ତୁଳସୀ କୁ ଛୁଇଁ କି ଚୁପ ଚାପ କହିଦିଅ ଏହି 3 ନାମ – ଯାହା ବି ମାଗିବେ ହାତକୁ ହାତ ମିଳିଯିବ

ନମସ୍କାର ବନ୍ଧୁଗଣ ତୁଳସୀ ଗଛ ପ୍ରତ୍ୟେକ ହିନ୍ଦୁ ବ୍ୟକ୍ତିଙ୍କ ଘରେ ରହିଥାଏ । ପ୍ରାଚୀନ ହିନ୍ଦୁ ଧର୍ମ ର ଗ୍ରନ୍ଥ ରେ ତୁଳସୀ ଗଛର ମହତ୍ତ୍ୱ ସମ୍ବନ୍ଧରେ ମଧ୍ୟ ବର୍ଣ୍ଣନା କରାଯାଇଛି । ତୁଳସୀ ଗଛ ପୃଥିବୀ ରେ ସ୍ଥିତ ସମସ୍ତ ବନସ୍ପତି ଙ୍କ ମଧ୍ୟରୁ ଅନ୍ୟତମ ଅଟେ । ତୁଳସୀ ଗଛ ବିଭିନ୍ନ ପ୍ରକାର ରୋଗକୁ ନା-ଶ କରିଥାଏ ଏବଂ ଘରେ ସକରାତ୍ମକ ଉର୍ଜା କୁ ସୃଷ୍ଟି କରିଥାଏ । ଏହା ସହିତ ଘରେ ତୁଳସୀ ଗଛ ରହିବା ଦ୍ଵାରା ସୁଖ ଏବଂ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଏହା ସହିତ ଘର ବିଭିନ୍ନ ରୋଗରୁ ମୁ-କ୍ତ ରହିଥାଏ । ଏହି କାରଣରୁ ପ୍ରାଚୀନ ଋଷିମୁନି ମାନେ ତୁଳସୀ ଗଛର ପୂଜା କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଯଦି କୌଣସି ବ୍ୟକ୍ତି ପ୍ରତିଦିନ ତୁଳସୀ ଗଛର ପତ୍ର ଖାଇଥାଏ ତେବେ ସେ ବିଭିନ୍ନ ପ୍ରକାର ରୋଗରୁ ମୁ-କ୍ତି ପାଇଥାଏ । ବୈଜ୍ଞାନିକ ଦୃଷ୍ଟିକୋଣ ରୁ ମଧ୍ୟ ତୁଳସୀ ଗଛର ଉପକାରୀତା ସମ୍ବନ୍ଧରେ ବର୍ଣ୍ଣିତ ରହିଛି । କିନ୍ତୁ ବନ୍ଧୁଗଣ ଶା-ସ୍ତ୍ର ଅନୁସାରେ ଘରେ ତୁଳସୀ ଗଛ ଲଗାଇବାକୁ ନେଇ ମଧ୍ୟ କିଛି ନୀତି ନିୟମ ରହିଛି ଯାହାକୁ ମାନିବା ଅତ୍ୟନ୍ତ ଜରୁରୀ ହୋଇଥାଏ । ବନ୍ଧୁଗଣ ତୁଳସୀ ଗଛ କୁ ବୃହସ୍ପତି ବାରରେ ଲଗାଇବା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଅତ୍ୟନ୍ତ ଅନୁକୂଳ ସମୟ ହୋଇଥାଏ । କାର୍ତ୍ତିକ ମାସରେ ତୁଳସୀ ଗଛର ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତୁଳସୀ ଗଛ କୁ ଘରର ଅଗଣାରେ ଲଗାଇବା ଶୁଭ ଅଟେ । ପ୍ରତିଦିନ ସକାଳ ସମୟରେ ତୁଳସୀ ଗଛରେ ପାଣି ଅର୍ପଣ କରି ପରିକ୍ରମା କରିବା ଏବଂ ସନ୍ଧ୍ୟା ସମୟରେ ତୁଳସୀ ଗଛ ତଳେ ଘିଅ ଦୀପ ଜାଳିବା ସର୍ବୋତ୍ତମ ଅଟେ । ଚନ୍ଦ୍ର ଗ୍ରହଣ ସମୟରେ ଅନ୍ନରେ ତୁଳସୀ ପତ୍ର ରଖିବା ଦ୍ୱାରା ଗ୍ରହଣ ଲାଗି ନଥାଏ । ବନ୍ଧୁଗଣ ସଂକ୍ଷେପରେ କହିବାକୁ ଗଲେ ଘରେ ତୁଳସୀ ଗଛ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହେବା ସହ ଧନଧାନ୍ୟ ରେ ପରିପୂର୍ଣ୍ଣ ହୋଇଯିବ । ଆମ ହିନ୍ଦୁ ଧର୍ମ ରେ ତୁଳସୀ ପୂଜାର ମହତ୍ତ୍ୱ ବହୁତ ଅଧିକ ତୁଳସୀ ଗଛ କୁ ମାତା ଲକ୍ଷ୍ମୀ ଙ୍କ ପ୍ରତୀକ ମଧ୍ୟ କୁହାଯାଏ । ମାନ୍ୟତା ଅଛିକି ଯାହା ଘରେ ପ୍ରତ୍ୟେକ ଦିନ ତୁଳସୀ ର ପୂଜା କରାଯାଏ ସେହି ଘରେ କେବେବି ଦାରିଦ୍ର୍ୟ ଏବଂ ଦୁ-ର୍ଭା-ଗ୍ୟ ରୁହେ ନାହିଁ । ତା’ ଛଡା ସେହି ଘରେ ସର୍ଵଦା ମାତା ଲକ୍ଷ୍ମୀ ଙ୍କ ବାସ ରହିଥାଏ । ତୁଳସୀ ଗଛ କୁ ପ୍ରତିଦିନ ପୂଜା କରିବା ଦ୍ୱାରା ଆମକୁ ମୋ-କ୍ଷ ପ୍ରାପ୍ତ ହୋଇଥାଏ । ଆଉ ପା-ପ ର ନା-ଶ ମଧ୍ୟ ହୋଇଥାଏ ।ତୁଳସୀ ଗଛ ଘରେ ଥିବା ସମସ୍ତ ନ-କ-ରା-ତ୍ମ-କ ଦୋଷ କୁ ଦୁର କରି ଦେଇଥାଏ ଏବଂ ସକରାତ୍ମକ ଉର୍ଜା କୁ ଆକର୍ଷିତ କରିଥାଏ ଯାହା ଦ୍ୱାରା ଘରେ ସୁଖ ଏବଂ ସମୃଦ୍ଧି ର ସହ ଶାନ୍ତି ମଧ୍ୟ ରହିଥାଏ ।
ପୌରାଣିକ ଅନୁସାରେ ପ୍ରତିଦିନ ଘରେ ତୁଳସୀ ଗଛ କୁ ପୂଜା ଅର୍ଚ୍ଚନା କଲେ ଘରେ ଧନ ସମ୍ପତ୍ତି ବୃଦ୍ଧି ହୋଇଥାଏ । ପଦ୍ମ ପୁରାଣ ଅନୁସାରେ ଯେଉଁଠି ତୁଳସୀ ଗଛ ରହିଥାଏ ସେଠାରେ ବ୍ରହ୍ମା, ବିଷ୍ଣୁ, ଏବଂ ମହେଶ୍ବର ରହିଥାନ୍ତି । ଏବଂ ରାମ ନବମୀ ରେ ତୁଳସୀ ଗଛ କୁ ପୂଜା କଲେ ସବୁ ପ୍ରକାର ର ପା-ପ ଦୁର ହୋଇ ଯାଇଥାଏ ।
ଘରେ ଯଦି ସର୍ଵଦା କ-ଳି, ଝ-ଗ-ଡା ଏବଂ ଅଶାନ୍ତି ର ପରିବେଶ ରହୁଛି କିମ୍ବା ଧନ ର ଅଭାବ କିମ୍ବା ଧନ ରହୁନାହିଁ ତେବେ ଆପଣ ତୁଳସୀ ଗଛ ମୂଳରେ ଏକ ମନ୍ତ୍ର କୁ ଜପିବା ଦ୍ୱାରା ତାହା ସବୁ ଦୁର ହୋଇ ଯିବ ।
ସେହି ମନ୍ତ୍ର ହେଉଛି-: ମହା ପ୍ରସାଦ ଜନନୀ । । ସର୍ଵ ଶୌଭାଗ୍ୟ ବର୍ଦ୍ଧିନି । । ଆଦି ବ୍ୟାଧି ହରାନିତ୍ୟମ । । ତୁଳସୀ ତ୍ଵଂ ନମୋସ୍ତୁତେ । ।
ଏହି ମନ୍ତ୍ର ର ଜପ ଅତି କମରେ ୧୧ ଥର କରନ୍ତୁ । ଏହା ଦ୍ୱାରା ଆପଣଙ୍କ ସମସ୍ତ ଦୁଃ-ଖ ଦୂ-ର ହୋଇଯିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *