ଏହି Video ଦେଖିବା ପରେ ଆପଣଙ୍କର ବି Bara ଖାଇବାର ଆଶା ଉତୁରି ଯିବ, କ୍ୟାମେରାରେ ରେକର୍ଡ ହେଇଗଲା ନହେଲେ କେହି ଜାଣି ପାରିନଥାନ୍ତେ, ଦେଖନ୍ତୁ

ବନ୍ଧୁଗଣ କେଉଁଠି ଗୋଡ଼ ତଳେ ଖାଦ୍ୟ ଜିନିଷ ପଡ଼ିଛି ତ କିଏ ଖାଦ୍ୟରେ ଛେପ ପକଉଛି ତ ପୁଣି କିଏ ଗୁପଚୁପ ପାଣିରେ ମୂତ୍ର ବିସର୍ଜନ କରୁଛି । ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କିଛି ଘଟଣା କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣ ବାହାର ଖାଦ୍ୟ ଖାଇବା ଛାଡ଼ି ଦେବେ । ଏହି ପରି ଖାଦ୍ୟ ଖାଇବା ଦ୍ଵାରା ବ୍ୟକ୍ତି ଅସୁସ୍ଥ ହେବା ସୁନିଶ୍ଚିତ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣଙ୍କୁ ଗୁପଚୁପ ବହୁତ ପସନ୍ଦ ତେବେ ସାବଧାନ ହେଇଯାନ୍ତୁ କାରଣ ଗୁପଚୁପ ରେ ଦିଆଯାଉଥିବା ପାଣି କୌଣସି ବ୍ୟକ୍ତିର ମୂତ୍ର ବି ହୋଇପାରେ । ଏହି ପରି ଦୃଶ୍ୟ ଦେଖିବାକୁ ମିଳିଛି ଆସାମ ର ଗୁହଟି ସହରରୁ । ଗୋଟେ ଗୁପଚୁପ ବାଲା ଖଟା ମିଠା ପାଣିରେ ନିଜର ମୂତ୍ର ମିଶାଇଥିଲା । ସେ ସବୁଦିନ ଏହିପରି କରୁଥିଲା ଏବଂ ଲୋକଙ୍କୁ ଖାଇବାକୁ ଦେଉଥିଲା ।

ବ୍ରେଡ ରୁ ତିଆରି କରାଯାଇଥିବା ଶୁଖିଲା ଟୋଷ୍ଟ ତ ଆପଣ ନିଶ୍ଚିନ୍ତ ଭାବେ ଖାଇଥିବେ । ତେବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଟୋଷ୍ଟ ତିଆରି କରୁଥିବା ବ୍ୟକ୍ତି ନିଜର ପାଦରେ ତଳେ ଟୋଷ୍ଟ ରଖୁଛି ତ ଆଊ କିଏ ଏହାକୁ ଛେପ ଲଗାଇ ପାକିଂ କରୁଛି । ଅନ୍ୟର ପାଦ ଧୁଳି ଏବଂ ଛେପ ଲାଗିଥିବା ଟୋଷ୍ଟ ଖାଇଲେ ବ୍ୟକ୍ତି ସୁସ୍ଥ ରହିବ କି ଅସୁସ୍ଥ ଅପଣ ନିଶ୍ଚିନ୍ତ ଜାଣିପାରୁଥିବେ ।

ବନ୍ଧୁଗଣ ଯେତେବେଳେ ଆମେ ବାହାରକୁ ଯାଇଥାଉ ଆମେ ବରା, ସିଙ୍ଗଡ଼ା, ପକୁଡ଼ି ଆଦି ଖାଇବାକୁ ଈଛା କରିଥାଉ । କିନ୍ତୁ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଯାହାର ଗୋଟେ ହାତ ନାହିଁ ସେ ନିଜର କାଖ ସାହାଯ୍ୟ ନେଇ ବରା ପ୍ରସ୍ତୁତ କରୁଛି । ଏବଂ ଲୋକଙ୍କୁ ଖାଇବାକୁ ଦେଉଛି । ଏହି ଦୃଶ୍ୟ ଦେଖିବା ପରେ ଆପଣ କେବେବି ବାହାରୁ କିଛି ଖାଦ୍ୟ ଖାଇବେ ନାହିଁ । ତେବେ ବନ୍ଧୁଗଣ ଯେଉଁଠାରୁ ଖାଦ୍ୟ ଖାଉଛନ୍ତି ସବୁବେଳେ ପରିଷ୍କାର ଓ ପରିଛନ ଦେଖିକି ଖାଆନ୍ତୁ କାରଣ ଏହା ଦ୍ୱାରା ଆମ ସ୍ବାସ୍ଥ୍ୟ ଭଲ ରହିଥାଏ । ତେବେ ଏହି ପୋଷ୍ଟ ଟି ଗୋଟେ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *