Tapaswini ଙ୍କ ପାଇଁ ରଣହୁଙ୍କାର ହେଲା ନାରୀ ଶକ୍ତି, ତପସ୍ଵିନୀ ଙ୍କୁ ଦେଇପାରିବେ କି ନ୍ୟାୟ ? କଣ କହିଲେ ଦେଖନ୍ତୁ Video

ବନ୍ଧୁଗଣ ସୁମିତ ଏବଂ ତପସ୍ଵିନୀ ଙ୍କ ବିବାହ ବିବାଦ ବିଷୟରେ ଆପଣମାନେ ନିଶ୍ଚୟ ଜାଣିଥିବେ । ଦିନକୁ ଦିନ ଏହି ସମସ୍ୟା ନୂଆ ମୋଡ଼ ନେଉଅଛି । ବର୍ତ୍ତମାନ ସୁମିତ ଙ୍କର କୌଣସି ପତା ମିଳିନାହିଁ । କିନ୍ତୁ ସାମ୍ନାକୁ ଆସିଛନ୍ତି ନାରିଶକ୍ତି, ତପସ୍ଵିନୀ ଙ୍କ ଲଢେଇରେ ଯୋଡ଼ି ହେଉଛନ୍ତି ନାରୀଶକ୍ତି । ନାରୀ ହିଁ ନ୍ୟାୟ ଦେଇପାରିବେ ତପସ୍ଵିନୀ ଙ୍କୁ । ଯେଉଁଠି ପୁରୁଷ ମାନେ ଚୁପ ରହୁଛନ୍ତି ସେଠୀ ଆଜି ନାରୀମାନେ ମୁହଁ ଖୋଲିଛନ୍ତି ।

ଆଜି ସାମ୍ନାକୁ ଆସିଛନ୍ତି ତପସ୍ଵିନୀ ଙ୍କ ଶଶୁର ଘର ମାନେ ବ୍ରହ୍ମପୁର ଲେନ ୨ ର ଧାରଣା ସ୍ଥଳୀକୁ ଏବଂ ସମର୍ଥନ କରିଛନ୍ତି ତପସ୍ଵିନୀ ଙ୍କୁ । ସୁମିତ ଏବଂ ତାଙ୍କ ବାପା ଙ୍କୁ ବହୁତ ଗାଳି ମଧ୍ୟ ଦେଇଛନ୍ତି । ଏବଂ କହିଛନ୍ତି ଯଦି ମରଦ ପିଲା ହେଇଥିବ ସୁମିତ ତେବେ ଆସି ନିଜ ସ୍ତ୍ରୀ କୁ ଗ୍ରହଣ କରିବ । କୋଉଠି ଲୁଚିଛନ୍ତି ସୁମିତ ତାହା କେହି ମଧ୍ୟ ଜାଣିନାହାନ୍ତି ।

ଗତ କାଲି ପୋଲିସ ଆସି ସୁମିତ ଙ୍କ ଘର ଗେଟ ପିଟିଥିଲା ସେତେବେଳେ ସୁମିତ ଙ୍କ ବାପା ଆସି ଝରକା ଫାଙ୍କରେ ଫାଇଲ ଦେଖାଇ ଫୁସ ଫାସ ହୋଇଥିଲେ । କିନ୍ତୁ ସୁମିତ ଙ୍କ ଠିକଣା ଦେଲେନାହିଁ । ଜାଣିଶୁଣି ସୁମିତ ଙ୍କୁ ଲୁଚେଇ ରଖିଛନ୍ତି । ଏ ହେଉଛି ତପସ୍ଵିନୀ ଙ୍କ ଧାରଣାର ଦୂତୀୟ ଅଧ୍ୟାୟ ଯେଉଁଥିରେ ଏକ ନାହାନ୍ତି ତପସ୍ଵିନୀ ତାଙ୍କ ସହିତ ଅଛନ୍ତି ପ୍ରମିଳା ମା ଏବଂ ସମସ୍ତ ନାରୀ ଜାତି ।

ଆଊ ମାତ୍ର ଗୋଟେ ଦିନ ମାନେ କାଲି ମିଳିଯିବ କୋର୍ଟ ଅଡର କି ତପସ୍ଵିନୀ ଦାସ ରହିବେ କୋଉଠି । ପ୍ରାୟ ୪୮ ଘଣ୍ଟା ଉପରେ ହେଲାଣି ତପସ୍ଵିନୀ ସୁମିତ ଙ୍କ ଘର ବାହାରେ ଜଗି ବସିଚନ୍ତି । ତପସ୍ଵିନୀ ଙ୍କ ପାଇଁ ସମସ୍ତଙ୍କ ମାନବିକତା ଜାଗୃତି ହୋଉଛି । ତାଙ୍କ ଦୁଃଖରେ ସମସ୍ତେ ଦୁଃଖୀ ।

ଠିକ ଭୁଲ ତ ନ୍ୟାୟ କରିବ କିନ୍ତୁ ଏହା କେଉଁ ପ୍ରକାରର ଗୋଟେ ନାରୀକୁ ସମ୍ମାନ ଯେଉଁଠାରେ କାନ୍ଦି କାନ୍ଦି ବାରମ୍ବାର ସମସ୍ତଙ୍କ ଆଗରେ ଗୁହାରି ହୋଇଥିଲେ ମଧ୍ୟ କେହିବି ଆଜି ତପସ୍ଵିନୀ ଙ୍କ ପାଇଁ ଠିକଣା ଖୋଜିପାରିନାହାନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ତପସ୍ଵିନୀ ଙ୍କୁ ନ୍ୟାୟ ଦେବା ପାଇଁ ଏହି ପୋଷ୍ଟ ଟି ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *