ବନ୍ଧୁଗଣ ଆଜି ଆମେ ଜାଣିବା ଗୃହରେ ଏମିତି କେଉଁ ସଂକେତ ଘଟିଲେ ଆପଣ ଜାଣିଯିବେ କି ଘରକୁ ମାତା ଲକ୍ଷ୍ମୀ ଙ୍କ ଆଗମନ ହେବାକୁ ଯାଉଛି । ମାତା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି । ମାଆ ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବାକୁ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ଆପଣାଇଥାନ୍ତି । ବହୁତ ପୂଜା ଅର୍ଚ୍ଚନା ମଧ୍ୟ କରିଥାନ୍ତି । ତେବେ ତାହା କେଉଁ ସଂକେତ ଅଟେ ଯାହା ଦ୍ଵାରା ଘରେ ମାତା ଲକ୍ଷ୍ମୀ ଆସିବାର ଶୁଭ ଖବର ଦେଇଥାଏ ଚାଲନ୍ତୁ ଜାଣିବା ।
ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖନ୍ତି ବା ବିଲେଇ ଘରେ ବସି କ୍ଷୀର ପିଏ ଏବଂ ରାତିରେ ମୂଷା ବା ଚୁଚୁନ୍ଦ୍ରା ଘରେ ବୁଲେ ତେବେ ଏହା ଘରକୁ ମା ଲକ୍ଷ୍ମୀ ଙ୍କ ଆଗମନ ର ସୂଚନା ଦେଇଥାଏ । ଗୁରୁବାର ଦିନ ଏବଂ ଶନିବାର ଦିନ ଭୁଲରେ ବି ଘରର କୌଣସି ଜିନିଷ ବିକ୍ରି କରନ୍ତୁ ନାହିଁ । ଏହା ଦ୍ବାରା ମା ଲକ୍ଷ୍ମୀ ଗୃହରୁ ଚାଲିଯାଇଥାଆନ୍ତି ।
ଘରେ ଯଦି ସବୁବେଳେ ଅଭାବ ଲାଗିରହୁଥାଏ ଯେତେ ରୋଜଗାର କଲେ ମଧ୍ୟ ଟଙ୍କାର ଅଭାବ ରହିଥାଏ ତେବେ ଗୋଟେ ପିତଳ ଧଳରେ କିଛି ଖୁଚୁରା ପଇସା ରହି ଘରର ପଶ୍ଚିମ ପେଟ ରଖିଦିଅନ୍ତୁ ଏବଂ ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ଏହା ଆପଣଙ୍କ ସମସ୍ତ ସମସ୍ୟା ଦୂର କରିବ ।
ଘରର ସାମ୍ନାରେ ପଥର ଜମା କରି ରଖନ୍ତୁ ନାହିଁ । କଣ୍ଟା ଜାତୀୟ ବୃକ୍ଷ ଘର ଆଗରେ ରଖନ୍ତୁ ନାହିଁ । ଗରୁଡ଼ ଚିତ୍ର ଥିବା ଘଣ୍ଟି ଠାକୁର ଘରେ ପ୍ରତିଦିନ ବାଜିଲେ ଅଗ୍ନି, ଚୋର ଏବଂ ବଜ୍ର ଭୟ ରହିନଥାଏ ।
ଯଦି ଆପଣ କୌଣସି ଜାନ ବାହନ ବିକ୍ରି କରିଥାନ୍ତି ବା କୌଣସି ଲୁହା ଜାତୀୟ ଜିନିଷ ବିକ୍ରି କରୁଛନ୍ତି ତେବେ ଭୁଲରେ ବି ମଙ୍ଗଳବାର ଦିନ ବିକ୍ରି କରନ୍ତୁ ନାହିଁ । କୌଣସି ହି ପରିସ୍ଥିତିରେ ଗୁରୁବାର ଦିନ ଜମି ବିକ୍ରି ଆଦି କରନ୍ତୁ ନାହିଁ ।
ଧଳା ପେଚା ଯଦି ଘର ଉପରେ ବସନ୍ତି ବା ରାସ୍ତାରେ ଆପଣ କେବେ ଦେଖନ୍ତି ତ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଘରେ ଯଦି ନେଉଳ, ଧଳା ପାରା ବା ଧଳା ପାରାର ମୂର୍ତ୍ତି ଟିଏ ରଖନ୍ତି ତେବେ ଗୃହରେ ମା ଲକ୍ଷ୍ମୀ ଙ୍କ ଆଗମନ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।