ଏହି 18ଟି ସଂକେତ ଦେଖିଲେ, ଆପଣ ହୋଇଜିବେ କୋଟିପତି

ଆମ ଶାସ୍ତ୍ର ରେ ଏପରି କିଛି ସଂକେତ ବର୍ଣିତ ଅଛି ଯାହା ପାଇବା ଦ୍ଵାରା ଆପଣ ଧନ ବାନ ହୋଇଥାନ୍ତି । ତେବେ କେଉଁ କେଉଁ ସଂକେତ ମିଳିବା ଦ୍ଵାରା ଆପଣଙ୍କ ଜୀବନରେ ଖୁସି ଓ ଧନ ଆସିଥାଏ ତାହା ଆଜି ଆମେ ଆପଣଙ୍କୁ କହିବୁ । ୧ – ଯଦି ଆପଣ ଘୁଷୁରି ଦେଖୁଛନ୍ତି ତେବେ ଆପଣ ଜାଣିନିଅନ୍ତୁ ଆପଣଙ୍କ ଆଗାମୀ ଭବିଷ୍ୟତ ରେ ଆପଣଙ୍କୁ ବହୁତ ଖୁସି ପ୍ରାପ୍ତ ହେବ । ୨- କଇଁଛ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ । ତେଣୁ କୌଣସି ରୂପେ ଯଦି ଆପଣ କଇଁଛ ଦେଖନ୍ତି ତେବେ ଆପଣଙ୍କ ପାଖକୁ ଧନ ଆସିବ ।

୩- ସମସ୍ତଙ୍କ ଜୀବନରେ କିଛି ନା କିଛି ଶୁଭ ଦିନ ଆସିଥାଏ ଯଦି ସେହି ଦିନ ଆପଣଙ୍କୁ ଧନ ମିଳିଥାଏ ତେବେ ଯାନନତୁ ଆପଣ ବହୁତ ଜଲ୍ଦି କୋଟିପଟି ହବେ । ୪ – ଯଦି ହାତ କୁଣ୍ଡାଇ ହେବା ଦ୍ଵାରା ଆପଣ ଜାଣନ୍ତୁ କି ମାତା ଲକ୍ଷ୍ମୀଙ୍କ କୃପା ମିଳିବାକୁ ଯାଉଛି । ୫ – ଡାଲଫିନ – ଏହା ମଣିଷର ବହୁତ ଭଲ ବନ୍ଧୁ ଅଟେ ।

ତେବେ ଏହା ଦେଖିବା ଦ୍ଵାରା ଜୀବନରେ ବହୁତ ଶୁଭ ହୋଇଥାଏ । ୬ – ଭଙ୍ଗା ତାରା -ଏହା ପୁରା ଭାରତରେ ଜଣା ଅଛି ଯେ ଏହା ଏକ ଶୁଭ ସଂକେତ ଅଟେ । ଏହା ଦେଖିବା ଦ୍ଵାରା ଆଗାମୀ ୩୦ ଦିନରେ ଆପଣଙ୍କର ସବୁ ସମସ୍ଯା ଦୂର ହୋଇଥାଏ ।

୭ – ଏହା ଘରେ ରହିବା ସମସ୍ତେ ଅଶୁଭ ମାନନ୍ତି କିନ୍ତୁ ଯଦି ବାଦୁଡି ସେହିଠାରେ ଘର କରି ରହିଥାଏ ତେବେ ଏହା ଅତିଅନ୍ତ ଶୁଭ ଅଟେ । ୮ – ଯଦି ଆପଣ ସକାଳୁ ଉଠି କିଛି ଶଙ୍ଖ , ଘଣ୍ଟ ବାଆ କିଛି ମଧୁର ଶବ୍ଦ ସୁନିଠାନ୍ତି ତେବେ ଏହା ଶୁଭ ଅଟେ । ୯ – ଝିଣ୍ଟିକା – ଏହାର ଶବ୍ଦ ଶୁଣିବା ବା ଦେଖିବା ଦ୍ଵାରା ଆପଣଙ୍କର ସବୁ ସମସ୍ଯା ଦୂର ହୋଇଥାଏ ।

୧୦ – ବର୍ଷାରେ ସୂର୍ଯ୍ୟ ଚମକିବା – ଏହା ଦେଖିବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହୋଇଥାଏ । ୧୧ – ମୋତି – ଏହା ଦେଖିବା ଦ୍ଵାରା ଆପଣଙ୍କୁ ଧନ ପ୍ରାପ୍ତି ହିଥାଏ । ୧୨- ବଗିଚାର ଦୃଶ୍ୟ – ଯଦି ଆପଣଙ୍କୁ ବଗିଚାର ର ଦୃଶ୍ୟ ବା ବେଙ୍ଗର ଶବ୍ଦ ଶୁବିଥାଏ ତେବେ ଏହା ଆଗାମୀ ଖୁସି ଭବିଷ୍ୟତ ର ସଙ୍କେତ ଦେଇଥାଏ । ୧୩ – ଓଲଟା ପୋଷାକ – ଯଦି ଆପଣ ଭୁଲର୍ରେ ଓଲଟା ପୋଷାକ ପିନ୍ଧିଥାନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ ।

୧୪ – ବୁଢିଆଣୀ ଜାଲ – ଏହାକୁ ଅଶୁଭ ମ୍ନାଯାଏ କିନ୍ତୁ ଯଦି ଆପଣଙ୍କୁ ସେହି ଜାଲରେ ନିଜ ନାମର ପ୍ରଥମ ଅକ୍ଷର ଦେଖାଯାଏ ତେବେ ଏହା ଏକ ଶୁଭ ସଂକେତ ଅଟେ । ୧୫ – ନବ ବିବାହିତା – ଯଦି ଆପଣ ଜେନ ସଧବା ନାରୀଙ୍କୁ ଦେଖିଥାନ୍ତି ତେବେ ଆପଣଙ୍କର ଭଲ ସମୟ ଆସିବାର ଏହା ଏକ ସଂକେତ ଅଟେ । ୧୬ – ଯଦି ଆପଣ ଶୋଇବା ସମୟରେ ସୁନାର ସାପ ଦେଖିଥାନ୍ତି ତେବେ ଏହା ଏକ ଶୁଭ ସଂକେତ ଅଟେ । ୧୭- ଯଦି ଆପଣ ଉଠିବା ମାତ୍ରେ ନଡିଆ ଦେଖନ୍ତି ତେବେ ଆପଣଙ୍କର ଶୁଭ ସମୟ ଆରମ୍ଭ ହୋଇଥାଏ । ୧୮- ଯଦି ଆପଣଙ୍କୁ ଧଳା ଗାଈ ଦେଖାଯାଏ ତେବେ ଏହା ମା ଲକ୍ଷ୍ମୀଙ୍କ ସଂକେତ ଅଟେ ।

Leave a Reply

Your email address will not be published. Required fields are marked *