ତୁଳସୀ ଗଛକୁ ଭୁଲରେ ବି ଏହି ଦିଗରେ ରଖନ୍ତୁ ନାହିଁ , ଜାଣନ୍ତୁ ତୁଳସୀ ଗଛ ର ପୁଜା ବିଧି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଶା-ସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ ତୁଳସୀ ବୃକ୍ଷ ହେଉଛି ସବୁଠାରୁ ପବିତ୍ର ଏବଂ ଏହା ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ଅଟେ ।  ତୁଳସୀ ବୃକ୍ଷ କୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସ-କ-ରା-ତ୍ମ-କ ଉର୍ଜା ସୃଷ୍ଟି ହୋଇଥାଏ । ଏହି ବୃକ୍ଷ ଘରେ ଲଗାଇବା ଦ୍ୱାରା କୌଣସି ସମସ୍ୟା ଆସିନଥାଏ ଏବଂ ଏହା କୌଣସି ପ୍ରକାର ନ-କ-ରା-ତ୍ମ-କ ଉର୍ଜା ର ସୃଷ୍ଟି ହେବାକୁ ଦେଇନଥାଏ ।

ଜ୍ୟୋତିଷ ଶା-ସ୍ତ୍ର ରେ ତୁଳସୀ ବୃକ୍ଷ କୁ ନେଇ କିଛି ବିଶେଷ ନିୟମ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ଏହି ନିୟମ ଗୁଡ଼ିକ ମାନିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ତୁଳସୀ ବୃଷ ଦ୍ୱାରା ଘରର ବାସ୍ତୁ ଦୋଷ କୁ ଠିକ କରାଯାଇ ପାରିବ । ଆପଣଙ୍କ ଘରେ ଯଦି ସର୍ବଦା କ୍ଳେଶ ଲାଗି ରହୁଛି ତେବେ ଆପଣ ଘରର ଉତ୍ତର ପୂର୍ବ ଦିଗରେ ତୁଳସୀ ଗଛ ଲଗାନ୍ତୁ । ଏହାଦ୍ଵାରା ଆପଣଙ୍କ ଘରେ ସୁଖ ଓ ସମୃଦ୍ଧି ସ୍ଥାପନ ହେବ । ଏହା ସହିତ ଯଦି ଆପଣ ନିଜ ଘରର ଅଗ୍ନିକୋଣ ଅଥବା ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାଇବେ ତେବେ ଆପଣଙ୍କ ଘରେ ସ-କ-ରା-ତ୍ମ-କ ଉର୍ଜା ବୃଦ୍ଧି ପାଇବ ଏବଂ ନ-କ-ରା-ତ୍ମ-କ-ତା ଦୂର ହେବ ।

କେବେବି ତୁଳସୀ ବୃକ୍ଷ ପାଖରେ ଜୋତା ବା ଚପଲ ରଖନ୍ତୁ ନାହିଁ । ମନ୍ଦିର ରେ ଯେପରି ଜୋତା ଏବଂ ଚପଲ ପିନ୍ଧିଲେ ପ୍ରବେଶ କରିବା ନିଷେଧ ହୋଇଥାଏ , ସେହିପରି ତୁଳସୀ ବୃକ୍ଷ ପାଖରେ ମଧ୍ୟ ଜୋତା ଏବଂ ଚପଲ ରଖିବା ଅନୁଚିତ ହୋଇଥାଏ । କାରଣ ତୁଳସୀ ବୃକ୍ଷ କୁ ଦେବୀ ଲକ୍ଷ୍ମୀ ଙ୍କ ସ୍ୱରୂପ ବୋଲି ମାନନ୍ତି । ତେଣୁ ଭୁଲରେ ବି ମଧ୍ୟ ତୁଳସୀ ବୃକ୍ଷ ପାଖରେ ଜୋତା ଏବଂ ଚପଲ ରଖନ୍ତୁ ନାହିଁ ।


କେବେବି ରାତ୍ରି ସମୟରେ ତୁଳସୀ ବୃକ୍ଷ ପାଖରେ ଜଳ ରଖନ୍ତୁ ନାହିଁ । ଏହା ସହିତ କେବେବି ରାତିରେ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସର୍ବଦା ସକାଳେ ସ୍ନାନ କରିବା ପରେ ହିଁ ତୁଳସୀ ବୃକ୍ଷ ରେ ଜଳ ଅର୍ପଣ କରିବା ଉଚିତ । ତୁଳସୀ ବୃକ୍ଷ ପାଖରେ କେବେବି କୌଣସି ଖାଲି ଜଳ ର ପାତ୍ର ରଖନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଏବଂ ଆର୍ଥିକ ସମସ୍ୟା ମଧ୍ୟ ଦେଖାଯାଇଥାଏ । ତେଣୁ କେବେବି ଏପରି ଭୁଲ କରନ୍ତୁ ନାହିଁ ।

ତୁଳସୀ ବୃକ୍ଷ ଘରେ ସ-କା-ରା-ତ୍ମ-କ ଉର୍ଜା ର ସୃଷ୍ଟି କରିଥାଏ ଏବଂ ଘରେ ଶାନ୍ତି ବଜାୟ ରଖିଥାଏ । ତେଣୁ ସର୍ବଦା ତୁଳସୀ ବୃକ୍ଷ ଥିବା ସ୍ଥାନକୁ ସଫା ସୁତୁରା ରଖନ୍ତୁ ଏବଂ କେବେବି ସେହି ସ୍ଥାନ ଅ-ପ-ରି-ଷ୍କା-ର କରନ୍ତୁ ନାହିଁ । ତୁଳସୀ ବୃକ୍ଷ ରହୁଥିବା ସ୍ଥାନ ଅପରିଷ୍କାର ହେଲେ ଘରେ ଅ-ଶା-ନ୍ତି ସୃଷ୍ଟି ହୋଇଥାଏ ଏବଂ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇଥାଏ ।
ତୁଳସୀ ବୃଷ ସହିତ ଆପଣ ଭୁଲ ରେ ବି ଭଗବାନ ଗଣେଶ ଙ୍କ ଫଟୋ ବା ମୂର୍ତ୍ତି ରଖନ୍ତୁ ନାହିଁ । କାରଣ ଗଣେଶ ଙ୍କ ପୂଜା କାର୍ଯ୍ୟ ରେ ତୁଳସୀ ପତ୍ର ର ବ୍ୟବହାର କରାଯାଇ ନଥାଏ । ତେଣୁ ଗଣେଶ ଙ୍କ କୌଣସି ବି ପ୍ରତିମା ସହିତ ତୁଳସୀ ବୃଷ ସ୍ଥାପନ କରନ୍ତୁ ନାହିଁ । ଏଥିପ୍ରତି ଆପଣ ବିଶେଷ ଧ୍ୟାନ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *