Vastu Tips- ଆଲମାରୀ ଭିତରେ ଭୁଲରେ ବି ରଖନ୍ତୁ ନାହିଁ ଏହି 4ଟି ଜିନିଷ, ନଚେତ ହୋଇପାରେ ଭୟଙ୍କର ଅସୁବିଧା

ବନ୍ଧୁଗଣ ପଇସା ଆଜିର ସମୟରେ ବହୁତ ଜରୁରୀ ଜିନିଷ ଅଟେ । ଏହା ବ୍ୟକ୍ତିର ପାଖରେ ଥିଲେ ବ୍ୟକ୍ତିର ଆତ୍ମବିଶ୍ବାସ ଭରିରହିଥାଏ । ଏହି କାରଣରୁ ମଣିଷ ଦିନରାତି ପରିଶ୍ରମ କରିବାରେ ଲାଗିରହିଥାଏ । ଅଧିକାଂଶ ବ୍ୟକ୍ତି ପଇସା ସଞ୍ଚୟ କରିବାକୁ ପସନ୍ଦ କରିଥାନ୍ତି । ଏମିତିରେ ବଞ୍ଚିଥିବା ପଇସା ଲୋକମାନେ ବ୍ୟାଙ୍କ ରେ କିମ୍ବା ଆଲମାରୀରେ ରଖିବାକୁ ପସନ୍ଦ କରିଥାନ୍ତି । ଆମେ ବ୍ୟାଙ୍କ ରେ ପଇସା ରଖିଲେ ମଧ୍ୟ ମାତ୍ର ଜରୁରୀ ସମୟରେ ଦରକାର ପାଇଁ ଆଲମାରୀରେ ପଇସା ରଖିବା ଜରୁରୀ ହୋଇଥାଏ ।

ବହୁତ ଲୋକ ଗହଣା ମଧ୍ୟ ରଖିବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଆପଣ କଣ ଜାଣିଛନ୍ତି କି ଯଦି ଆପଣ ଏପରି ଜିନିଷ ଆପଣଙ୍କ ଆଲମାରୀ ରେ ରଖୁଛନ୍ତି ତେବେ ଆପଣଙ୍କ ସମ୍ପତି କମିବାର ଆଶଙ୍କା ରହିଥାଏ । ଆପଣଙ୍କ ଭାଗ୍ୟ ଆପଣଙ୍କ ସାଥ ଦେଇନଥାଏ ଏବଂ ଧନର ଦେବୀ ମାତା ଲକ୍ଷ୍ମୀ ଆପଣଙ୍କ ଘର ଛାଡ଼ି ଯାଇପାରନ୍ତି । ତେବେ ଆଜି ଆମେ ଆପଣଙ୍କୁ କହିବୁ ସେହି ୪ଟି ଜିନିଷ ବିଷୟରେ ଯାହା ଆଲମାରୀ ରେ ରଖିବା ଉଚିତ ହୋଉନଥାଏ ।

ମଇଳା ବସ୍ତ୍ର:- ଘର ଆଲମାରୀ ରେ ସବୁବେଳେ ସଫା କରାଯାଇଥିବା କପଡା ରଖନ୍ତୁ । ମଇଳା ବା ଗନ୍ଧ ଛାଡୁଥିବା କପଡା କେବେ ମଧ୍ୟ ରଖନ୍ତୁ ନାହିଁ । ଏହା ଆଲାମରି ରେ ରହିଲେ ଆପଣଙ୍କ ଆର୍ଥିକ ଅବସ୍ଥାରେ ବହୁତ ଖରାପ ପ୍ରଭାବ ପକାଇଥାଏ ।

ଫାଟି ଯାଇଥିବା କପଡା:- କିଛି ଲୋକ ଯଦି କୌଣସି ଭଲ ଡ୍ରେସ ଚିରି ଯାଇଥାଏ ତେବେ ତାକୁ ଆଲମାରୀ ରେ ରଖିଦିଅନ୍ତି ଏବଂ ପରେ ଏହାକୁ ସିଲେଇ କରିବାକୁ ଭୁଲିଯାଆନ୍ତି । ତେବେ ଯଦି ଆପଣଙ୍କ ଆଲମାରୀ କୌଣସି ବି ଫଟା କପଡା ରହିଛି ତେବେ ଏହାକୁ ଯଥା ଶୀଘ୍ର ସିଲେଇ କରନ୍ତୁ । ନଚେତ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ କୋପ ଦୃଷ୍ଟି ପକାଇଥାନ୍ତି ଏବଂ ଆପଣଙ୍କ ଧନ ଶେଷ ହୋଇଯାଇଥାଏ ।

ଧୂଳି, ମାଟି ଏବଂ ବୁଢିଆଣୀ ଜାଲ:- ଘରର ଆଲମାରୀ କୁ ସବୁବେଳେ ସଫା ସୁତୁରା କରି ରଖନ୍ତୁ । ଏଥିରେ କେବେ ମଧ୍ୟ ବୁଢିଆଣୀ ଜାଲ, ଧୂଳି, ମାଟି ଜମା ରହିବାକୁ ଦିଅନ୍ତୁ ନାହିଁ ଏହା ଦ୍ବାରା ମାତା ଲକ୍ଷ୍ମୀ ଆପଣଙ୍କ ଘରୁ ଚାଲିଯାଇଥାଆନ୍ତି । କାରଣ ମାତା ଲକ୍ଷ୍ମୀଙ୍କୁ ସବୁବେଳେ ସଫା ସୁତୁରା ଜାଗା ପସନ୍ଦ ହୋଇଥାଏ ।

କଳା ରଙ୍ଗର ବସ୍ତୁ:- ଆପଣ ଆଲମାରୀ ରେ ଯେଉଁଠାରେ ପଇସା ରଖୁଛନ୍ତି ସେଠାରେ କଳା ରଙ୍ଗର କୌଣସି ବସ୍ତୁ ରଖନ୍ତୁ ନାହିଁ । ଏହା ଦ୍ବାରା ଘରେ ନାକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଏବଂ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ । ତେବେ ବନ୍ଧୁଗଣ କେବେ ମଧ୍ୟ ଏହି ଜିନିଷ ଗୁଡ଼ିକ ଆଲମାରୀ ରେ ରଖନ୍ତୁ ନାହିଁ । ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *