ଦୋଳ ପୁର୍ଣିମା ( 18 March ) ଏହି 5ଟି ରାଶିରେ ଭୟଙ୍କର ଘଟଣା । ଆପଣଙ୍କ ରାଶି ଅଛି କି ?

ବନ୍ଧୁଗଣ ଶୁକ୍ରବାର ମାର୍ଚ୍ଚ ୧୮ ତାରିଖ ରେ ପଡୁ ଅଛି ଦୋଳ ପୂର୍ଣ୍ଣିମା । ଏହି ଦିନ ଗ୍ରହର ବନିବାକୁ ଯାଉଅଛି ଅଦ୍ଭୁତ ମହା ସଂଯୋଗ । ଯାହା ଫଳରେ ଏହି ୫ ଗୋଟି ରାଶିର ଭାଗ୍ୟ ଚମକି ଉଠିବ । ପ୍ରଭୁ ଶ୍ରୀକୃଷ୍ଣ ଙ୍କ କୃପାରୁ ଏମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଅଛି । ଏମାନଙ୍କ ସମସ୍ତ ଇଚ୍ଛା ଏବେ ପୂରଣ ହେବାକୁ ଯାଉଛି । ବନ୍ଧୁଗଣ ଏହି ବର୍ଷ ଦୋଳ ପୂର୍ଣ୍ଣିମା ଫାଲଗୁନ ମାସ ଶୁକ୍ଳପକ୍ଷ ଦଶମୀ ଦିନ ପଡୁଅଛି । ଏହି ଦିନ ଶୁଭ ଯୋଗ ବନୁଅଛି ଯାହା ଫଳରେ ଏହି ରାଶି ମାନଙ୍କୁ କିଛି ଲାଭ ମିଳିବାକୁ ଯାଉଛି । ତେବେ ଚାଲନ୍ତୁ ଜାଣିବା ।

ବୃଷ ରାଶି:- ଏହି ରାଶି ଉପରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ଆପଣଙ୍କୁ ଧନ ଲାଭ ହେବ । ଇନକମ ରେ ଜବରଦସ୍ତ ବୃଦ୍ଧି ହେବ । ଆପଣଙ୍କୁ ଏହି ସମୟରେ ଧନୀ ହେବାରୁ କେହି ମଧ୍ୟ ଅଟକାଇ ପାରିବେ ନାହିଁ । ପରିବାରରେ ସୁଖ ଶାନ୍ତି ଲାଗି ରହିବ । ଚାକିରି କ୍ଷେତ୍ରରେ ଉନ୍ନତି ହେବ ।

କନ୍ୟା ରାଶି:- ଏହି ରାଶିର ଜାତକଙ୍କ ପାଇଁ ଏହି ସମୟ ବହୁତ ଶୁଭ ରହିବ । ଆପଣ ଧନରେ ମାଲାମାଲ ହେବାକୁ ଯାଉଛନ୍ତି । ବର୍ତ୍ତମାନ ଆପଣଙ୍କ ଭାଗ୍ୟ ଚମକିବାକୁ ଯାଉଛି । ଏହି ସମୟରେ ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରିବେ ତେବେ ସେଥିରେ ସଫଳତା ହାସଲ କରିବେ । ବୈବାହିକ ଜୀବନରେ ଖୁସି ମିଳିବ । ଆପଣଙ୍କୁ ନୂଆ ନୂଆ ଅବସର ପ୍ରାପ୍ତ ହେବ ।

ସିଂହ ରାଶି:- ଏହି ରାଶିର ଜାତକ ଙ୍କ ଭାଗ୍ୟ ଦୁଇ ଗୁଣ ଅଧିକ ଚମକି ଉଠିବ । ପ୍ରଭୁ ଶ୍ରୀକୃଷ୍ଣ ଙ୍କ କୃପାରୁ ଏହି ଦୋଳ ପୂର୍ଣ୍ଣିମା ଠାରୁ ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଛି । ଆପଣଙ୍କ ଆର୍ଥିକ ସ୍ଥିତି ମଜବୁତ ରହିବ । ଅଧୁରା କାର୍ଯ୍ୟ ପୂରଣ କରିବା ପାଇଁ ଆପଣ ପ୍ରୟାସ କରିବେ । ଜମି ବାଡ଼ି ମାମଲାରେ ଆପଣଙ୍କୁ ଲାଭ ମିଳିପାରେ ।

ତୁଳା ରାଶି:- ଏହି ରାଶିର ଜାତକ ଙ୍କୁ ଅନେକ ଜାଗାରୁ ଧନ ଲାଭ ହେବ । ବିଜନେସ ରେ ବୃଦ୍ଧି ଦେଖିବାକୁ ମିଳିବ । କୌଣସି ବଡ କମ୍ପାନୀ ରୁ ଆପଣଙ୍କୁ ଜବ ଅଫର ଆସିପାରେ । ଘର ପରିବାରରେ ସକାରାତ୍ମକ ମହୋଲ ଦେଖିବାକୁ ମିଳିବ । ଆପଣ ଏହି ସମୟରେ କୌଣସି ନୂଆ ଯାନ ବାହନ କିଣି ପାରନ୍ତି । ସନ୍ତାନ ମାନଙ୍କ ପାଖରୁ କୌଣସି ଖୁସି ଖବର ପାଇବେ ।

କୁମ୍ଭ ରାଶି:- ଏହି ରାଶିର ଜାତକ ଙ୍କ ଉପରେ ପ୍ରଭୁ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀ ଙ୍କ ବିଶେଷ କୃପା ରହିବାକୁ ଯାଉଛି । ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ । ଆୟରେ ବହୁତ ବେଶୀ ଧନ ଲାଭ ହେବ । କୌଣସି କ୍ଷେତ୍ରରେ ଅଟକି ରହିଥିବା ଧନ ଆପଣଙ୍କୁ ମିଳିବ । ବୈବାହିକ ଜୀବନ ସୁଖମୟ ରହିବ । ତେବେ ବନ୍ଧୁଗଣ ପ୍ରଭୁ ଶ୍ରୀକୃଷ୍ଣ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶ୍ରୀକୃଷ୍ଣ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *