କେବଳ ଏହି ମଞ୍ଜି ଖାଆନ୍ତୁ, ନିଦ ଏମିତି ଆସିବ କୁମ୍ଭକର୍ଣ୍ଣ ଭଳି ଶୋଇବେ, ଅନିଦ୍ରା ପାଇଁ ରାମବାଣ- Get Cure Insomnia

ଆପଣ ଜାଣି ଥିବେ କି ଅନେକ ସମୟରେ ଆମେ ନିଦ ହଜି ଯାଇ ଥାଏ । ଯେଉଁ ଭଳି ଭାବେ ଆମେ ଶରୀର କୁ ଚଳାଇବା ପାଇଁ ଅନେକ ସମୟରେ ପୃଷ୍ଟିକର ଖାଦ୍ଯ ଖାଇ ଥାଉ । ସେହି ଭଳି ଭାବେ ଆମ ମୁଣ୍ଡକୁ ମଧ୍ୟ ଏହା ନିହାତି ଭାବେ ଦରକାର କି ତାହା ଖୁବ ସାନ୍ତ ହୋଇକି ସବୁ କିଛି ଚିନ୍ତା କରି ପାରିବ ଏହା ସହ ଏହା ମଧ୍ୟ ଆମେ ଜାଣିବା ଦରକାର କି ଆମେ ଯାହାଭି କରୁଛେ କିମ୍ବା ଆମେ ଯାହାଭି କରିବା ତାହା ପାଇଁ ଆମ ମସ୍ତିସ୍କ ଆମ ପାଇଁ ଦାଇ ହେବ ।

ଆଜି ଆମେ କହିବା କି ଅନେକ ଲୋକମାନେ ଆଜି କାଲୀ ଅଧିକା ଚିନ୍ତା ପାଇଁ ସୋଇ ପାରୁ ନାହାଁନ୍ତି ଏହାର କାରଣ ହେଉଛି କି ସେମାନେ ଯାହା ଭି କରିବା ପାଇଁ ଚେଷ୍ଟା କରୁଛନ୍ତି ତାହା ହୁଏ ତ ହେଉନି କିମ୍ବା ତାହା ବିଳମ୍ବରେ ହେଉଛି କିମ୍ବା ଅଧିକା କାମ ପାଇଁ ସେମାନେ ଶାନ୍ତିରେ ସୋଇ ପାରୁ ନାହାଁନ୍ତି ।

ଏହା ମଧ୍ୟ ଏକ ପ୍ରକାର ବେମାରି ଅଟେ କି କିଛି ଲୋକମାନେ ସୋଇ ପାରି ନଥାନ୍ତି । ଯାହା ଦ୍ଵାରା ସେମାନେ ରାତି ସାରା ମଧ୍ୟ ନିଦରେ ନଥାନ୍ତି କିଛି ନା କିଛି କାମ କରୁ ଥାନ୍ତି ସେମାନେ । ଏହା ଏକ ପ୍ରକାର ବେମାରି ଏହା ପାଇଁ ଆମର ଏକ ଘରୋଇ ଉପଚାର ଅଛି ଯାହା ଦ୍ଵାରା ଆପଣ ରାତିରେ ଏକ ଶାନ୍ତି ପୂର୍ଣ୍ଣ ନିଦ୍ରା ରେ ରହିବେ ଓ ଏହା ପାଇଁ ଆପଣ ନିଶ୍ଚିତ ଭାବେ ଏକ ସୁସ୍ଥ ମସ୍ତିସ୍କ ମଧ୍ୟ ପାଇବେ ।

ଆଜି ଆମେ କହିବା ପାଇଁ ଯାଉଥିବା କାମ କୁ ଆମେ ଦେଖିବା ପାଇଁ ଯିବା ତ ଆମେ ଜାଣି ପାରିବା କି ଆମ ଶରୀର କିଭଳି ଅନୁଭବ ହୋଇ ଥାଏ । ଆପଣ କିଛି ଦିନ ଯାଏ ଏହାକୁ ସେବନ କରିବେ । ଏହା ପାଇଁ ଆପଣ ଏକ ମଞ୍ଜି ଦରକାର ଏହା ପାଇଁ ଆପଣ ବୋଇତାଳ ମଞ୍ଜି କିଣି ପାରିବେ ଯାହାକୁ ଆମେ ଇଂରାଜୀ ରେ ଆମେ ପମକିନ ସିଡ କହି ଥାଉ ।

ଆପଣ ଏହାକୁ ଚୋପା ଛଡା କିଣିବା ଭଲ ହୋଇ ଥାଏ । ଆପଣ ଏହାକୁ ରାତି ସାରା ଏହାକୁ ଭିଯାଇ କ୍ଷାନ୍ତି ଏହା ପରେ ଆପଣ ଏକ ଗ୍ଳାସ ପାଣି ପିଅନ୍ତୁ । ଏହାକୁ ଆପଣ ଚୋବାଇକି ଖାଲି ପେଟରେ ଆପଣ ସକାଳେ ଖାଇବେ । ଆପଣ ଯଦି ଏହାକୁ ଅଲଗା ଉପାୟରେ ଖାଇବା ପାଇଁ ଚାହୁଁ ଛନ୍ତି ତେବେ ଏହାକୁ ଆପଣ ଡ୍ରାଏ ରୋଷ୍ଟ କରି ପାରିବେ ।

ଏହା ପାଇଁ ଆପଣ ଏକ ଏକ ପ୍ୟାନ ନେଇକି ଏହାକୁ ବିନା ତେଲରେ ଭାଜି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ଏହା ପରେ ଆପଣ ଏହାକୁ ଖାଇ ପାରିବେ । ଯଦି ଆପଣ ଏହାକୁ ଗୁଣ୍ଡ କରି ଏହାକୁ ଆପଣ ଏହି ପାଉଡର କୁ ସାଲଡ ଉପରେ କ୍ଷାନ୍ତୁ ।

ଯଦି ଆପଣ ରାତି ଅଧାରେ ନିଜର ନିଦ ଭାଙ୍ଗିବା ପରେ ଏହାକୁ ଆପଣ ଆଉ ସୋଇ ପାରୁ ନାହାନ୍ତି ତେବେ ଆପଣ ଏହାକୁ କ୍ଷୀର ସହ ମିଶାଇକି କ୍ଷାନ୍ତୁ । ଦେଖିବେ ମାନଶୀକ ଶାନ୍ତି ସହ ଆପଣ ଙ୍କ ମନ ମଧ୍ୟ ଭଲ ଲାଗିବ ।

Leave a Reply

Your email address will not be published. Required fields are marked *