ମାତ୍ର 24 ଘଣ୍ଟାରେ ଲିଭର ର ସବୁ ମଇଳା କୁ ବାହାର କରିଦେବ ଓ ସବୁ ରୋଗରୁ ଦୂରେଇ ରଖିବ, କେବଳ ଏହି ଘରୋଇ ଉପାୟ ( Healthy Tips )

ବନ୍ଧୁଗଣ ଆଜିକା ସମୟରେ ସମସ୍ତେ ସୁସ୍ଥ ରହିବାକୁ ଇଚ୍ଛା କରିଥାନ୍ତି । ସୁସ୍ଥ ରହିବ ପାଇଁ ଲୋକ ବିଭିନ୍ନ ପ୍ରକାରର ଉପାୟ ର ପ୍ରୟୋଗ କରିଥାନ୍ତି । ଆମ ଶରୀରରେ ଲିଭର ଗୋଟେ ଜରୁରୀ ଅର୍ଗାନ ଅଟେ । ତେବେ ଆପଣ ଆପଣଙ୍କ ଲିଭର କୁ କିପରି ଦିଟକ୍ସ କରିପାରିବେ । ଲିଭର ଶରୀରର ଟକ୍ସିନ କୁ ବାହାର କରିଥାଏ । ଏବଂ ଏହା ଛଡା ଲିଭର ଆହୁରି ଅନେକ ପ୍ରକାରର ଫକ୍ସଂନ କରିଥାଏ । ସେଥିପାଇଁ ଲିଭର କୁ ଠିକ ରଖିବା ନିହାତି ଆବଶ୍ୟକ ।

ଲିଭର ଖରାପ ହେବାର ବିଭିନ୍ନ ପ୍ରକାରର କାରଣ ହୋଇପାରେ । ହେଲେ ସେଥିରୁ ମୁଖ୍ୟ କାରଣ ଗୁଡିକ ହେଲା ମୋଟାପଣ, ନିଶା ଦ୍ରବ୍ୟ ପାନ କରିବା, ଯେନେଟିକ ଦିଶୋଡର, ଯେବେ ଆପଣଙ୍କ ଲିଭର ଖରାପ ହୋଇଥାଏ ସେବେ ଆପଣଙ୍କ ଶରୀର କିଛି ସିମ୍ପଟମ ଦେଇଥାଏ । ଯେମିତିକି ନୋଜିଆ, ଡାଇରିଆ, ମୁଣ୍ଡ ବିନ୍ଧା ଇତ୍ୟାଦି । ଆଜି ଆମେ ଆପଣଙ୍କୁ ଏମିତି ଚମତ୍କାରି ଘରୋଇ ଉପାୟ ବିଷୟରେ କହିବୁ ଯାହାକୁ ପିଇବା ମାତ୍ରେ ଏହା ଆପଣଙ୍କ ଲିଭର କୁ ଡିଟକ୍ସ କରିଥାଏ ଏବଂ ଆପଣ ସୁସ୍ଥ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ପ୍ରଥମେ ଆପଣ ଗୋଟେ ପାତ୍ରରେ ୫୦୦ ml ପାଣି ନେଇ ଗରମ କରନ୍ତୁ । ପାଣି ଗରମ ହେବା ପରେ ସେଥିରେ ଆପଣ ୨୦୦ ଗ୍ରାମ କିସମିସ କୁ ରାତିସାରା ଭେଦିବାକୁ ଛାଡ଼ିଦିଅନ୍ତୁ । ସକାଳୁ ଆପଣ ସେହି କିସମିସ ପାଣିକୁ ଭଲ ଭାବରେ ଛାଣି ନିଅନ୍ତୁ ଏବଂ ସକାଳୁ ସେହି ପାଣିକୁ ଅଳ୍ପ ଅଳ୍ପ କରି ପିଅନ୍ତୁ । କିସମିସ କୁ ନ ଫିଙ୍ଗି ଆପଣ ଖାଇଦିଅନ୍ତୁ । ଧ୍ୟାନ ରଖନ୍ତୁ ଏହି ଡ୍ରିଙ୍କ କୁ ଆପଣଙ୍କୁ ତିନି ଦିନ ଲଗାତାର ପିଇବାକୁ ପଡ଼ିବ । ଏହାର ସେବନ ଦ୍ୱାରା ଆପଣଙ୍କ ଲିଭର ଶକ୍ତିଶାଳୀ ହୋଇଯିବ ଏବଂ ଏସିଡିଟୀ, କଷ୍ଟକଠିନ୍ୟ ଭଳି ସମସ୍ୟା ଆପଣଙ୍କ ଠିକ ହୋଇଯିବ ।

ଦିତୀୟ ଉପାୟ ପାଇଁ ଆପଣ କିଛି ପାଳଙ୍ଗ ଶାଗ, ଗୋଟେ ବିଟରୁଟ ଏବଂ ଅଳ୍ପ ଗୋଲମରିଚ ନିଅନ୍ତୁ । ପ୍ରଥମେ ପାଳଙ୍ଗ ଶାଗ ଓ ବିତରୁଟ କୁ ଅଳ୍ପ ପାଣି ଦେଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏହାପରେ ଏହାକୁ ଭଲ ଭାବରେ ଛାଣି ନିଅନ୍ତୁ । ବର୍ତ୍ତମାନ ଏଥିରେ ଅଳ୍ପ ଗୋଲମରିଚ ଗୁଣ୍ଡ ମିଶାନ୍ତୁ ।

ଏହି ଡ୍ରିଙ୍କ କୁ ଆପଣ ଖାଇବାର ଅଧ ଘଣ୍ଟା ପରେ ଦିନକୁ ଥରେ ମାତ୍ର ସାତ ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଏହା ଫଳରେ ଆପଣଙ୍କ ଲିଭର ଡ଼ିଟକ୍ସ ହୋଇଯିବ ଏବଂ ଏହା ଆପଣଙ୍କ ଶରୀରର ହିମୋଗ୍ଲୋବିନ ବଢ଼ାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *