂର୍ଯ୍ୟଦେବଙ୍କ ପୁତ୍ରୀ ଅଟନ୍ତି । ଏହା ଦ୍ଵାରା ଦୁର୍ଘଟଣା ବା ଅକାଳ ମୃତ୍ୟୁ ହୁଏ ନାହି । ପୁରାଣ ଅନୁଯାୟୀ ସ୍ନାନ କରିବା ପରେ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ ଚଢାଇଲେ ଶୁଭ ମାନଯାଏ । ଜଳ ସହ ମନ୍ଦାର ଫୁଲ ଅର୍ପଣ କରିଲେ ସୂର୍ଯ୍ୟଦେବ ପ୍ରସନ୍ନ ହୋଇଥାନ୍ତି ।

ଯେଉଁ ଲୋକର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଥାଏ ସେ ସକାଳୁ ଉଠି ସ୍ନାନ କରି ଜଳ ଚଢାଇଲେ ସ୍ୱାସ୍ଥ୍ୟ ଜନିତ ସମସ୍ଯା ଦୂର ହୋଇଥାଏ । ଯେଉଁ ମାନଙ୍କର କୁଣ୍ଡଳୀରେ ସୂର୍ଯ୍ୟଙ୍କ ଦୋଷ ଠିକ ନ ଥାଏ ସେମାନେ ଜଳ ଚଢାଇବା ଉଚିତ । ଯଦି ଆପଣ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ପୂର୍ବ ଦିଗକୁ ମୁହଁ କରନ୍ତୁ । ଜଳ ଚଢାଇବା ସାରେ ଛିଟା ଗୋଡ ଉପରେ ନ ପଡିବା ଉଚିତ ।

ଏହା ଦ୍ଵାରା ସୂର୍ଯ୍ୟଦେବ କ୍ରୋଧିତ ହୋଇଥାନ୍ତି । ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସ୍ମାୟରେ ଓମ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରନ୍ତୁ । ବିନା ସ୍ନାନରେ ସୂର୍ଯ୍ୟଦେବଙ୍କୁ ଜଳ ଚଢାଇଲେ ପ୍ରତେକ କାମରେ ଅସଫଳତା ମିଳିଥାଏ । ଷ୍ଟିଲ, ପିତଳ, କାଚ ପାତ୍ରରେ ବ୍ୟବହାର କରନ୍ତୁ ନାହି । ବ୍ରହ୍ମ ମୂହୁର୍ତ୍ତରେ ଜଳ ଅର୍ପଣ କରନ୍ତୁ । ସୂର୍ଯ୍ୟଦେବଙ୍କୁ ଜଳ ଚଢାଇବା ସମୟରେ ଅକ୍ଷତ, ମନ୍ଦାର ଫୁଲ ରଖନ୍ତୁ । ଏହା ଦ୍ଵାରା ନବ ଗ୍ରହଙ୍କ କୃପା ମିଳିଥାଏ ।

Leave a Reply

Your email address will not be published. Required fields are marked *