ବାଛନ୍ତୁ ଗୋଟେ ଆକୃତି ଓ ଜାଣନ୍ତୁ ପୂର୍ବଜନ୍ମ ସହ ଜଡିତ କିଛି ସମସ୍ୟା ( Personality Test )

ବନ୍ଧୁଗଣ ଏହି ଦୁନିଆରେ ସମସ୍ତଙ୍କର ପସନ୍ଦ ଓ ନା ପସନ୍ଦ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏହା ସହିତ ସମସ୍ତଙ୍କର ବିଚାରଧାରା ଓ ସ୍ଵଭାବ ବି ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ଏମିତିରେ ଯଦି ଆପଣ ନିଜ ବିଷୟରେ କିମ୍ବା ଅନ୍ୟ କାହା ବିଷୟରେ ଜାଣିବାକୁ ଚାହୁଁଛନ୍ତି କି ତାଙ୍କର ସ୍ଵଭାବ ଓ ବିଚାରଧାରା କେମିତି ଅଟେ ତେବେ ଆମେ ଏଥିରେ ଆପଣଙ୍କର ସାହାର୍ଯ୍ୟ କରି ପାରିବୁ । କହିବାକୁ ଗଲେ ଆମେ ଆପଣଙ୍କ ପାଇଁ ୩ ଟି ଅଲଗା ଅଲଗା ଆକୃତି ଆଣିଛୁ ଏହି ଆକୃତି ଗୁଡ଼ିକ ମଧ୍ୟରୁ ନିଜ ପସନ୍ଦର କୌଣସି ଗୋଟେ ଆକୃତି ବାଛି ନିଅନ୍ତୁ ଏବଂ ନିଜର ପୂର୍ବ ଜନ୍ମ ବିଷୟରେ କିଛି ଖାସ କଥା ଜାଣନ୍ତୁ ।

ପ୍ରଥମ ଆକୃତି:- ଯଦି ଆପଣ ପ୍ରଥମ ଆକୃତି କୁ ପସନ୍ଦ କରିଛନ୍ତି ତେବେ ଆପଣ ବହୁତ ଦିଲଖୁସ ମଣିଷ ହେବା ସହ ଅନ୍ୟକୁ ମଧ୍ୟ ଖୁସିରେ ରଖିଥାନ୍ତି । ଆପଣ ଜଣେ ନିଡର ବ୍ୟକ୍ତି ଅଟନ୍ତି ଏବଂ ଅନ୍ୟର ପରାମର୍ଶରେ ବିଶ୍ୱାସ ରଖନ୍ତି ନାହିଁ ନିଜେ ନିଜ ରାସ୍ତାରେ ଚାଲନ୍ତି । ଆପଣ ଆପଣଙ୍କ ଦ୍ୱାରା ବଛାଯାଇଥିବା ରାସ୍ତାରେ ଚାଲିବାକୁ ସାହାସ ଓ ଯୋଗ୍ୟ ଅଟନ୍ତି । ଆପଣ ବିନ୍ଦାସ ସ୍ଵଭାବର,ଟିକିଏ ଇମୋସନାଲ ଓ ଟିକିଏ ଲାଜକୁଳା ମଧ୍ୟ ଅଟନ୍ତି । ଆପଣ ବହୁତ ଦୂରଦର୍ଶୀ ଅଟନ୍ତି । ଆପଣ ନିଜର ପୂର୍ବଜନ୍ମର କିଛି ଏପରି ଲୋକଙ୍କ ଉପରେ ବିଶ୍ୱାସ କରିଥିଲେ ଯେଉଁ ମାନେ ବିଶ୍ଵାସ ଯୋଗ୍ୟ ନୁହନ୍ତି । ତେଣୁ ଏହି ଜନ୍ମରେ ସେହି ଭୁଲ ପୁନଃ ବାର କରନ୍ତୁ ନାହିଁ ।

ଦୂତୀୟ ଆକୃତି:- ଯଦି ଆପଣ ଦ୍ୱିତୀୟ ଆକୃତି ପସନ୍ଦ କରିଛନ୍ତି ତେବେ ଆପଣଙ୍କ ବିଷୟରେ କିଛି ଜାଣିବା ଏତେ ସହଜ ହୋଇଥାଏ । ଆପଣଙ୍କର ବ୍ୟକ୍ତିତ୍ବ ବହୁତ ପ୍ରଭାବଶାଳି ହୋଇଥିବାରୁ ଲୋକମାନେ ଆପଣଙ୍କ ସହ ମିତ୍ରତା କରିବାକୁ ହାତ ବଢାଇଥାନ୍ତି । ଆପଣଙ୍କର ଏହି ରହସ୍ୟମୟ ସ୍ଵଭାବ ଯୋଗୁ ଲୋକମାନେ ଆପଣଙ୍କୁ ସହଜରେ ବୁଝି ପାରନ୍ତି ନାହି । ଆପଣ ନିଜର ପୂର୍ବ ଜନ୍ମରେ ବହୁତ ଖର୍ଚି ସ୍ୱଭାବରେ ଥିଲେ ଯେଉଁ କାରଣରୁ ଆପଣ ବହୁତ ସମସ୍ୟାର ସମୁଖୀନ କରିଥିଲେ ।

ତୃତୀୟ ଆକୃତି:- ଯଦି ଆପଣ ତୃତୀୟ ଆକୃତି ପସନ୍ଦ କରିଛନ୍ତି ତେବେ ଆପଣ ଅତ୍ୟନ୍ତ ନମ୍ର ସ୍ୱଭାବର ହୋଇଥାନ୍ତି । ଏମାନେ କାହାକୁ ମଧ୍ୟ ଦୁଃଖରେ ଦେଖି ପାରନ୍ତି ନାହିଁ ଓ ସବୁବେଳେ ଅନ୍ୟର ଦୁଃଖ ବାଣ୍ଟିବାକୁ ପ୍ରୟାସ କରିଥାନ୍ତି । ଏମାନେ ଶାନ୍ତିପ୍ରିୟ ହୋଇଥାନ୍ତି । ସବୁଜ ରଙ୍ଗ ଯେପରି ଆଖିକୁ ଆରାମ ଅନୁଭବ ଦେଇଥାଏ, ସେପରି ମଧ୍ୟ ଏହି ରଙ୍ଗ ପସନ୍ଦ ଥିବା ବ୍ୟକ୍ତିଙ୍କ ସ୍ଵଭାବ ହୋଇଥାଏ । ଏମାନେ ନିଜ ପ୍ରିୟଜନ ଙ୍କ ପାଇଁ ବହୁତ ମହତ୍ୱ ହୋଇଥାନ୍ତି । ଆପଣ ନିଜର ପୂର୍ବ ଜନ୍ମରେ ଠକାମୀ ର ଶିକାର ହୋଇଥିଲେ ଯାହା ପାଇଁ ଆପଣ ବହୁତ ଚିନ୍ତିତ ରହୁଥିଲେ । ତେବେ ବନ୍ଧୁଗଣ ଆପଣ କେଉଁ ଆକୃତି ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *