ତରଙ୍ଗ ଟିଭି ର Top 5 ଓଡିଆ ସେଲିବ୍ରେଟି ମଧ୍ୟରୁ କାହାର ଦରମା ସବୁଠୁ ଅଧିକ ଜାଣନ୍ତୁ

ବର୍ତମାନ ର ବ୍ୟସ୍ତ ଜୀବନରେ ଆମେ ସମସ୍ତେ କିଛି ନା କିଛି ସମୟ ଟିକେ ନିଜକୁ ଆରାମ ଓ ମନୋରଞ୍ଜନ କରିବା ପାଇଁ କାଢି ଥାଉ ।  ମନୋରଞ୍ଜନ ପାଇଁ ଆମେ ସୋସିଆଲ ମିଡିଆ , ବିଭିନ୍ନ ଗୀତ , ଧାରାବାହିକ ଦେଖିଥାଉ ।  ତେବେ ଧାରାବାହିକ ସମ୍ପର୍କରେ ଆମେ କିଛି କଥା ଜାଣିବା । ଏହି ଧାରାବାହିକ ରେ କଳାକାର ମାନଙ୍କର ବହୁତ ଅବଦାନ ରହିଥାଏ । ସେମାନେ ନିଜର ପ୍ରତିଭା ଓ କଳା ମାଧ୍ୟମରେ ଆମ ମାନଙ୍କ ର ମନୋରଞ୍ଜନ କରାଇ ଥାନ୍ତି।

ସେମାନେ ନିଜର ସମୟ ଓ ବହୁତ କଷ୍ଟ ଦେଇ ଆମ ମାନଙ୍କ ହସାଇ ଥାନ୍ତି। ଅନେକ କଳାକାର ନିଜର ସୁନ୍ଦର ପ୍ରତିଭା ଓ କଲା ରେ ଲୋକଙ୍କ ମନୋ ହରିଥାନ୍ତି। ସେମାନେ ବହୁତ ଲୋକଙ୍କର ପ୍ରିୟ ର ପାତ୍ର ମଧ୍ୟ ହୋଇଥାନ୍ତି । ତେବେ ଆଜି ଆମେ ସେହି ଭଳି କିଛି କଳାକାର ମାନଙ୍କ ବିଷୟରେ ଜାଣିବା।

ସେମାମଙ୍କ ଆୟ ସମ୍ପର୍କ ରେ ଜାଣିବା। ତେବେ ଆଜି ଜାଣିବା ସେହି ଭଳି ଟିଭି ଧାରାବାହିକ ର କିଛି ନାମୀ ଦାମୀ ଅଭିନେତ୍ରୀଙ୍କ ଆୟ ସଂପର୍କ ରେ । ସେମାନେ ଦିନକୁ କେତେ ଆୟ କରିଥାନ୍ତି । ଅଥବା ଏପରି କୁହାଯାଇ ପାରେ କି ସେମାନଙ୍କ ର ଗୋଟିଏ ଦିନର ଦରମା କେତେ ନେଇଥାନ୍ତି। ତେବେ ଆଜି ଆମେ ତରଙ୍ଗ ଚ୍ୟାନେଲ ର କିଛି ଅଭିନେତ୍ରୀଙ୍କ ସମ୍ପର୍କରେ।

ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ତାରିଣୀ ଆଖି ର ତାରା ଧାରାବାହିକ ର ତାରା ଭୂମିକା ଅଭିନେତ୍ରୀ ଗୋଟିଏ ଦିନକୁ ପ୍ରାୟ ୫ହଜାର ଟଙ୍କା ନେଇଥାନ୍ତି। ସେହି ଧାରାବାହିକ ର ଆଉ ଜଣେ ଅଭିନେତ୍ରୀ ଯିଏ କି ତାରିଣୀ ଭାବେ ଅଭିନୟ କରିଛନ୍ତି । ସେ ଗୋଟିଏ ଦିନ ରେ ଟଙ୍କା ୮ହଜାର ନେଇଥାନ୍ତି।

ସେହି ଭଳି ତରଙ୍ଗ ଚ୍ୟାନେଲର ପ୍ରସାରିତ ଧାରାବାହିକ ମଙ୍ଗଳା ଚରଣ ର ମଙ୍ଗଳା ଅଭିନୟ କରୁଥିବା ଅଭିନେତ୍ରୀ ଦିନକୁ ୬,୫୦୦ ଟଙ୍କା ନେଇଥାନ୍ତି। ଅନ୍ୟ ଏକ ଧାରାବାହିକ ସିନ୍ଦୁରର ଅଧିକାର ରେ ଥିବା ଉର୍ବୀ ଅଭିନେତ୍ରୀ ଦିନକୁ ୫ ହଜାର ଟଙ୍କା ନେଇଥାନ୍ତି। ସେହି ଧାରାବାହିକ ର ଆଉ ଜଣେ ଅଭିନେତ୍ରୀ ଯିଏ କି ଇତି ସେ ଦିନକୁ  ବା ଗୋଟିଏ ଅଧ୍ୟାୟ ପାଇଁ  ୮ ହଜାର ଟଙ୍କା ନେଇଥାନ୍ତି।

ଏହି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ଝିଅ ଆମର ନୂଆ ବୋହୁ  ଅଭିନେତ୍ରୀ  ପୂଜା ଦିନକୁ ୬ ହଜାର ଟଙ୍କା ନେଇଥାନ୍ତି। ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ କୁଆଁରୀ ବୋହୁ ର ଅଭିନେତ୍ରୀ ଶ୍ରଦ୍ଧା ଗୋଟିଏ ଅଧ୍ୟାୟ କୁ ବା ଗୋଟିଏ ଦିନକୁ ୬ ହଜାର ଟଙ୍କା ନେଇଥାନ୍ତି। ଆହୁରି ଏକ ଲୋକପ୍ରିୟ ଧାରାବାହିକ ଶ୍ରୀ ମନ୍ଦିର ର ଅଭିନେତ୍ରୀ ପଦ୍ମବତୀ   ଗୋଟିଏ ଅଧ୍ୟାୟ ବା ଗୋଟିଏ ଦିନକୁ ୧୦ ହଜାର ଟଙ୍କା ନେଇଥାନ୍ତି। ଏହା ଥିଲା ତରଙ୍ଗ ର କିଛି ଧାରାବାହିକ ର  ଅଭିନେତ୍ରୀ ମାନଙ୍କର ଦରମା ସମ୍ପର୍କରେ କିଛି ଟିପ୍ପଣୀ। ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *