Tarang ଟିଭିରେ ଅଭିନୟ କରୁଥିବା ହିରୋଇନ ମାନଙ୍କ ମଧ୍ୟରେ ସବୁଠାରୁ ଧନୀ ଅଭିନେତ୍ରୀ କିଏ ?

ଆମେ ନିଜର ମନୋରଞ୍ଜନ ପାଇଁ ବିଭିନ୍ନ ମାଧ୍ୟମ ଚୟନ କରିଥାଉ । ଯେମିତି ମୋବାଇଲ ରେ ସୋସିଆଲ ମିଡିଆ , ଯୂଟ୍ଯୂବ , ଟିଭି ଆଦି । ଆମର ଓଡିଆ ଟିଭି ରେ ଅନେକ ଚ୍ୟାନେଲ ସବୁ ପ୍ରସାରିତ ହେଉଛି । ସବୁ ଚ୍ୟାନେଲର ନିଜର ନିଜର ସିରିୟାଲ ବା ଧାରାବାହିକ ଅଛି ।  ତେବେ ଲୋକମାନେ ମଧ୍ୟ ଧାରାବାହିକ ଗୁଡିକୁ ବହୁତ ପସନ୍ଦ କରିଥାନ୍ତି । ତେବେ ସେହି ଧାରାବାହିକର କଳାକାର ମାନଙ୍କର ଅଭିନୟ ମଧ୍ୟ ଲୋକଙ୍କ ମନ କିଣି ନେଇଥାଏ ।  ଆଜି ଆମେ ଶି ଭଳି ଗୋଟିଏ ଚ୍ୟାନେଲର ବିଭିନ୍ନ ଧାରାବାହିକର ଅଭିନେତ୍ରୀ ମାନଙ୍କର ଆୟ ସମ୍ପର୍କ ରେ ଜାଣିବା ।

ତରଂଗ ଚ୍ୟାନେଲର ପ୍ରସାରିତ ହେଉଥିବା କିଛି ଧାରାବାହିକର ଅଭିନେତ୍ରୀ ମାନଙ୍କ ର ଦିନକୁ ଆୟ କେତେ ତାହା ଆମେ ଜାଣିବା । ଏହି ଅଭିନେତ୍ରୀ ମାନେ ବହୁତ ନାମିଦାମି ଅଟନ୍ତି । ଏମାନେ ଗୋଟିଏ ଏପିଷୋଡ ବା ଅଧ୍ୟାୟକୁ ବହୁତ ଟଙ୍କା ନେଇଥାନ୍ତି । ତେବେ ଆମେ ସେହିଭଳି ୧୦ ଟି  ଅଭିନେତ୍ରୀ ଙ୍କ ସମ୍ପର୍କ ରେ ଜାଣିବା ।

ପ୍ରଥମ ଅଭିନେତ୍ରୀ ହେଉଛନ୍ତି ତାରିଣୀ ଆଖିର ତାରାର ର ତାରା ଗୋଟିଏ ଅଧ୍ୟାୟକୁ ୧୦ – ୧୫ ହଜାର ଟଙ୍କା । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୫ ଲକ୍ଷ । ମଙ୍ଗଳା ଚରଣ ଧାରାବାହିକ ର ଅଭିନେତ୍ରୀ ମଙ୍ଗଳା ଦିନକୁ ଗୋଟିଏ ଅଧ୍ୟାୟକୁ ୧୦ ରୁ ୧୫ ହଜାର । ତାଙ୍କର ସମୁଦାୟ ସମ୍ପତି ହେଉଛି ୧୭ ରୁ ୨୦ ଲକ୍ଷ ।

ସିନ୍ଦୁର ଅଧିକାର ଧାରାବାହିକ ର ଅଭିନେତ୍ରୀ ଇତି ଗୋଟିଏ ଅଧ୍ୟାୟକୁ ୧୫ ରୁ ୧୭ ହଜାର ନେଇଥାନ୍ତି । ତାଙ୍କର ସମୁଦାୟ ସମ୍ପତି ହେଉଛି ୨୫ ଲକ୍ଷ ।  ମାୟା ଧାରାବାହିକ ର ଅଭିନେତ୍ରୀ  ରୁଦ୍ରୀ ଦିନକୁ ଗୋଟିଏ ଅଧ୍ୟାୟକୁ ୨୦ ରୁ ୨୫ ହଜାର ଟଙ୍କା ନେଇଥାନ୍ତି । ତାଙ୍କର ସମ୍ପତି ପ୍ରାୟ ୩୫ ଲକ୍ଷ ଟଙ୍କା ।

ତାରିଣୀ ଆଖିର ତାରା ଧାରାବାହିକ ର ଅଭିନେତ୍ରୀ ତାରିଣୀ ଗୋଟିଏ ଅଧ୍ୟାୟକୁ ୨୫ ରୂ ୩୦ ହଜାର ନେଇଥାନ୍ତି । ତାଙ୍କର ସମୁଦାୟ ସମ୍ପତି ପ୍ରାୟ ୩୫ ରୁ ୪୦ ଲକ୍ଷ ଅଟେ ।  କୁଆଁରୀ ବୋହୁ ଧାରାବାହିକ ର ଅଭିନେତ୍ରୀ ଶ୍ରଦ୍ଧା  ଗୋଟିଏ ଅଧ୍ୟାୟକୁ  ୩୫ ରୁ ୩୦ ହଜାର ନେଇଥାନ୍ତି । ତାଙ୍କର ସମ୍ପତି ପ୍ରାୟତଃ ୫୦ ରୁ ୬୦ ଲକ୍ଷ ଅଟେ ।

ସେହିଭଳି  ଝିଅ ଆମର ନୂଆ ବୋହୁ ଧାରାବାହିକ ଏୟଶ୍ବରିଆ ଗୋଟିଏ ଦିନ ବା ଗୋଟିଏ ଅଧ୍ୟାୟକୁ ୨୫ ରୁ ୩୦ ହଜାର ଟଙ୍କା ନେଇଥାନ୍ତି । ତାଙ୍କର ସମୁଦାୟ ସମ୍ପତି ୭୦ ରୁ ୭୫ ଲକ୍ଷ ଟଙ୍କା ଅଟେ । ସେହି ଝିଅ ଆମ ନୂଆ ବୋହୁ  ଧାରାବାହିକ ର ଆଉ ଜଣେ ନାମୀ ଦାମୀ ଅଭିନେତ୍ରୀ ପୂଜା ଗୋଟିଏ ଅଧ୍ୟାୟ ପାଈଁ ପ୍ରାୟ ୨୫ ରୁ ୩୦ ହଜାର ଟଙ୍କା ନେଇଥାନ୍ତି । ତାଙ୍କର ସମୁଦାୟ ସମ୍ପତି ର ମୂଲ୍ୟ ୧.୫ କୋଟି ଟଙ୍କା । ଏହା ଥିଲା ତରଂଗ ଚ୍ୟାନେଲର ଅଭିନେତ୍ରୀଙ୍କ ଆୟ  ସମ୍ଭନ୍ଧ ରେ କିଛି ବିବରଣୀ । ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *