ବନ୍ଧୁଗଣ ପ୍ରତ୍ଯେକ ବ୍ଯକ୍ତିର ନିଜ ଭବିଷ୍ୟତ କୁ ଜାଣିବା ପାଇଁ ଇଛା ରହିଥାଏ । ଆଜି ଆମେ ଆପଣ ମାନଙ୍କ ପାଇଁ ପୁରାତନ ଶାସ୍ତ୍ର ମଧ୍ୟରୁ କିଛି ପରି ବିଷ୍ୟ କୁ ସଂରହିତ କରି ନେଇ ଆସିଛୁ କି ଯାହା ଦ୍ଵାରା ଆପଣ ଜାଣି ପାରିବେ । ଆସୁଥିବା ଅସମୟ ରେ ଆପଣ ଙ୍କ ଜୀବନରେ କଣ ସବୁ ଘଟିବ । ଏହାସହ ଆପଣ ଜାଣି ପାରିବେ କି ଜୀବନରେ ଥିବା ସେହି ସମସ୍ଯା ଗୁଡିକ ରୁ ଶୀଘ୍ର କିପରି ଆପଣ ରକ୍ଷା ପାଇବେ । ଏହା ପାଇଁ ଆପଣଙ୍କୁ ମାତ୍ର ତଳେ ଥିବା ଠାକୁର ମାନଙ୍କ ମଧ୍ୟରୁ କୌଣସି ଏକ ଠାକୁର ଙ୍କୁ ଚୟନ କରିବାକୁ ହେବ ।
ପ୍ରଥମ ରେ ଯଦି ଆପଣ ଗଣେଶ ଠାକୁରଙ୍କୁ ବାଛି ଛନ୍ତି ତେବେ ଭଗବାନ ଗଣେଶ ଆଗ୍ର ପୂଜ୍ୟ ଅଟନ୍ତି । ସେ ସବୁଠାରୁ ଆଗ ପୂଜା ପାଇଥାନ୍ତି । ଏବେ ସମୟ କହୁଛି ଆପଣ ଦୁଃଖ ଭୋଗ କରିବେ ନହିଁ । ସମସ୍ତ ମନୋକମନା ଆପଣଙ୍କର ପୂର୍ଣ ହେବ । ଆପଣ ଯାହାବି କାମରେ ହାତ ଦେବେ ତାହା ବହୁତ ଭଲରେ ସମ୍ପୂର୍ଣ ହେବ । ମିତ୍ର ମାନଙ୍କ ସହିତ ଯଦି କିଛି ବିଘ୍ନ ଆସିଥିଲା ।
ତେବେ ସେଠାରେ ସମ୍ପର୍କରେ ଯୋଗ ଆସିବ । ଶତ୍ରୁ ଆପଣଙ୍କ ପାଖରେ ପରାଜିତ ରହିବ । ଆପଣ ଏବେ ଯେଉଁ ବିବାଦରେ ଫଶୀ ରହିଛନ୍ତି ସେଥିରୁ ଆପଣଙ୍କୁ ଶୀଘ୍ର ମୁକ୍ତି ମିଳିଯିବ । ଯଦି ଆପଣ କୌଣସିବି କାର୍ଯ୍ୟ କରନ୍ତି ତେବେ ଆପଣଙ୍କ ବିବେକ ଓ ଚିନ୍ତା ଦୁଇଟି ଯାକ ଭଲ କାମରେ ଲଗାନ୍ତୁ । ଆପଣଙ୍କ ସମସ୍ତ କଷ୍ଟ ଦୂର ହେବ ଆଉ ସନ୍ତାନ ସୁଖ ମଧ୍ୟ ପ୍ରାପ୍ତି ହେବ ।
ବନ୍ଧୁଗଣ ଯଦି ଆପଣ ଦ୍ଵିତୀୟ ଫୋଟୋ ଚିତ୍ର ଦେବ ଦେବ ମହାଦେବ ବା ବାବା ଭୋଳାନାଥ ଙ୍କୁ ଚୟନ କରିଛନ୍ତି, ତେବେ ଜାଣି ରଖନ୍ତୁ ଆପଣ ଙ୍କ ଜୀବନ ର ଖରାପ ସମୟ ର ଏବେ ଠାରୁ ନାସ ହୋଇ ଗଲା ।ଜୀବନରେ ଏକ ନୂତନ ପର୍ଯ୍ୟାୟ ପ୍ରାରମ୍ଭ ହେବାକୁ ଯାଉଛି । ଯଦି ଆପଣ କୌଣସି ସ୍ଥାନ ରୁ ସଫଳତା କୁ ପ୍ରାପ୍ତ ପାଇବାକୁ ଚାହିଞ୍ଚନ୍ତି ତେବେ ଆପଣ ଚିନ୍ତିତ ହୁଅନ୍ତୁ, ନାହିଁ ସେଥିରୁ ଆପଣ ଙ୍କୁ ସଫଳତା ଶୀଘ୍ର ହିଁ ପ୍ରାପ୍ତ ହେବ । କିନ୍ତୁ ସଫଳତା ହାତକୁ ଆସିବା ପାଇଁ ସାମାନ୍ୟ ବିଳମ୍ବ ହୋଇପାରେ ।
ଯଦି ଆପଣ ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ବାଛିଛନ୍ତି ତେବେ ଆପଣ ବହୁତ ସରଳ ସ୍ୱଭାବର ବ୍ୟକ୍ତି ଅଟନ୍ତି । ଆପଣ ଛନ୍ଦ କପଟ କିଛି ବୁଝନ୍ତି ନାହିଁ । ଆପଣ ନିଜର କର୍ମ ଉପରେ ବିଶ୍ୱାସ କରିଥାନ୍ତି । ଆପଣ ସମସ୍ତଙ୍କ ପାଇଁ ଶୁଭ ଚିନ୍ତା କରିଥାନ୍ତି । ଆପଣ ସବୁ କ୍ଷେତ୍ରରେ ଅନ୍ୟର ଖୁସି ବିସୟରେ ଭାବି ଥାଆନ୍ତି । ଆପଣ ସମସ୍ତଙ୍କ ପାଇଁ ଉଦାହରଣ ପାଲଟି ଥାଆନ୍ତି । ଆପଣ ଆଗାମୀ ସମୟରେ ଖୁବ ଉଚ୍ଚ ସ୍ଥାନରେ ରହିବେ । ତେବେ ବନ୍ଧୁଗଣ ଆପଣ କେଉଁ ଭଗବାନ ଙ୍କୁ ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।